ଫାରୋ-ନଖୋ ଯିହାୟୋଦାରହସ୍ଙ୍କୁ ହମାତ୍ ଦେଶସ୍ଥ ରିବ୍ଲା ରେ ବନ୍ଦୀ କରି ରଖିଲେ। ତେଣୁ ସେ ଆଉ ୟିରୁଶାଲମ ରେ ଶାସନ କରି ପାରିଲେ ନାହିଁ। ପୁଣି ଫାରୋ-ନଖୋ ଯିହୁଦା ଦେଶ ଉପରେ 100 ତାଳନ୍ତ ରୂପା ଓ ଏକ ତାଳନ୍ତ ସୁନା କର ଧାର୍ୟ୍ଯ କଲେ।
Cross references
ଆଉ ପୁରୁଷମାନେ ପରସ୍ପର ବିବାଦ କରୁ କରୁ କୌଣସି ଗର୍ଭବତୀ ସ୍ତ୍ରୀକୁ ପ୍ରହାର କଲେ, ଯବେେ ତା'ର ଗର୍ଭପାତ ହୁଏ ମାତ୍ର ପରେ ତା'ର ଯଦି କ୍ଷତି ନଘଟେ. ତବେେ ସହେି ସ୍ତ୍ରୀର ସ୍ବାମୀ ଯେଉଁରୂପେ ଦାବି କରିବ ସହେି ଅନୁସାରେ ତାକୁ ଅବଶ୍ଯ ଅର୍ଥଦଣ୍ଡ ହବେ। ପୁଣି ସେ ବିଚାରକର୍ତ୍ତାମାନଙ୍କ ନିର୍ଦ୍ଧାରଣ ଅନୁସାରେ ଦବେ।
ତେଣୁ ସମାନେେ ସୀନ ମରୁଭୂମିରୁ ୟାତ୍ରାକରି ହମାତର ପ୍ରବେଶ ସ୍ଥାନ ରହୋବ ପର୍ୟ୍ଯନ୍ତ ଦେଶ ଅନୁସନ୍ଧାନ କଲେ।
ସହେି ସୀମା ଶଫାମ୍ଠାରୁ ଐନର ପୂର୍ବଦିଗ ଆଡକୁ ଶଷେ ରେ ରିବ୍ଲାର ପାଦଭୂମି ପର୍ୟ୍ଯନ୍ତ ୟିବ ଏବଂ ପୂର୍ବ ରେ ଏହା ଗାଲିଲୀ ହ୍ରଦ ପର୍ୟ୍ଯନ୍ତ ବିସ୍ତୃତ ହବେ।
ସେ ସମୟରେ ଶଲୋମନ ଓ ତାଙ୍କ ସହିତ ସମଗ୍ର ଇଶ୍ରାୟେଲ ଏକ ବିରାଟ ସମାଜ ଦୂର ଦୂରାନ୍ତର ହମାତର ଲୋକମାନେ ଉତ୍ତର ଦିଗ ମଧ୍ଯଦଇେ ଦକ୍ଷିଣ ରେ ମିଶରର ସୀମା ପର୍ୟ୍ଯନ୍ତ ଗଲେ। ସଦାପ୍ରଭୁଙ୍କ ସମ୍ମୁଖ ରେ ଏହି ପର୍ବ ଚଉଦ ଦିନ ୟାଏଁ ପାଳନ କଲେ।
ଏହାପରେ ଯିହୁଦାର ରାଜା ହିଜକିଯ ଲାଖୀଶକୁ ଅଶୂରର ରାଜା ନିକଟକୁ ଲୋକ ପଠାଇଲେ ଏବଂ କହିଲେ, ମୁଁ ପାପ କରିଅଛି, ଦୟାକରି ମାେ ଦେଶ ଉପରେ ଆକ୍ରମଣ ବନ୍ଦ କର। ଆପଣା ମାେ ଠାରୁ ଯାହା ଗ୍ଭହିଁବେ ମୁଁ ଦବୋକୁ ପ୍ରସ୍ତୁତ ଅଛି।
ଯୋଶିୟଯଙ୍କ ରାଜତ୍ବ କାଳ ରେ ମିଶରର ରାଜା ଫାରୋ-ନଖୋଶୂରୀଯ ରାଜା ବିପକ୍ଷ ରେ ୟୁଦ୍ଧ କରିବାକୁ ଫରତ ନଦୀ ଆଡକୁ ୟାତ୍ରା କଲେ। ଯୋଶିୟଯ ଫାରୋ ସହିତ ମାଗିଦ୍ଦୋ ନିକଟରେ ଭଟେିବାକୁ ଗଲେ। ସହେିଠା ରେ ଫାରୋ ଯୋଶିୟଙ୍କୁ ଦେଖି ବଧକଲେ।
