କିନ୍ତୁ ମୁଁ ତୁମ୍ଭକୁ ଏଥିପାଇଁ ରଖିଛି ଯେ, ତୁମ୍ଭେ ମାରେ ପରାକ୍ରମ ଜାଣିବ। ସମଗ୍ର ପୃଥିବୀ ରେ ମାରେ ନାମ ବିଖ୍ଯାତ କରିବ।
Cross references
ମୁଁ ଫାରୋଙ୍କୁ ପୁଣି ଜିଦ୍ଖୋର କରିବି ଏବଂ ଯେପରି ସେ ତୁମ୍ଭମାନଙ୍କୁ ଗୋଡ଼ାଇବେ। କିନ୍ତୁ ମୁଁ ଫାରୋ ଏବଂ ତାଙ୍କର ସୈନ୍ଯମାନଙ୍କୁ ପରାସ୍ତ କରିବି। ଏହା ମାରେ ସମ୍ମାନ ବଢାଇବ। ତାହାହେଲେ ମିଶର ଲୋକମାନେ ଜାଣିବେ ଯେ ମୁଁ ହେଉଛି ସଦାପ୍ରଭୁ। ସମାନେେ ତାଙ୍କ ଆଜ୍ଞା ଅନୁସାରେ କାର୍ୟ୍ଯ କଲେ।
ମୁଁ ମିଶରୀଯମାନଙ୍କୁ ଜିଦ୍ଖୋର କରିବି, ଯେଉଁଥି ରେ ସମାନେେ ତୁମ୍ଭମାନଙ୍କ ପଛ ରେ ଗୋଡାଇବେ। ମୁଁ ତୁମ୍ଭକୁ ଦଖାଇବେି, କିପରି ମୁଁ ଫାରୋ, ତାଙ୍କର ଅଶ୍ବାରୋହୀ ସୈନ୍ଯ, ରଥା ରୋହୀ ସୈନ୍ଯମାନଙ୍କଠାରୁ ଶକ୍ତିଶାଳୀ।
ହେ ସଦାପ୍ରଭୁ, ତୁମ୍ଭ ତୁଲ୍ଯ ଆଉ କୌଣସି ଦବେତା ଅଛି କି? ନା, ତୁମ୍ଭ ପରି ଆଉ କହେି ନାହିଁନ୍ତି। ତୁମ୍ଭେ ପବିତ୍ର ଅଟ। ତୁମ୍ଭେ ଆଶ୍ଚର୍ୟ୍ଯ ଶକ୍ତି ରେ ପରିପୂର୍ଣ୍ଣ, ତୁମ୍ଭେ ବଡ ଅଦ୍ଭୁତ କାର୍ୟ୍ଯ କର!
ବର୍ତ୍ତମାନ ମୁଁ ଜାଣିଲି ଯେ ସଦାପ୍ରଭୁ ହେଉଛନ୍ତି ସମସ୍ତ ଦବେତାଗଣଙ୍କଠାରୁ ମହାନ୍। ସମାନେେ ଯେଉଁ ବିଷଯ ରେ ସମାନଙ୍କେ ବିରୁଦ୍ଧ ରେ ଗର୍ବ କରିଥିଲେ କିନ୍ତୁ ଦେଖ ପରମେଶ୍ବର କ'ଣ କଲେ!
