Home Bibles ପ୍ରଥମ ଶାମୁୟେଲ 3:17 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 3:17 · ଓଡ଼ିଆ ବାଇବେଲ

ତା'ପରେ ସେ ପଚାରିଲେ, ସଦାପ୍ରଭୁ ତୁମ୍ଭକୁ କି କଥା କହିଲେ? ମୁ ତୁମ୍ଭକୁ ବିନଯ କରୁଅଛି, କିଛି ନଲକ୍ସ୍ଟଗ୍ଭଇ ମାେତେ କକ୍ସ୍ଟହ, ପରମେଶ୍ବରଙ୍କ ବାର୍ତ୍ତା ଯଦି କିଛି ମାଠାେ ରେ ଲକ୍ସ୍ଟଗ୍ଭଅ ପରମେଶ୍ବର ତକ୍ସ୍ଟମ୍ଭଙ୍କକ୍ସ୍ଟ ଦଣ୍ତ ଦବେେ।

Cross references

ଗଣନା ପୁସ୍ତକ 23:17

ତହୁଁ ସେ ବାଲାକ୍ ନିକଟକୁ ଫରେିଆସିଲେ ଏବଂ ତାକୁ ନିଜର ୟଜ୍ଞବଦେୀ ନିକଟରେ ଛିଡା ହାଇେଥିବାର ଦେଖିଲେ। ମାୟୋବର କୁଳୀନମାନେ ମଧ୍ଯ ତାଙ୍କ ସହିତ ଥିଲେ। ବାଲାକ୍ ତାଙ୍କୁ ପଚାରିଲେ, ସଦାପ୍ରଭୁ ତୁମ୍ଭକୁ କ'ଣ କହିଲେ?

ରୂତର ବିବରଣ 1:17

ତୁମ୍ଭେ ଯେଉଁଠା ରେ ମରିବ ଓ କବର ନବେ ମୁ ସହେିଠା ରେ ମରିବି ଓ କବର ନବେି। କବଳେ ମୃତକ୍ସ୍ଟ୍ଯଛଡା ଆଉ କିଛି ହିଁ ଯବେେ ତୁମ୍ଭକୁ ଓ ମାେତେ ବିଚ୍ଛଦେ କରଇ, ତବେେ ସଦାପ୍ରଭୁ ସହେି ଦଣ୍ତରକ୍ସ୍ଟ ମଧ୍ଯ ତହିଁରକ୍ସ୍ଟ ଅଧିକ ମାେତେ ଦିଅନ୍ତକ୍ସ୍ଟ।

ପ୍ରଥମ ଶାମୁୟେଲ 14:44

ଶାଉଲ କହିଲେ, ମୁ ପରମେଶ୍ବରଙ୍କ ପାଖ ରେ ପ୍ରତିଜ୍ଞା କରିଛି ଏବଂ ମୁ ମାେ ପ୍ରତିଜ୍ଞା ନରେଖ, ତବେେ ମାେତେ ଦଣ୍ତିତ କରିବା ପାଇଁ ପରମେଶଓରଙ୍କୁ ଅନକ୍ସ୍ଟ ରୋଧ କରିଛି। ଯୋନାଥନ ନିଶ୍ଚଯ ମରିବ।

ପ୍ରଥମ ଶାମୁୟେଲ 20:13

ଯଦି ମାରେବାପା ତୁମ୍ଭକୁ ହତ୍ଯା କରିବାକୁ ଗ୍ଭହାଁନ୍ତି ମୁ ତୁମ୍ଭକୁ ଜଣାଇ ଦବେି। ମୁ ତୁମ୍ଭକୁ ନିରାପଦ ରେ ପଠାଇ ଦବେି। ମୁ ଯଦି ଏହା ନ କରେ ସଦାପ୍ରଭୁ ମାେତେ ନିଶ୍ଚଯ ଦଣ୍ତ ଦବେେ। ସଦାପ୍ରଭୁ ଯେପରି ମାରେ ବାପାଙ୍କ ସହିତ ଅଛନ୍ତି ସହେିପରି ତକ୍ସ୍ଟମ୍ଭ ସହିତ ରକ୍ସ୍ଟହନ୍ତକ୍ସ୍ଟ।

ପ୍ରଥମ ଶାମୁୟେଲ 25:22

ଯଦି ତାପରଦିନ ସକାଳ ପର୍ୟ୍ଯନ୍ତ ନାବଲ ପରିବାରର ଗୋଟିଏ ବି ଲୋକକୁ ମୁ ବଞ୍ଚିବାକକ୍ସ୍ଟ ଦିଏ, ତା ହେଲେ ପରମେଶ୍ବର ମାେତେ ଦଣ୍ତ ଦିଅନ୍ତକ୍ସ୍ଟ।

ଦିତୀୟ ଶାମୁୟେଲ 3:9

ମୁ ବର୍ତ୍ତମାନ ଏହି ପ୍ରତିଜ୍ଞା କରୁଅଛି। ମୁ ବର୍ତ୍ତମାନ ନିଶ୍ଚିଚ ହେଉଅଛି ଯେ, ପରମେଶ୍ବର ଯାହା କହିଥିଲେ, ତାହା ଘଟିବାକକ୍ସ୍ଟ ଯାଉଛି। ସଦାପ୍ରଭୁ କହିଥିଲେ, ଯେ ସେ ଶାଉଲ ବଂଶଠାରକ୍ସ୍ଟ ରାଜ ସିଂହାସନ ନଇେ ଦାଉଦଙ୍କକ୍ସ୍ଟ ଦବେେ।

ଦିତୀୟ ଶାମୁୟେଲ 3:35

ଦିନତମାମ ଲୋକମାନେ ଦାଉଦଙ୍କକ୍ସ୍ଟ ଖାଇବାକକ୍ସ୍ଟ କହିଲେ, କିନ୍ତୁ ଦାଉଦ ଏକ ପ୍ରତିଜ୍ଞା କରିଥିଲେ ଓ କହିଲେ, ଯଦି ସୂର୍ୟ୍ଯାସ୍ତ ପୂର୍ବରକ୍ସ୍ଟ ମୁ ରୋଟୀ କିମ୍ବା ଅନ୍ୟ କିଛି ଆହାର କରେ, ତବେେ ପରମେଶ୍ବର ମାେତେ ଦଣ୍ତ ଓ ଦକ୍ସ୍ଟଃଖ ଦବେେ।

ଦିତୀୟ ଶାମୁୟେଲ 14:18

ରାଜା ଦାଉଦ ସ୍ତ୍ରୀ ଲୋକଟିକକ୍ସ୍ଟ କହିଲେ, ମୁ ତୁମ୍ଭକୁ କେତକେ ପ୍ରଶ୍ନ ପଗ୍ଭରିବି। ତୁମ୍ଭେ ତା'ର ଉତ୍ତର ଦବେ।

ଦିତୀୟ ଶାମୁୟେଲ 19:13

ପକ୍ସ୍ଟଣି ତୁମ୍ଲଭ ୟାଅ ଅମାସାକକ୍ସ୍ଟ କକ୍ସ୍ଟହ, 'ତୁମ୍ଲଭସହଉଛସମାର ପରିବାର ଅଂଶ ସଦସ୍ଯ, ଯଦି ମୁସଯାୟାବଙ୍କ ସ୍ଥାନସର ତୁମ୍ଭକୁସସନାପତି ନ କଲର ପରଲମଶ୍ବରସମାଲତ ଦଣ୍ତସଦଲବ।'

ପ୍ରଥମ ରାଜାବଳୀ 22:16

ଆହାବ୍ ପୁଣି ମୀଖାଯକୁ କହିଲେ, ତୁମ୍ଭେ ତୁମ୍ଭର ନିଜର ବାକ୍ଯ କୁହ, ମୁଁ ତୁମ୍ଭଙ୍କୁ ସତ କହିବାକୁ କହିଛି। କେତେଥର ମାେତେ ତୁମ୍ଭକୁ ଏହା କହିବାକୁ ପଡିବ? ସଦାପ୍ରଭୁଙ୍କଠାରୁ ସତ କୁହ।

