ତେଣୁ ସମସ୍ତ ଇଶ୍ରାୟେଲୀୟମାନେ ସଦାପ୍ରଭୁ ମାଶାଙ୍କେୁ ଦଇେଥିବା ଆଜ୍ଞାକୁ ସମସ୍ତେ ମାନିଲେ।
Cross references
ହାରୋଣ ଓ ମାଶାେ ଏହି ପରିବାରବର୍ଗର ଥିଲେ ଏବଂ ସମାନେେ ଏହି ଲୋକ ଥିଲେ, ଯେଉଁମାନଙ୍କୁ ସଦାପ୍ରଭୁ କହିଲେ, ତୁମ୍ଭମାନେେ ସୈନ୍ଯ ଶ୍ ରଣେୀବଦ୍ଧ ଇଶ୍ରାୟେଲ ସନ୍ତାନଗଣଙ୍କୁ ମିଶର ଦେଶରୁ ବାହାର କରି ଆଣ।
ତେଣୁ ଏହାପରେ ମୁଁ ମିଶରକୁ ବହୁତ ଦଣ୍ଡ ଦବେି। ଏବଂ ତା'ପରେ ମୁଁ ମାରେଲୋକମାନଙ୍କୁ ମିଶରରୁ ବାହାର କରି ଆଣିବି।
430 ବର୍ଷପରେ ସେହି ଦିନରେ ସଦାପ୍ରଭୂଙ୍କ ସୈନ୍ୟ ସମୁହ ମିଶରରୁ ବିଦାୟ ନେଲେ।
ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ମାଶାେ ସହେି ମୁକ୍ତି ମୁଲ୍ଯ ହାରୋଣ ଓ ତାଙ୍କର ପୁତ୍ରମାନଙ୍କୁ ଦେଲେ।
ମାଶାଙ୍କେ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସା ରେ ଇଶ୍ରାୟେଲ ସନ୍ତାନଗଣ ପରମେଶ୍ବରଙ୍କ ଆଜ୍ଞା ପାଳନ କଲେ ଓ ସମାନଙ୍କେୁ ଛାଉଣୀର ବାହା ରେ ରଖିଲେ।
ମୁଁ ଇଶ୍ରାୟେଲର ଲୋକମାନଙ୍କ ମଧିଅରେ ଲବେୀୟମାନଙ୍କୁ ଦାନରୂପେ ହାରୋଣ ଓ ତା'ର ପୁତ୍ରଗଣଙ୍କୁ ଦଲେି। ସମାନେେ ସମାଗମ ତମ୍ବୁ ନିକଟରେ ଇଶ୍ରାୟେଲୀୟ ଲୋକ ବଦଳ ରେ ସବୋ ଓ ସମାନଙ୍କେ ପାଇଁ ପ୍ରାଯଶ୍ଚିତ କିରିବେ। ଏହି ପ୍ରକା ରେ ଇଶ୍ରାୟେଲର ଲୋକମାନେ ପବିତ୍ରସ୍ଥାନ ନିକଟକୁ ଆସିଲା ବେଳେ କୌଣସି ମହାମାରୀ ଆସିବ ନାହିଁ।
ତେଣୁ ମାଶାେ, ହାରୋଣ ଓ ସମସ୍ତ ଇଶ୍ରାୟେଲର ଲୋକ ସଦାପ୍ରଭୁଙ୍କ ଆଜ୍ଞା ପାଳନ କଲେ। ମାଶାଙ୍କେ ପ୍ରତି ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ଇଶ୍ରାୟେଲର ଲୋକମାନେ ଲବେୀୟମାନଙ୍କ ପ୍ରତି କଲେ।
ତା'ପରେ ଲବେୀୟମାନେ ହାରୋଣ ଓ ତାଙ୍କର ପୁତ୍ରଗଣଙ୍କ ସମ୍ମୁଖ ରେ ଆପଣା ଆପଣା ସବୋକାର୍ୟ୍ଯ ନିମନ୍ତେ ସମାଗମ ତମ୍ବୁ ରେ ପ୍ରବେଶ କଲେ। ସଦାପ୍ରଭୁ ଲବେୀୟମାନଙ୍କ ବିଷଯ ରେ ମାଶାଙ୍କେୁ ଯେପରି ଆଜ୍ଞା ଦଇେଥିଲେ ତଦନୁସା ରେ ସମାନଙ୍କେ ପ୍ରତି କଲେ।
