Home Bibles ଗଣନା ପୁସ୍ତକ 34:11 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 34:11 · ଓଡ଼ିଆ ବାଇବେଲ

ସହେି ସୀମା ଶଫାମ୍ଠାରୁ ଐନର ପୂର୍ବଦିଗ ଆଡକୁ ଶଷେ ରେ ରିବ୍ଲାର ପାଦଭୂମି ପର୍ୟ୍ଯନ୍ତ ୟିବ ଏବଂ ପୂର୍ବ ରେ ଏହା ଗାଲିଲୀ ହ୍ରଦ ପର୍ୟ୍ଯନ୍ତ ବିସ୍ତୃତ ହବେ।

Cross references

ଦିତୀୟ ବିବରଣ 3:17

ତାହାର ପଶ୍ଚମ ସୀମା ପର୍ୟ୍ଯନ୍ତ ୟର୍ଦ୍ଦନ ନଦୀ ମରକ୍ସ୍ଟଭୂମି ଥିଲା। ଉତ୍ତର ରେ କିନ୍ନରତେ ସମକ୍ସ୍ଟଦ୍ରଠାରକ୍ସ୍ଟ ଲବଣ ସମକ୍ସ୍ଟଦ୍ର ପର୍ୟ୍ଯନ୍ତ ଦକ୍ଷିଣ ରେ ପିସ୍ଗାର ଗଡାଣିଠାରକ୍ସ୍ଟ ପୂର୍ବ ପର୍ୟ୍ଯନ୍ତ।

ଯିହୋଶୂୟ 11:2

ଏବଂ ପକ୍ସ୍ଟଣି ଉତ୍ତର ପାର୍ବତୀଯ ଦେଶର ରାଜାଗଣଙ୍କକ୍ସ୍ଟ ଆରବଙ୍କକ୍ସ୍ଟ, ଗାଲିଲି ହ୍ରଦର ଦକ୍ଷିଣକକ୍ସ୍ଟ, ପଶ୍ଚିମସ୍ଥ ପାର୍ବତୀଯ ମାଳଭୂମିକକ୍ସ୍ଟ ଓ ପଶ୍ଚିମ ରେ ଦଫୋନ ଦୋରଙ୍କକ୍ସ୍ଟ।

ଯିହୋଶୂୟ 12:3

ସମାନେେ ମଧ୍ଯ ୟର୍ଦ୍ଦନର ପୂର୍ବ ଉପତ୍ୟକାଠାରକ୍ସ୍ଟ ଗାଲିଲି ହ୍ରଦର ପୂର୍ବ ତୀର ପର୍ୟ୍ଯନ୍ତ ଓ ବୈତ୍ୟିଶିମାେତର ପଥରେ ପଦାଭୂମିସ୍ଥିତ ଲବଣ ସମକ୍ସ୍ଟଦ୍ରର ପୂର୍ବତୀର ପର୍ୟ୍ଯନ୍ତ ଓ ପିସ୍ଗାର ଅଧଃସ୍ଥିତ ଦକ୍ଷିଣ ଦେଶ ରେ ରାଜତ୍ବ କଲେ।

ଯିହୋଶୂୟ 13:27

ବୈଥାରମର ଓ ବୈଥାନିମ୍ରାର ଓ ସକ୍ସ୍ଟକ୍କୋତ୍ର ଓ ସଫୋନ୍ର ଉପତ୍ୟକା ସହେି ଦେଶ ରେ ସାମିଲ୍ ଥିଲା। ଅବଶିଷ୍ଟ ଦେଶ ଯାହାକି ହିଷ୍ବୋନର ରାଜା ସୀହାନେ ଦ୍ବାରା ଶାସିତ ହେଉଥିଲା, ସହେି ଦେଶ ମଧିଅରେ ସାମିଲ୍ ଥିଲା।

ଯିହୋଶୂୟ 19:35

ଏହାର ସୀମା ରେ କେତଗେକ୍ସ୍ଟଡିଏ ଶକ୍ତିଶାଳୀ ନଗର ଥିଲା। ସଗେକ୍ସ୍ଟଡିକ ହେଲା ସବୀମ, ସରେ, ହମ୍ମତ, ରକ୍କତ୍ ଓ କିନ୍ନରେତ୍।

