Home Bibles ମାଥିଉଲିଖିତ ସୁସମାଚାର 14:34 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 14:34 · ଓଡ଼ିଆ ବାଇବେଲ

ସମାନେେ ହ୍ରଦ ପାର ହାଇେ ଗିନ୍ନସରେତ୍ କୂଳ ରେ ପହନ୍ଚିଲେ।

Cross references

ମାର୍କଲିଖିତ ସୁସମାଚାର 6:53

ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ହ୍ରଦପାରି ହାଇେ ଗିନ୍ନସରେତ୍ ରେ ପହନ୍ଚିଲେ। ସମାନେେ ଡଙ୍ଗାଟି ସଠାେରେ ବାନ୍ଧି ଦେଲେ।

ଲୂକଲିଖିତ ସୁସମାଚାର 5:1

ଯୀଶୁ ଗିନସରତେ ହ୍ରଦ କୂଳ ରେ ଠିଆ ହାଇେଥିଲେ। ତାହାଙ୍କ ଚାରିପଟେ ଘରେିଯାଇ ଠିଆ ହବୋକୁ ଲୋକମାନେ ଠଲୋପଲୋ ହେଉଥିଲେ। ସମାନେେ ତାହାଙ୍କ ଠାରୁ ପରମେଶ୍ବରଙ୍କ ଉପଦେଶ ବାଣୀ ଶୁଣିବାକୁ ଚାହୁଁଥିଲେ।

ଯୋହନଲିଖିତ ସୁସମାଚାର 6:24

ଲୋକମାନେ ସଠାେରେ ଯୀଶୁ ଓ ତାହାଙ୍କର ଶିଷ୍ଯମାନେ ନଥିବା ଦେଖିଲେ। ତେଣୁ ଲୋକମାନେ ଡଙ୍ଗାଗୁଡିକରେ ଯାତ୍ରା କରି ଯୀଶୁଙ୍କୁ ଖାଜେିବା ପାଇଁ କଫର୍ନାହୂମକୁ ଗଲେ।

Interlinear

Choose Theme