ତହିଁରେ ସମାନେେ ପ୍ରଥମ ମାସ ଚତୁର୍ବ୍ଦଶ ଦିନ ରେ ଗୋଧଳି ସମୟରେ ସୀନଯ ମରୁଭୂମିରେ ନିସ୍ତାର ପର୍ବ ପାଳନ କଲେ, ସଦାପ୍ରଭୁ ମାଶାଙ୍କେୁ ଯେପରି ଆଜ୍ଞା ଦଇେଥିଲେ ତଦନୁସା ରେ ଇଶ୍ରାୟେଲର ଲୋକମାନେ ସବୁ କାର୍ୟ୍ଯ କଲେ।
ସଦାପ୍ରଭୁ ମାଶାଙ୍କେୁ ଯେଉଁପରି ଆଜ୍ଞା ଦେଲେ, ସଲଫାଦରଙ୍କ କନ୍ଯାମାନେ ସହେି ଅନୁସାରେ କର୍ମ କଲେ।
ବର୍ତ୍ତମାନ ହେ ଇଶ୍ରାୟେଲ ମୁ ଯେଉଁ ନିଯମ ଓ ଆଜ୍ଞା ପାଳନ କରିବା ପାଇଁ ତୁମ୍ଭମାନଙ୍କୁ ଶିକ୍ଷା ଦେଉଅଛି, ତହିଁରେ ମନୋଯୋଗ କର। ତାହା ପାଳନ କଲେ ତୁମ୍ଭମାନେେ ବଞ୍ଚିବ। ଆଉ ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ପରମେଶ୍ବର ତୁମ୍ଭମାନଙ୍କୁ ଯେଉଁ ଦେଶ ଦବେେ, ତହିଁଯରେ ପ୍ରବେଶ କରି ତାହା ଅଧିକାର କରିବ।
ମୁ ଯାହା ତୁମ୍ଭମାନଙ୍କୁ ଆଜ୍ଞା ଦେଉଅଛି, ତାହାସବୁ ତୁମ୍ଭମାନେେ ପାଳନ କରିବାକୁ ମନୋଯୋଗ କରିବ। ତୁମ୍ଭମାନେେ ତାହାଠାରକ୍ସ୍ଟ କିଛି ଉଣା କରିବ ନାହିଁ କି ତହିଁରେ କିଛି ଅଧିକ ୟୋଗ କରିବ ନାହିଁ।
ତେଣୁ ଯେଉଁ ଲୋକ ମାରେ ଏହି କଥାଗୁଡିକ ଶୁଣେ, ଏବଂ ତାହା ମାନି ଚଳେ, ସେ ଲୋକ ପଥର ଉପରେ ଘର ତୋଳିଥିବା ଗୋଟିଏ ବୁଦ୍ଧିମାନ ବ୍ଯକ୍ତିଭଳି।
ମୁଁ ତୁମ୍ଭମାନଙ୍କୁ ଯାହା ସବୁ କହିଛି, ସେ ସବୁ କଥା ପାଳନ କରିବ ପାଇଁ ଲୋକମାନଙ୍କୁ ଶିକ୍ଷା ଦିଅ। ମୁଁ ତୁମ୍ଭମାନଙ୍କ ସହିତ ସଦାସର୍ବଦା ରହିବି ବୋଲି ତୁମ୍ଭମାନେେ ଦୃଢ଼ ବିଶ୍ବାସ ରଖ। ଜଗତର ଶଷେ ସମୟ ପର୍ୟ୍ଯନ୍ତ ମଧ୍ଯ ମୁଁ ତୁମ୍ଭ ସଙ୍ଗେ ସଙ୍ଗେ ରହିବି।
ଯୀଶୁଙ୍କର ମାଆ ସବେକମାନଙ୍କୁ କହିଲେ, ଯୀଶୁ ଯେପରି କହନ୍ତି, ତୁମ୍ଭମାନେେ ସପରେି କର।
ଯଦି ତୁମ୍ଭେ ଏହା ସବୁ ଜାଣ ତବେେ ତୁମ୍ଭେ ଏହି କାର୍ୟ୍ଯ କରି ଖୁସି ହବେ।
ତୁମ୍ଭେ ଯଦି ମାେ କହିବା ଅନୁଯାଯୀ କାମ କର, ତବେେ ତୁମ୍ଭମାନେେ ମାରେ ବନ୍ଧୁ।
କିନ୍ତୁ କୁକୁରମାନେ, ମନ୍ଦ କୁହୁକ କରୁଥିବା ଲୋକମାନେ, ଯେଉଁମାନେ ୟୌନଗତ ପାପ କରନ୍ତି, ନରହନ୍ତାମାନେ, ପ୍ରତିମାପୂଜକଗଣ, ମିଥ୍ଯାପ୍ରିୟ ଓ ମିଥ୍ଯାବାଦୀମାନେ ନଗରର ବାହା ରେ ରହିବେ।