ଦିତୀୟ ରାଜାବଳୀ 6:31

ରାଜା କହିଲେ, ଯଦି ଇଲୀଶାୟର ମସ୍ତକ ତାହା ଦହେ ରେ ରହେ, ଆଜି ଦିନଠାରୁ ଶଷେ ୟାଏ ସଦାପ୍ରଭୁ ମାେତେ ଦଣ୍ତ ଦଇେ ପାରନ୍ତି।

ଗୀତସଂହିତା 141:5

ଗୋଟିଏ ଧାର୍ମିକ ଲୋକ ମାେତେ ସୁଧାରି ପାରେ। ତାହା ତାଙ୍କ ପ୍ରତି ବହୁତ ଦୟା ହବେ। ୟଦି ସେ ମାେତେ ସମାଲୋଚନା କରେ, ମୁଁ ଏହା ହାର୍ଦ୍ଦିକ ସ୍ବାଗତ ଭଳି ଗ୍ରହଣ କରିବି। କିନ୍ତୁ ମୁଁ ସର୍ବଦା ଦୁଷ୍ଟମାନେ କରୁଥିବା କୁକର୍ମ ବିରୁଦ୍ଧରେ ପ୍ରାର୍ଥନା କରେ।

ଯିରିମିୟ 38:14

ତତ୍ପ ରେ ସିଦିକିଯ ରାଜା ଲୋକ ପଠାଇ ଭବିଷ୍ଯଦବକ୍ତା ଯିରିମିୟଙ୍କୁ ଅଣାଇଲେ। ସେ ସଦାପ୍ରଭୁଙ୍କୁ ମନ୍ଦିରର ତୃତୀୟ ପ୍ରବେଶ ଦ୍ବାର ଦଇେ ରାଜାଙ୍କ ନିକଟକୁ ଆସିଲେ। ଆଉ ରାଜା ଯିରିମିୟଙ୍କୁ କହିଲେ, ମୁଁ ତୁମ୍ଭକୁ କିଛି ପ୍ରଶ୍ନ ପଚାରିବି, ତୁମ୍ଭେ କୌଣସି କଥା ଗୋପନ ନ ରଖି ସହ ସତ କହିବ।

ଦାନିଏଲ 4:19

ତହିଁରେ ବେଲ୍ଟଶତ୍ସର ନାମକ ଦାନିୟେଲ କିଛିକ୍ଷଣ ଅବାକ୍ ହାଇେ ରହିଲେ। ତାଙ୍କର ଭାବନା ତାଙ୍କୁ ବ୍ଯାକୁଳିତ କଲା। ରାଜା ଉତ୍ତର କରି କହିଲା, ହେ ବେଲ୍ଟଶତ୍ସର ସହେି ସ୍ବପ୍ନ କିମ୍ବା ତାହାର ଅର୍ଥ ତୁମ୍ଭକୁ ବ୍ଯାକୁଳିତ ନକରୁ।

ମୀଖା 2:7

ହେ ଯାକୁବ ବଂଶ, ଆମ୍ଭେ ଏହିସବୁ ନିଶ୍ଚଯ କହିବା। କାରଣ ତୁମ୍ଭମାନେେ ଯେଉଁ ମନ୍ଦକାର୍ୟ୍ଯ କରିଛ, ସେଥିପାଇଁ ସଦାପ୍ରଭୁ ତାଙ୍କର ର୍ଧୈୟ୍ଯ ହରାଇଛନ୍ତି। ତୁମ୍ଭେ ଯଦି ଉଚିତ କର୍ମ କରିବ, ଆମ୍ଭର ବାକ୍ଯ ତୁମ୍ଭ ପାଇଁ ମଙ୍ଗଳକର ହବେ।

ମାଥିଉଲିଖିତ ସୁସମାଚାର 26:63

ଯୀଶୁ କିନ୍ତୁ ଚୁପ୍ ରହିଲେ।

Interlinear

Choose Theme