କିନ୍ତୁ ମୁଁ ପ୍ରତିଜ୍ଞା କରୁଅଛି ଯେ, ଏହି ସମସ୍ତ ପୃଥିବୀ ସଦାପ୍ରଭୁଙ୍କ ମହିମା ରେ ପରିପୂର୍ଣ ହବେ।
ଆମ୍ଭମାନେେ ଭୟ କରୁଅଛକ୍ସ୍ଟ କାରଣ ଆମ୍ଭେ ଶକ୍ସ୍ଟଣିଛକ୍ସ୍ଟ ସଦାପ୍ରଭୁ କିପରି ଭାବରେ ତୁମ୍ଭମାନଙ୍କୁ ସାହାୟ୍ଯ କରିଛନ୍ତି। ଆମ୍ଭେ ଜାଣକ୍ସ୍ଟ ତୁମ୍ଭେ ମିଶରରକ୍ସ୍ଟ ବାହାରି ଆସିବା ବାଟରେ ସେ କିପରି ଲୋହିତ ସାଗରକକ୍ସ୍ଟ ଶକ୍ସ୍ଟଖାଇ ଦେଲେ। ଆମ୍ଭେ ଆହକ୍ସ୍ଟରି ଜାଣକ୍ସ୍ଟ ତୁମ୍ଭେ କିପରି ୟର୍ଦ୍ଦନ ପୂର୍ବ ପାରିସ୍ଥ ସୀହାନେ ଓ ଓଗ୍ ନାମକ ଦକ୍ସ୍ଟଇଜଣ ଇ ମାରେୀଯ ରାଜାଙ୍କକ୍ସ୍ଟ ବିନାଶ କରିଅଛ।
ସଦାପ୍ରଭୁ ଏହିପରି କଲେ, କାରଣ ପୃଥିବୀସ୍ଥ ସମକ୍ସ୍ଟଦାଯ ଲୋକ ସଦାପ୍ରଭୁ ଶକ୍ତିଶାଳୀ ବୋଲି ଜାଣି ପାରିବେ, ସେଥିପାଇଁ ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶଓରଙ୍କୁ ସର୍ବଦା ଭୟ ଓ ସମ୍ମାନ କରିବ।
ହାୟ! ଏହି ବଳବାନ୍ ଦବଗେଣ ହସ୍ତରକ୍ସ୍ଟ ଆମ୍ଭମାନଙ୍କୁ କିଏ ଉଦ୍ଧାର କରିବ? ଏହି ଦବଗେଣ ପ୍ରାନ୍ତର ରେ ଭୟଙ୍କର ରୋଗ ଓ ମହାମାରୀ ଦ୍ବାରା ମିସ୍ତ୍ରୀଯମାନଙ୍କୁ ଆଘାତ କରିଥିଲେ।
ତୁମ୍ଭର ଇଶ୍ରାୟେଲୀୟ ଲୋକମାନଙ୍କ ପରି ଆଉ କୌଣସି ଦେଶ ନାହିଁ। ସମାନେେ ଗୋଟିଏ ବିଶଷେ ଲୋକ ଅଟନ୍ତି। ସଦାପ୍ରଭୁ ସମାନଙ୍କେୁ ମିଶରର ଦାସତ୍ବରକ୍ସ୍ଟ ମକ୍ସ୍ଟକ୍ତ କରି ଅଛନ୍ତି, ତାଙ୍କର ଲୋକ କରିବା ପାଇଁ ଏବଂ ସମାନଙ୍କେ ପାଇଁ ମହତ କର୍ମ ଓ ତକ୍ସ୍ଟମ୍ଭ ଦେଶ ପାଇଁ ଆଶ୍ଚର୍ୟ୍ଯ କର୍ମ କରନ୍ତି।
ଅନନ୍ତର ସହେି ରାତ୍ରି ରେ ସଦାପ୍ରଭୁଙ୍କ ଦୂତ ଅଶୂରୀଯମାନଙ୍କର ଛାଉଣୀ ରେ 1,85,000 ଲୋକ ସଂହାର କଲେ। ଅବଶିଷ୍ଟ ସୈନ୍ଯମାନେ ପ୍ରଭାତ ରେ ମୃତ ଶରୀର ଦେଖିଲେ।
ସବୁ ଦବଗେଣ ନିକଟରେ ସଦାପ୍ରଭୁଙ୍କ ମହିମା ବର୍ଣ୍ଣନା କର। ସେ ଯେ ଅତ୍ଯନ୍ତ ମହତ୍ ଅଟନ୍ତି, ଏହା ସମସ୍ତଙ୍କୁ କୁହ।
ତା' ହେଲେ ପ୍ରେତ୍ୟକକ ବ୍ଯକ୍ତି ଭୟଭୀତ ହବେେ। ସମାନେେ ପରମେଶ୍ବରଙ୍କର କାର୍ୟ୍ଯ ବିଷଯରେ କହିବେ ଏବଂ ସେ ୟାହା କରିଛନ୍ତି ସମାନେେ ତାହା ଶିକ୍ଷା କରିବେ।
ହେ ପରମେଶ୍ବର ସମାନଙ୍କେୁ ଭୟଭୀତ ଓ ଚିରଦିନ ପାଇଁ ଲଜ୍ଜିତ କର। ସମାନଙ୍କେୁ ଅପମାନିତ କର ଓ ବିନାଶ କର।
ପରମେଶ୍ବର ମିଶରର ପ୍ରଥମଜାତ ମନୁଷ୍ଯ ଏବଂ ପଶୁମାନଙ୍କୁ ହତ୍ଯା କଲେ। ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।
ସଦାପ୍ରଭୁ ପ୍ରେତ୍ୟକକ ବିଷଯକୁ ତହିଁର ନିଜ ଉଦ୍ଦେଶ୍ଯ ସାଧନ ନିମନ୍ତେ କରିଅଛନ୍ତି। ସଦାପ୍ରଭୁଙ୍କ ବିଚାର ରେ ଦୁଷ୍ଟମାନେ ବିନାଶ ହବେେ।
ଯେ ନିଜର ଅଦ୍ଭୁତ ଶକ୍ତି ବଳ ରେ ନିଜର ଦକ୍ଷିଣ ହସ୍ତ ସାହାୟ୍ଯ ରେ ମାଶାଙ୍କେୁ ପରିଚାଳିତ କଲେ ଓ ନିଜ ପାଇଁ ଅନନ୍ତକାଳସ୍ଥାଯୀ ନାମ ସ୍ଥାପନ ଉଦ୍ଦେଶ୍ଯ ରେ ସମାନଙ୍କେ ସମ୍ମୁଖ ରେ ଜଳକୁ ଦୁଇଭାଗ କଲେ, ସେ କାହାଁନ୍ତି ?
ସମସ୍ତ ଦେଶର ଲୋକମାନେ ଆପଣା ନାମର ମହତ୍ତ୍ବ ଗାନ କରୁଛନ୍ତି। ଲୋକମାନେ ସମସ୍ତ ସ୍ଥାନ ରେ ପବିତ୍ର ନବୈେଦ୍ଯ ଓ ଧୂପ ଉତ୍ସର୍ଗ କରୁଛନ୍ତି, କାରଣ ଆମ୍ଭର ନାମ ସମଗ୍ର ଦେଶ ରେ ମହାନ୍ ଅଟେ। ସର୍ବଶକ୍ତିମାନ ସଦାପ୍ରଭୁ ଏସବୁ କହିଥିଲେ।
କେତକେ ଲୋକ ଅଛନ୍ତି ଯେଉଁମାନେ ଶପଥ ନିଅନ୍ତି, ଭଲ ସୁସ୍ଥ ପଶୁକୁ ବଳିଦବୋ ପାଇଁ, କିନ୍ତୁ ଶଷେ ରେ ସମାନେେ ରୁଗ୍ଣ ପଶୁକୁ ସଦାପ୍ରଭୁଙ୍କୁ ଉତ୍ସର୍ଗ କରନ୍ତି। ସେଥିପାଇଁ ସମାନେେ ଅଭିଶପ୍ତ ହବେେ। ଆମ୍ଭେ ଜଣେ ମହାନ୍ ରାଜା ଅଟୁ। ଆମ୍ଭକୁ ତୁମ୍ଭମାନେେ ସମ୍ମାନ କରିବା ଉଚିତ ଓ ସମଗ୍ର ବିଶ୍ବ ଆମ୍ଭକୁ ଭୟ ଓ ସମ୍ମାନ କରିବା ଉଚିତ୍। ସର୍ବଶକ୍ତିମାନ ସଦାପ୍ରଭୁ ଏହିସବୁ କହିଥିଲେ।
