Home Bibles ଆୟୁବ ପୁସ୍ତକ 39:10 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 39:10 · ଓଡ଼ିଆ ବାଇବେଲ

ଗୋଟିଏ ବଣୁଆ ଷଣ୍ଢକୁ ଦଉଡ଼ି ରେ ବାନ୍ଧି ଦବେ କି ? ୟଦ୍ଦ୍ବାରା ତୁମ୍ଭେ ଆପଣା ଭୂମି ଚାଷ କରିବ।

Cross references

ଗଣନା ପୁସ୍ତକ 23:22

ପରମେଶ୍ବର ସମାନଙ୍କେୁ ମିଶରରୁ ବାହାର କରି ଆଣି ଅଛନ୍ତି। ସମାନଙ୍କେର ପରମେଶ୍ବର ଅରଣା ଗୋରୁର ଶିଙ୍ଗ ପରି ଶକ୍ତିଶାଳୀ।

ଆୟୁବ ପୁସ୍ତକ 1:14

ଏହି ସମୟରେ ଜଣେ ସମ୍ବାଦବାହକ ଆୟୁବକୁ ଖବର ଦଲୋ, ବଳଦମାନେ ଜମି ରେ ହଳ କରୁଥିବା ବେଳେ, ଗଧଗୁଡ଼ିକ ସମାନଙ୍କେ ନିକଟରେ ଚରୁଥିଲେ।

ଆୟୁବ ପୁସ୍ତକ 39:5

ଆୟୁବ, କିଏ ବଣୁଆ ଗଧକୁ ଛାଡ଼ି ଦିଅନ୍ତି ? ସେ ସମାନଙ୍କେର ଦଉଡ଼ିସବୁ ଫିଟାନ୍ତି ଏବଂ ସମାନଙ୍କେୁ ଛାଡ଼ି ଦିଅନ୍ତି।

ଆୟୁବ ପୁସ୍ତକ 39:7

ବଣୁଆ ଗଧମାନେ ନଗରର କୋଳାହଳକୁ ତୁଚ୍ଛ କରନ୍ତି। କହେି ବ୍ଯକ୍ତି ସମାନଙ୍କେୁ ନିଯନ୍ତ୍ରଣ କରିପାରିବେ ନାହିଁ।

ଆୟୁବ ପୁସ୍ତକ 41:5

ତୁମ୍ଭେ ଲିବିଯାଥନ ସହିତ ଖଳେିପାରିବ କି ? ତୁମ୍ଭେ ପକ୍ଷୀ ସହିତ ଖଳେିଲା ଭଳି ତା' ସହିତ ଖଳେି ପାରିବ କି ? ତୁମ୍ଭେ ତାକୁ ଏକ ରସି ରେ ବାନ୍ଧି ତୁମ୍ଭର ଦାସୀକୁ ତା' ସହିତ ଖଳୋଇ ପାରିବ କି ?

ଗୀତସଂହିତା 129:3

ସମାନେେ ମାେ ପିଠିରେ ଗଭୀର କ୍ଷତ ହବୋ ପର୍ୟ୍ଯନ୍ତ ଆଘାତ କରନ୍ତି। ମାରେ ପିଠି ହଳ କରା ପଡ଼ିଆ ପରି ଜଣାଗଲା।

ହୋଶେୟ 10:10

ମୁଁ ସମାନଙ୍କେୁ ଦଣ୍ତ ଦବୋକୁ ଆସିବି। ଦେଶଗୁଡିକୁ ମିଳିତ ଭାବରେ ସମାନଙ୍କେ ବିରୁଦ୍ଧ ରେ ଯିବେ। ସମାନେେ ଇଶ୍ରାୟେଲ ଅଧିବାସୀଙ୍କୁ ସମାନଙ୍କେର ଦୁଇଗୁଣା ପାପ ପାଇଁ ଦଣ୍ତ ଦବେେ।

ମୀଖା 1:13

ହେ ଲାଖୀଶର ନିବାସୀଗଣ, ଦ୍ରୁତଗାମୀ ଅଶ୍ବକୁ ନଇେ ରଥରେ ବାନ୍ଧି। ସିଯୋନର ପାପ ଲାଖୀଶ ରେ ଆରମ୍ଭ ହେଲା, କାରଣ ତୁମ୍ଭମାନେେ ଇଶ୍ରାୟେଲର ପାପକୁ ଅନୁସରଣ କଲ।

Interlinear

Choose Theme