Home Bibles ଗଣନା ପୁସ୍ତକ 32:40 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 32:40 · ଓଡ଼ିଆ ବାଇବେଲ

ତହୁଁ ମାଶାେ ମନଃଶିର ପୁତ୍ର ମାଖୀରକୁ ଗିଲିଯଦ ଦେଲେ, ଆଉ ସେ ସଠାେରେ ବାସ କଲେ।

Cross references

ଦିତୀୟ ବିବରଣ 3:13

ମୁ ଗିଲିଯଦର ଅବଶିଷ୍ଟ ଅଂଶ ଓ ସମସ୍ତ ବାଶନ ରାଜ୍ଯ ଅର୍ଥାତ ଓଗର ରାଜ୍ଯ, ସମକ୍ସ୍ଟଦାଯ ବାଶନ ସହିତ ଅର୍ଗୋବର ତାବତ୍ ଅଞ୍ଚଳ ମନଃଶିର ଅର୍ଦ୍ଧ ପରିବାରବର୍ଗ।

ଯିହୋଶୂୟ 13:29

ଆଉ ମାଶାେ ମନଃଶିର ଅର୍ଦ୍ଧ ପରିବାରବର୍ଗକକ୍ସ୍ଟ ସମାନଙ୍କେର ଗୋଷ୍ଠୀ ଦ୍ବାରା ଦିଆୟାଇଥିବା ଦେଶକକ୍ସ୍ଟ ଦେଲେ।

ଯିହୋଶୂୟ 17:1

ଏହାପରେ ମନଃଶି ପରିବାରବର୍ଗର ଲୋକମାନେ ଭୂମିର ଅଧିକାରୀ ହେଲେ। ମନଃଶି ଥିଲେ ଯୋଷଫଙ୍କେର ପ୍ରଥମ ପକ୍ସ୍ଟତ୍ର। ମନଃଶିଙ୍କର ପ୍ରଥମ ପକ୍ସ୍ଟତ୍ର ମାଖୀର ଗିଲିଯଦର ପିତା ଥିଲା। ମାଖୀର ଥିଲେ ଜଣେ ଯୋଦ୍ଧା ସୈନିକ। ତେଣୁ ଗିଲିଯଦ ଏବଂ ବାଶନର ସମସ୍ତ ଭୂମି ତାଙ୍କୁ ଓ ତାଙ୍କର ଉତ୍ତରାଧିକାରୀମାନଙ୍କୁ ଦିଆଗଲା।

ପ୍ରଥମ ବଂଶାବଳୀ 2:22

ସରୂବ ୟାଯୀରଙ୍କର ପିତା ଥିଲେ। ଗିଲିଯଦ ଦେଶ ରେ ୟାଯୀରଙ୍କର ତଇେଶ ଗୋଟି ସହର ଥିଲା,

Interlinear

Choose Theme