ମନଃଶିର ପକ୍ସ୍ଟତ୍ର ୟାଯୀର ଗଶ୍ବରୀଯ ଓ ମାଖାଥୀଯ ସୀମା ପର୍ୟ୍ଯନ୍ତ ଅର୍ ଗୋବର(ବାଶନର) ସମସ୍ତ ଅଞ୍ଚଳ ଅଧିକାର କଲେ। ସହେି ଅଞ୍ଚଳକକ୍ସ୍ଟ ତାଙ୍କ ପରେ ନାମ କରଣ କରାଗଲା, ତେଣୁ ଆଜି ପର୍ୟ୍ଯନ୍ତ ବାଶନକକ୍ସ୍ଟ ହବୋତ୍-ୟାଯୀର ବୋଲି ଡକାୟାଏ।
Cross references
ପୁଣି ମନଃଶିର ପୁତ୍ର ୟାଯୀର ୟାଇ ସମାନଙ୍କେର ଗ୍ରାମ ସବୁ ହସ୍ତଗତ କରି ସମାନଙ୍କେ ନାମ ହବୋତ୍ ୟାଯୀର ରଖିଲା।
ଇଶ୍ରାୟେଲର ସନ୍ତାନଗଣ ଗଶକ୍ସ୍ଟରୀଯମାନଙ୍କ ଓ ମାଖାଥୀଯମାନଙ୍କୁ ଘଉଡାଇ ଦଇେ ନ ଥିଲେ। ଆଜି ପର୍ୟ୍ଯନ୍ତ ସହେି ଲୋକମାନେ ଇଶ୍ରାୟେଲୀୟମାନଙ୍କ ସହିତ ବାସ କରୁଛନ୍ତି।
କର୍ମିଲୀଯ ନାବଲ୍ର ସ୍ତ୍ରୀ ଅବୀଗଲ୍ଙ୍କଠାରକ୍ସ୍ଟ ଜନ୍ମ ହେଲ ଦ୍ବିତୀୟ ପକ୍ସ୍ଟତ୍ର କିଲାବ୍ ଏବଂ ତୃତୀୟ ପକ୍ସ୍ଟତ୍ର ହେଲ ଅବ୍ଶାଲୋମ୍, ସେ ଗଶୂରର ରାଜା ତଲ୍ମଯର କନ୍ଯା ମାଖାରର ପକ୍ସ୍ଟତ୍ର।
ଅେମ୍ମାନୀୟମାନେ ହୃଦଯଙ୍ଗମ କଲେ ଯେ, ରାଜା ଦାଉଦ ସମାନଙ୍କେୁ ବର୍ତ୍ତମାନ ତାଙ୍କର ଶତୃ ବୋଲି ବିବଚେନା କଲେ। ତେଣୁ ସମାନେେ 20 ,000 ଅରାମୀଯ ୈସନ୍ଯମାନଙ୍କୁ ବୈଥ-ରହାବେ ଓ ସୋବାରକ୍ସ୍ଟ 1,000 ଜଣ ମାଖାର ରାଜାଙ୍କଠାରକ୍ସ୍ଟ ଏବଂ ଟୋବରକ୍ସ୍ଟ 12,000 ସୈନ୍ଯ ଭଡା ରେ ଆଣିଲେ।
ତାଙ୍କର ପକ୍ସ୍ଟତ୍ର ଅମ୍ମାନଙ୍କେ ପାଇଁ ଦାଉଦ ବହକ୍ସ୍ଟତ ଦିନ ଶାେକ କଲେ।
ୟାଯୀରୀଯ ଈରା ମଧ୍ଯ ଦାଉଦଙ୍କର ବ୍ଯକ୍ତିଗତ ଯାଜକ ଥିଲା।
ମାଖାତୀଯର ପୌତ୍ର ଅହସ୍ବଯର ପକ୍ସ୍ଟତ୍ର ଇଲୀଫଲେଟ୍, ଗୀଲୋନୀଯ ଅହୀଥୋଫଲର ପକ୍ସ୍ଟତ୍ର ଇଲୀଯାମ,
ପରେ, ହିଷ୍ରୋଣ ଷାଠିଏ ବର୍ଷ ବଯସ ରେ ମାଖୀରଙ୍କର ଝିଅକୁ ବିବାହ କଲେ। ମାଖୀର ଗିଲିଯଦ୍ଙ୍କର ପିତା ଥିଲେ। ହିଷ୍ରୋଣ ମାଖୀରଙ୍କ ଝିଅ ସହିତ ସହବାସ କଲେ ଓ ସେ ସରୂବଙ୍କୁ ଜନ୍ମ ଦେଲେ।
ସରୂବ ୟାଯୀରଙ୍କର ପିତା ଥିଲେ। ଗିଲିଯଦ ଦେଶ ରେ ୟାଯୀରଙ୍କର ତଇେଶ ଗୋଟି ସହର ଥିଲା,