Home Bibles ଗଣନା ପୁସ୍ତକ 16:13 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 16:13 · ଓଡ଼ିଆ ବାଇବେଲ

ତୁମ୍ଭେ ଆମ୍ଭମାନଙ୍କୁ ଦୁଗ୍ଧମଧୁ ପ୍ରବାହୀ ଦେଶରୁ ବାହାର କରି ଏହି ପ୍ରାନ୍ତର ରେ ମାରିବାକୁ ଆଣିଅଛ। ଏହା କ'ଣ କ୍ଷୁଦ୍ର ବିଷଯ? ଆହୁରି ତୁମ୍ଭେ ନିଜକୁ ଆମ୍ଭମାନଙ୍କ ଉପରେ ଶାସକ ହବୋକୁ ଚାହୁଁଛ।

Cross references

ଯାତ୍ରା ପୁସ୍ତକ 1:11

ମିଶରୀଯ ଲୋକମାନେ ସମାନଙ୍କେୁ କଠିନ ପରିଶ୍ରମ ଦ୍ବାରା ଅବମାନିତ କରିବାକୁ ସ୍ଥିର କଲେ। ତେଣୁ ମିଶରୀଯମାନେ ସମାନଙ୍କେ ପାଇଁ କ୍ରୀତଦାସ ମୁନିବମାନଙ୍କୁ ନିୟୁକ୍ତି ଦେଲେ। ସମାନେେ ପିଥୋମ୍ ଓ ରାମିଷେଷ୍ ନିର୍ମାଣ କଲେ, ଯେଉଁଠା ରେ ଫାରୋ ଖାଦ୍ୟ ଶସ୍ଯ ରଖୁଥିଲେ।

ଯାତ୍ରା ପୁସ୍ତକ 1:22

ତେଣୁ ଫାରୋ ତାଙ୍କର ସମସ୍ତ ଲୋକମାନଙ୍କୁ ଆଜ୍ଞା ଦେଲେ, ଇଶ୍ରାୟେଲର ସମସ୍ତ ନବଜାତ ବାଳକମାନଙ୍କୁ ନୀଳ ନଦୀ ରେ ଫୋପାଡ଼ି ଦିଅ। କିନ୍ତୁ ତୁମ୍ଭେ କନ୍ଯା ସନ୍ତାନଗଣଙ୍କୁ ଜିବୀତ ରଖିପାର।

ଯାତ୍ରା ପୁସ୍ତକ 2:14

ସହେି ଲୋକ ଜଣକ ଉତ୍ତର ଦଲୋ, କିଏ ତୁମ୍ଭକୁ ଆମ୍ଭମାନଙ୍କର ଶାସକ ଓ ବିଚାରକର୍ତ୍ତା କରି ନିୟୁକ୍ତ କରିଅଛି? ତୁମ୍ଭେ ସହେି ମିଶରୀଯ ଲୋକଟିକୁ ବଧ କଲା ପରି ମାେତେ ବଧ କରିବା ପାଇଁ ଯୋଜନା କରୁଛ କି?

ଯାତ୍ରା ପୁସ୍ତକ 2:23

ଦୀର୍ଘଦିନ ପରେ ସହେି ମିଶର ରେ ରାଜା ମୃତ୍ଯୁବରଣ କଲେ କିନ୍ତୁ ଇଶ୍ରାୟେଲଯମାନଙ୍କୁ ପୂର୍ବପରି କଠିନ ପରିଶ୍ରମ କରିବାକୁ ପଡିଲା। ସମାନେେ ଅନୁନଯ କଲେ ଏବଂ ପରମେଶ୍ବର ସମାନଙ୍କେର ଡାକ ