Home Bibles ଗଣନା ପୁସ୍ତକ 23:16 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 23:16 · ଓଡ଼ିଆ ବାଇବେଲ

ସଦାପ୍ରଭୁ ବିଲିଯମ ସହିତ ସାକ୍ଷାତ କଲେ ଓ ତାହାର ମୁଖ ରେ ବାକ୍ଯ ଦେଲେ, ତୁମ୍ଭେ ବାଲାକ୍ ନିକଟକୁ ୟାଅ ଏବଂ ତାକୁ ଏହା କୁହ।

Cross references

ଗଣନା ପୁସ୍ତକ 22:35

ତା'ପରେ ସଦାପ୍ରଭୁଙ୍କ ଦୂତ ବିଲିଯମକୁ କହିଲେ, ସହେି ଲୋକମାନଙ୍କ ସଙ୍ଗେ ୟାଅ। ମାତ୍ର ଆମ୍ଭେ ତୁମ୍ଭକୁ ଯେଉଁ କଥା କହିବା କବଳେ ତାହା ତୁମ୍ଭେ କହିବ। ତହୁଁ ବିଲିଯମ ବାଲାକଙ୍କ ଅଧିପତିମାନଙ୍କ ସହିତ ଗମନ କଲା।

ଗଣନା ପୁସ୍ତକ 23:5

ସେତବେେଳେ ସଦାପ୍ରଭୁ ବିଲିଯମର ମୁଖ ରେ ଏକ ବାକ୍ଯ ଦଇେ ତାକୁ କହିଲେ, ତୁମ୍ଭେ ବାଲାକ୍ ନିକଟକୁ ଫରେିୟାଅ, ତାକୁ ଏହିରୂପେ କୁହ।

ଗଣନା ପୁସ୍ତକ 24:1

ବିଲିଯମ ହୃଦବୋଧ କଲେ ଯେ, ସଦାପ୍ରଭୁ ଇଶ୍ରାୟେଲକୁ ଆଶୀର୍ବାଦ କରିବାକୁ ଚାହିଁଲେ। ତେଣୁ ସେ ପୂର୍ବପରି କୌଣସି ନବୈେଦ୍ଯ ପ୍ରଯୋଗ କରିବା ପାଇଁ ଚେଷ୍ଟା କଲେ ନାହିଁ। କିନ୍ତୁ ସେ ତୁ୍ଚ୍ଛାଟା ରେ ମରୁଭୂମି ଆଡେ ନିଜ ମୁଖ ରଖିଲା।

ଦିତୀୟ ବିବରଣ 18:18

ଆମ୍ଭେ ସମାନଙ୍କେ ନିମନ୍ତେ ସମାନଙ୍କେ ଭାତୃଗଣ ମଧ୍ଯରକ୍ସ୍ଟ ତକ୍ସ୍ଟମ୍ଭ ସଦୃଶ ଜଣେ ଭବିଷ୍ଯଦ୍ ବକ୍ତା ଉତ୍ପନ୍ନ କରିବା ଓ ଆମ୍ଭେ ତାହାଙ୍କ ମକ୍ସ୍ଟଖ ରେ ଆପଣା ବାକ୍ଯ ଦବୋ ଓ ଆମ୍ଭେ ତାହାଙ୍କକ୍ସ୍ଟ ଯେଉଁ ଆଜ୍ଞା ଦବୋ, ତାହା ସେ ସମାନଙ୍କେୁ କହିବେ।

Interlinear

Choose Theme