Home Bibles ଗଣନା ପୁସ୍ତକ 32:41 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 32:41 · ଓଡ଼ିଆ ବାଇବେଲ

ପୁଣି ମନଃଶିର ପୁତ୍ର ୟାଯୀର ୟାଇ ସମାନଙ୍କେର ଗ୍ରାମ ସବୁ ହସ୍ତଗତ କରି ସମାନଙ୍କେ ନାମ ହବୋତ୍ ୟାଯୀର ରଖିଲା।

Cross references

ଦିତୀୟ ବିବରଣ 3:14

ମନଃଶିର ପକ୍ସ୍ଟତ୍ର ୟାଯୀର ଗଶ୍ବରୀଯ ଓ ମାଖାଥୀଯ ସୀମା ପର୍ୟ୍ଯନ୍ତ ଅର୍ ଗୋବର(ବାଶନର) ସମସ୍ତ ଅଞ୍ଚଳ ଅଧିକାର କଲେ। ସହେି ଅଞ୍ଚଳକକ୍ସ୍ଟ ତାଙ୍କ ପରେ ନାମ କରଣ କରାଗଲା, ତେଣୁ ଆଜି ପର୍ୟ୍ଯନ୍ତ ବାଶନକକ୍ସ୍ଟ ହବୋତ୍-ୟାଯୀର ବୋଲି ଡକାୟାଏ।

ଯିହୋଶୂୟ 13:30

ସହେି ଭୂମି ମହନଯୀମଠାରକ୍ସ୍ଟ ଆରମ୍ଭ ହେଲା। ଏହା ମଧ୍ଯ ବାଶନର ଅନ୍ତଭର୍କ୍ସ୍ଟକ୍ତ ହେଲା। ଯାହାକି ଓଗ୍ର ରାଜା ବାଶନର ଶାସନାଧିନ ଥିଲା। ବାଶନ ଅଧିନର ମାଟେ 60 ଟି ସହର ଥିଲା।

ବିଚାରକର୍ତାମାନଙ୍କ ବିବରଣ 10:4

ୟାଯୀରଙ୍କର ତିରିଶଟି ପକ୍ସ୍ଟତ୍ର ଥିଲେ। ଯେଉଁମାନେ କି ତିରିଶଟି ଗଦ୍ଦର୍ଭ ଚଢି଼ଲେ ଓ ସମାନଙ୍କେର ତିରିଶଟି ସହର ଥିଲା। ସହେି ସହରଗୁଡିକୁ ୟାଯୀର ସହର ନାମ ରେ ଆଜି ପର୍ୟ୍ଯନ୍ତ ନାମିତ କରାୟାଇଛି। ସହେିସବୁ ସହରଗକ୍ସ୍ଟଡିକ ଗିଲିଯଦ ଦେଶ ରେ ଅଛି।

ପ୍ରଥମ ରାଜାବଳୀ 4:13

ବିନ୍-ଗବରରୋମାେତ୍-ଗିଲିଯଦର ଶାସକ ଥିଲେ। ମନଃଶିର ପୁତ୍ର ୟାଯୀରର ଗିଲିଯଦସ୍ଥିତ ସମସ୍ତ ଗ୍ରାମ ଓ ସହର ତାଙ୍କର ଅଧୀନ ଥିଲା। ବାଶନସ୍ଥ ଅର୍ ଗୋବ ଅଞ୍ଚଳ ରେ ଥିବା ପ୍ରାଚୀର ବେଷ୍ଟିତ ଓ ପିତ୍ତଳ ଅର୍ଗଳ ବିଶିଷ୍ଟ ଷାଠିଏ ବୃହତ୍ ନଗର ତାଙ୍କର ଅଧୀନ ଥିଲା।

ପ୍ରଥମ ବଂଶାବଳୀ 2:21

ପରେ, ହିଷ୍ରୋଣ ଷାଠିଏ ବର୍ଷ ବଯସ ରେ ମାଖୀରଙ୍କର ଝିଅକୁ ବିବାହ କଲେ। ମାଖୀର ଗିଲିଯଦ୍ଙ୍କର ପିତା ଥିଲେ। ହିଷ୍ରୋଣ ମାଖୀରଙ୍କ ଝିଅ ସହିତ ସହବାସ କଲେ ଓ ସେ ସରୂବଙ୍କୁ ଜନ୍ମ ଦେଲେ।

ପ୍ରଥମ ବଂଶାବଳୀ 2:22

ସରୂବ ୟାଯୀରଙ୍କର ପିତା ଥିଲେ। ଗିଲିଯଦ ଦେଶ ରେ ୟାଯୀରଙ୍କର ତଇେଶ ଗୋଟି ସହର ଥିଲା,

Interlinear

Choose Theme