ଗଣନା ପୁସ୍ତକ 35:18 · ଓଡ଼ିଆ ବାଇବେଲ
ଆଉ ଯେଉଁ କାଠ ନିର୍ମିତ ଅସ୍ତ୍ର ରେ ଜଣେ ମରିପାରିବ, ସପରେି ଏକ ଅସ୍ତ୍ର ବ୍ଯବହାର କରି ଯଦି ଜଣେ ଅନ୍ୟକୁ ଆଘାତ କରେ ଓ ସେଥି ରେ ସେ ମ ରେ, ତବେେ ସେ ନରହତ୍ଯାକାରୀ ଓ ସେ ଅବଶ୍ଯ ମୃତ୍ଯୁଦଣ୍ତ ପାଇବ।
Cross references
ଆଦି ପୁସ୍ତକ 9:5
ମୁଁ ରକ୍ତ ପାତ, ଦ୍ବାରା ଦଣ୍ଡିତ କରିବି, ତାହା ପ୍ରାଣୀ ଦ୍ବାରା ହେଉ ବା ଲୋକମାନଙ୍କ ଦ୍ବାରା। ଯଦି ଲୋକମାନେ ପରସ୍ପରକୁ ହତ୍ଯା କରନ୍ତି, ମୁଁ ରକ୍ତପାତ ଦ୍ବାରା ଦଣ୍ଡିତ କରିବି।
ଯିହିଜିକଲ 16:38
ମୁଁ ତୁମ୍ଭକୁ ବ୍ଯଭିଚାରିଣୀ ଓ ହତ୍ଯାକାରିଣୀ ରୂପେ ବିଚାର କରିବି। ଏବଂ କୋପ ଓ ଅନ୍ତଜ୍ବାଳାର ରକ୍ତ ତୁମ୍ଭ୍ ଉପ ରେ ଉପସ୍ଥିତ କରିବି।