Home Bibles ଗଣନା ପୁସ୍ତକ 21:6 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 21:6 · ଓଡ଼ିଆ ବାଇବେଲ

ତେଣୁ ସଦାପ୍ରଭୁ ସମାନଙ୍କେ ମଧ୍ଯକୁ ବିଷଧର ସର୍ପ ପ୍ ରରଣେ କଲେ। ସହେି ସର୍ପମାନେ ଲୋକମାନଙ୍କୁ ଦଂଶନ କରିବାରୁ ଇଶ୍ରାୟେଲର ଅନକେ ଲୋକ ମଲେ।

Cross references

ଆଦି ପୁସ୍ତକ 3:14

ସେଥିପାଇଁ ସଦାପ୍ରଭୁ ପରମେଶ୍ବର ସର୍ପକୁ କହିଲେ,

ଦିତୀୟ ବିବରଣ 8:15

ସେ ତୁମ୍ଭର ଭବିଷ୍ଯତ ମଙ୍ଗଳ ନିମନ୍ତେ ତୁମ୍ଭକୁ ନମ୍ର କରିବାକୁ ଓ ତୁମ୍ଭର ପରୀକ୍ଷା ନବୋକକ୍ସ୍ଟ ବିଷଧର ସର୍ପ ଓ ବିଛା ପକ୍ସ୍ଟଣି ନିର୍ଜଳ ଶକ୍ସ୍ଟଷ୍କ ଭୂମିଥିବା ଏହି ବିସ୍ତିର୍ଣ୍ଣ ଓ ଭୟାନକ ମରକ୍ସ୍ଟଭୂମି ଦଇେ ତୁମ୍ଭମାନଙ୍କୁ ଗମନ କରାଇ ଆଣିଲେ। ସେ ତୁମ୍ଭମାନଙ୍କ ପାଇଁ ଚକ୍ମକି ପ୍ରସ୍ତରମଯ ଶୈଳରକ୍ସ୍ଟ ଜଳ ବାହାର କଲେ।

ଯିଶାଇୟ 14:29

ହେ ପଲେଷ୍ଟୀୟ ଦେଶ, ତୁମ୍ଭମାନେେ ବର୍ତ୍ତମାନ ପାଇଁ ଖୁସି ହୁଅ ନାହିଁ। କାରଣ ଯେଉଁ ରାଜା ପ୍ରହାର କରୁଥିଲେ ସେ ଆଉ ନାହାନ୍ତି। ମାତ୍ର ପ୍ରକୃତ ରେ ତୁମ୍ଭେ ସୁଖୀ ହାଇପୋରିବ ନାହିଁ। ଏହା ସତ୍ଯ ଯେ ସହେି ଦୁଷ୍ଟ ଶାସନ ଶଷେ ହାଇେଛି। ମାତ୍ର ସହେି ରାଜାର ସନ୍ତାନ ଆସି ଶାସନ କରିବ। ଗୋଟିଏ ସର୍ପ ଆଉ ଏକ ଭୟଙ୍କର ସର୍ପକୁ ଜନ୍ମ ଦଲୋପରି ଏହା ସତ ହବେ। ସହେି ନୂତନ ରାଜା ଉଡ଼ନ୍ତା ସର୍ପ ପରି ଅଳ୍ପ ଭୟଙ୍କର ହବେ ନାହିଁ।

ଯିଶାଇୟ 30:6

ଦକ୍ଷିଣର ପଶୁଗଣଙ୍କ ପ୍ରତି ଦୁଃଖ ବାର୍ତ୍ତା :

ଯିରିମିୟ 8:17

ହେ ଯିହୁଦାର ଲୋକମାନେ, ଆମ୍ଭେ ତୁମ୍ଭମାନଙ୍କ ମଧ୍ଯକୁ ସର୍ପ ଓ କାଳସର୍ପମାନଙ୍କୁ ପଠାଇବା, ସମାନେେ ତୁମ୍ଭମାନଙ୍କୁ ଦଂଶନ କରିବେ। ସମାନଙ୍କେୁ କହେି ଅଟକାଇ ପାରିବେ ନାହିଁ। ଏହା ସଦାପ୍ରଭୁ କହନ୍ତି।

ଆମୋଷ 9:3

ଯଦି ସମାନେେ ନିଜକୁ କର୍ମିଲ ଶୃଙ୍ଗ ରେ ଲୁଗ୍ଭନ୍ତି, ଆମ୍ଭେ ସମାନଙ୍କେୁ ଖାଜେି ସଠାରୁେ ମଧ୍ଯ ଧରି ଆଣିବା। ଯଦି ସମାନେେ ସମୁଦ୍ରର ନିମ୍ନ ଭାଗ ରେ ଲୁଚି ରହନ୍ତି, ତବେେ ଆମ୍ଭେ ସର୍ପକୁ ଆଦେଶ ଦବୋ ଓ ସହେି ସର୍ପ ସମାନଙ୍କେୁ ଦଂଶନ କରିବ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 10:9

ସମାନଙ୍କେ ଭଳି ଆମ୍ଭେ ଖ୍ରୀଷ୍ଟଙ୍କୁ ପରୀକ୍ଷା କରିବା ଉଚିତ୍ ନୁହେଁ। ପ୍ରଭୁଙ୍କୁ କରିଥିବାରୁ ସମାନେେ ସାପ କାମୁଡ଼ା ରେ ମଲେ।

Interlinear

Choose Theme