ଧର୍ମଶାନ୍ତ୍ର ରେ ଯେପରି ପରମେଶ୍ବର ଫାରୋକୁ କହନ୍ତି: ତୁମ୍ଭକୁ ଆମ୍ଭେ ଏହି ଏକ ମାତ୍ର ଉଦେଶ୍ଯ ପାଇଁ ତୁମ୍ଭକୁ ରାଜା କରିଛୁ, ୟଦ୍ବାରା ତୁମ୍ଭ ମାଧ୍ଯମ ରେ ଆମ୍ଭେ ଆପଣା ଶକ୍ତି ଦଖାଇେ ପାରିବା ଓ ଅତଏବ ଆମ୍ଭ ନାମ ସମଗ୍ର ବିଶ୍ବ ରେ ଘୋଷିତ ହେଉ ବୋଲ ଆମ୍ଭ ଇଚ୍ଛା।
ଠିକ୍ ସହେିଭଳି ପରମେଶ୍ବର ମଧ୍ଯ ନିଜର କୋରଧ ଓ ଶକ୍ତି ପ୍ରଦର୍ଶନ କରିବା ପାଇଁ ଚାହିଁଥୀଲେ। ସେ ଖୁବ୍ ଧୈୟ୍ଯର ସହିତ ତାହାଙ୍କ କୋର୍ଧ ଓ ବିନାଶ ପାତ୍ରମାନଙ୍କୁ ସହି ନଇେଥୀଲେ।
ଯେଉଁମାନେ ବିଶ୍ବାସ କରନ୍ତି ନାହିଁ ସମାନଙ୍କେ ଲାଗି :
ଜଣେ ଲୋକ ଭୁଲ ନ କରିଥିଲେ ମଧ୍ଯ ସେ ଦୁଃଖ ପାଇ ପା ରେ। ଯଦି ସେ ଲୋକ ପରମେଶ୍ବରଙ୍କ କଥା ଚିନ୍ତା କରେ ଓ କଷ୍ଟକୁ ସହି ଯାଏ ତା ହେଲେ ପରମେଶ୍ବର ପ୍ରସନ୍ନ ହୁଅନ୍ତି।
କେତକେ ଲୋକମାନେ ଗୁପ୍ତ ଭାବରେ ତୁମ୍ଭ ଦଳ ରେ ପ୍ରବେଶ କରିଛନ୍ତି। ସମାନେେ ସମାନଙ୍କେର କାର୍ୟ୍ଯ ପାଇଁ ଦୋଷୀ ବିବଚେିତ ହାଇେ ସାରିଲଣେି। ଭବିଷ୍ଯଦ୍ ବକ୍ତାମାନେ ବହୁତ ଆଗରୁ ଏହି ଲୋକମାନଙ୍କ ବିଷୟ ରେ ଲେଖିଥିଲେ। ଏହି ଲୋକମାନେ ପରମେଶ୍ବରଙ୍କର ବିରୋଧୀ। ସମାନେେ ପାପପୂର୍ଣ୍ଣ କାର୍ୟ୍ଯ କରିବା ପାଇଁ ଆମ୍ଭ ପରମେଶ୍ବରଙ୍କର ଅନୁଗ୍ରହକୁ ଅପବ୍ଯବହାର କରୁଛନ୍ତି। ଏହି ଲୋକମାନେ ଆମ୍ଭର କର୍ତ୍ତା ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କରୁ ନାହାନ୍ତି।