ତା'ପରେ ସମାନେେ ରାଜାଙ୍କୁ ଧରି ରିବ୍ଲା ରେ ଥିବା ବାବିଲ ରାଜାଙ୍କ ନିକଟକୁ ନେଲେ। ସମାନେେ ତାଙ୍କୁ ଦଣ୍ତ ଦବୋକୁ ସ୍ଥିର କଲେ।
ଏହାପରେ ମିଶରର ରାଜା ଯିହାୟୋଦାରହସ୍ଙ୍କୁ ୟିରୁଶାଲମରୁ ଗାଦିଚ୍ଯୁତ କଲେ। ସେ 100 ତାଳନ୍ତ ରୂପା ଓ ଏକ ତାଳନ୍ତ ସୁନା ଜୋରିମାନା ରୂପେ ସଂଗ୍ରହ କଲେ।
ଅତି ରାଗୀ ଲୋକ ଶାସ୍ତି ଭୋଗ କରିବ। ଯେ ହତେୁ ତୁମ୍ଭେ ତାକୁ ଥରେ ଉଦ୍ଧାର କଲେ ତାହା ତୁମ୍ଭକୁ ପୁନର୍ବାର କରିବାକୁ ହବେ।
ମାତ୍ର କଲଦୀଯମାନଙ୍କର ସୈନ୍ଯ ସମାନଙ୍କେ ପେଛ ପେଛ ଗୋଡ଼ାଇ ଯିରୀହାେ ପଦା ରେ ସିଦିକିଯ ନିକଟରେ ପହନ୍ଚିଲେ। ସମାନଙ୍କେୁ ଧରି ହମାତ୍ ଦେଶସ୍ଥ ରିବ୍ଲା ରେ ବାବିଲର ରାଜା ନବୁଖଦନିତ୍ସର ନିକଟକୁ ଆଣିଲେ, ତହୁଁ ସେ ତାହାର ଦଣ୍ଡ ବ୍ଯବସ୍ଥା କଲେ।
ତା'ପ ରେ ସମାନେେ ଧରିଥିବା ରାଜାଙ୍କୁ ହମାତ୍ ଦେଶସ୍ଥ ରିବ୍ଲାକୁ ନଇଗେଲେ। ତା'ପ ରେ ସଠାେ ରେ ରାଜା ତା' ଉପ ରେ ଦଣ୍ଡ ବିଧାନ କଲେ।
ପୁଣି ପ୍ରହରୀବର୍ଗର ସନୋପତି ନବୂଷରଦନ୍ ସମାନଙ୍କେୁ ବନ୍ଦୀକରି ରିବ୍ଲାକୁ ବାବିଲ ରାଜା ନିକଟକୁ ନଇଗେଲା।
ସହେି ପ୍ରତିପାଳିତ ଛୁଆମାନଙ୍କ ମଧ୍ଯରୁ ଗୋଟଏ ଛୁଆ ୟୁବା ସିଂହ ହେଲା। ସେ ମୃଗଯା କରିବା ଶିଖିଲା ଓ ସେ ମନୁଷ୍ଯମାନଙ୍କୁ ଗ୍ରାସ କଲା।
ସେ ସମାନଙ୍କେର ଅଟ୍ଟାଳିକାସବୁ ଆକ୍ରମଣ କଲା ଓ ସମାନଙ୍କେର ନଗରସବୁ ଧ୍ବଂସ କଲା। ଆଉ ତାହାର ଗର୍ଜନ ଶବ୍ଦ ଶୁଣି ଦେଶର ପ୍ରେତ୍ୟକକ ଭୟଭୀତ ହାଇେ ପଡ଼ିଲେ।
ଆଉ ସମାନେେ ତାକୁ ଅଙ୍କୁଶ ଦ୍ବାରା ପିଞ୍ଜରା ରେ ରଖି ବାବିଲ ରାଜା ନିକଟକୁ ନଇଗେଲେ। ଇଶ୍ରାୟେଲର ପର୍ବତ ସମୂହର ତାହାର ହୁଙ୍କାର ଶବ୍ଦ ଆଉ ଶୁଣା ନ ଯାଉ, ଏଥିପାଇଁ ସମାନେେ ତାହାକୁ ଦୃଢ଼ ଗଡ଼ ମଧ୍ଯକୁ ନଇଗେଲେ।