ପୁଣି ପ୍ରହରୀବର୍ଗର ସନୋପତି ନବୂଷରଦନ୍ ସମାନଙ୍କେୁ ବନ୍ଦୀକରି ରିବ୍ଲାକୁ ବାବିଲ ରାଜା ନିକଟକୁ ନଇଗେଲା।
Cross references
ସହେି ସୀମା ଶଫାମ୍ଠାରୁ ଐନର ପୂର୍ବଦିଗ ଆଡକୁ ଶଷେ ରେ ରିବ୍ଲାର ପାଦଭୂମି ପର୍ୟ୍ଯନ୍ତ ୟିବ ଏବଂ ପୂର୍ବ ରେ ଏହା ଗାଲିଲୀ ହ୍ରଦ ପର୍ୟ୍ଯନ୍ତ ବିସ୍ତୃତ ହବେ।
ଫାରୋ-ନଖୋ ଯିହାୟୋଦାରହସ୍ଙ୍କୁ ହମାତ୍ ଦେଶସ୍ଥ ରିବ୍ଲା ରେ ବନ୍ଦୀ କରି ରଖିଲେ। ତେଣୁ ସେ ଆଉ ୟିରୁଶାଲମ ରେ ଶାସନ କରି ପାରିଲେ ନାହିଁ। ପୁଣି ଫାରୋ-ନଖୋ ଯିହୁଦା ଦେଶ ଉପରେ 100 ତାଳନ୍ତ ରୂପା ଓ ଏକ ତାଳନ୍ତ ସୁନା କର ଧାର୍ୟ୍ଯ କଲେ।
ତା'ପରେ ନବୂସରଦନ୍ ସମାନଙ୍କେୁ ଧରି ହମାତର ରିବ୍ଲା ରେ ଥିବା ବାବିଲ୍ ରାଜାଙ୍କ ନିକଟକୁ ନଇଗେଲା। ବାବିଲର ରାଜା ସମାନଙ୍କେୁ ସହେି ରିବ୍ଲା ରେ ବଧ କଲେ।
ମାତ୍ର କଲଦୀଯମାନଙ୍କର ସୈନ୍ଯ ସମାନଙ୍କେ ପେଛ ପେଛ ଗୋଡ଼ାଇ ଯିରୀହାେ ପଦା ରେ ସିଦିକିଯ ନିକଟରେ ପହନ୍ଚିଲେ। ସମାନଙ୍କେୁ ଧରି ହମାତ୍ ଦେଶସ୍ଥ ରିବ୍ଲା ରେ ବାବିଲର ରାଜା ନବୁଖଦନିତ୍ସର ନିକଟକୁ ଆଣିଲେ, ତହୁଁ ସେ ତାହାର ଦଣ୍ଡ ବ୍ଯବସ୍ଥା କଲେ।
ବାବିଲ ରାଜାର ନବୂଷରଦନ ନାମକ ଜଣେ ପ୍ରହରୀବର୍ଗର ସନୋପତି ୟିରୁଶାଲମ ନଗରର ଅବଶିଷ୍ଟ ପଳାତକମାନଙ୍କୁ ଓ ତାଙ୍କ ପକ୍ଷ ହାଇେଥିବା ପଳାତକମାନଙ୍କୁ ବନ୍ଦୀକରି ବାବିଲକୁ ନଇଗେଲା।