ଦିତୀୟ ରାଜାବଳୀ 23:33

ଫାରୋ-ନଖୋ ଯିହାୟୋଦାରହସ୍ଙ୍କୁ ହମାତ୍ ଦେଶସ୍ଥ ରିବ୍ଲା ରେ ବନ୍ଦୀ କରି ରଖିଲେ। ତେଣୁ ସେ ଆଉ ୟିରୁଶାଲମ ରେ ଶାସନ କରି ପାରିଲେ ନାହିଁ। ପୁଣି ଫାରୋ-ନଖୋ ଯିହୁଦା ଦେଶ ଉପରେ 100 ତାଳନ୍ତ ରୂପା ଓ ଏକ ତାଳନ୍ତ ସୁନା କର ଧାର୍ୟ୍ଯ କଲେ।

ଦିତୀୟ ରାଜାବଳୀ 25:6

ତା'ପରେ ସମାନେେ ରାଜାଙ୍କୁ ଧରି ରିବ୍ଲା ରେ ଥିବା ବାବିଲ ରାଜାଙ୍କ ନିକଟକୁ ନେଲେ। ସମାନେେ ତାଙ୍କୁ ଦଣ୍ତ ଦବୋକୁ ସ୍ଥିର କଲେ।

ଯିରିମିୟ 39:5

ମାତ୍ର କଲଦୀଯମାନଙ୍କର ସୈନ୍ଯ ସମାନଙ୍କେ ପେଛ ପେଛ ଗୋଡ଼ାଇ ଯିରୀହାେ ପଦା ରେ ସିଦିକିଯ ନିକଟରେ ପହନ୍ଚିଲେ। ସମାନଙ୍କେୁ ଧରି ହମାତ୍ ଦେଶସ୍ଥ ରିବ୍ଲା ରେ ବାବିଲର ରାଜା ନବୁଖଦନିତ୍ସର ନିକଟକୁ ଆଣିଲେ, ତହୁଁ ସେ ତାହାର ଦଣ୍ଡ ବ୍ଯବସ୍ଥା କଲେ।

ଯିରିମିୟ 52:10

ଆଉ ବାବିଲର ରାଜା ସିଦିକିଯର ପୁତ୍ରମାନଙ୍କୁ ତାହାର ସମ୍ମୁଖ ରେ ବଧ କଲା। ଆଉ ମଧ୍ଯ ଯିହୁଦାର ସମସ୍ତ ଅଧିପତିଙ୍କୁ ରିବ୍ଲା ରେ ବଧ କଲା।

ଯିରିମିୟ 52:26

ପୁଣି ପ୍ରହରୀବର୍ଗର ସନୋପତି ନବୂଷରଦନ୍ ସମାନଙ୍କେୁ ବନ୍ଦୀକରି ରିବ୍ଲାକୁ ବାବିଲ ରାଜା ନିକଟକୁ ନଇଗେଲା।

ମାଥିଉଲିଖିତ ସୁସମାଚାର 14:34

ସମାନେେ ହ୍ରଦ ପାର ହାଇେ ଗିନ୍ନସରେତ୍ କୂଳ ରେ ପହନ୍ଚିଲେ।

ଲୂକଲିଖିତ ସୁସମାଚାର 5:1

ଯୀଶୁ ଗିନସରତେ ହ୍ରଦ କୂଳ ରେ ଠିଆ ହାଇେଥିଲେ। ତାହାଙ୍କ ଚାରିପଟେ ଘରେିଯାଇ ଠିଆ ହବୋକୁ ଲୋକମାନେ ଠଲୋପଲୋ ହେଉଥିଲେ। ସମାନେେ ତାହାଙ୍କ ଠାରୁ ପରମେଶ୍ବରଙ୍କ ଉପଦେଶ ବାଣୀ ଶୁଣିବାକୁ ଚାହୁଁଥିଲେ।

ଯୋହନଲିଖିତ ସୁସମାଚାର 6:1

ଏହା ପରେ ଯୀଶୁ ଗାଲିଲୀ ହ୍ରଦ (ଅର୍ଥାତ୍ ତିବିରିଆ ହ୍ରଦ) ପାର ହାଇେ ଆରପାରିକି ଗଲେ।

Interlinear

Choose Theme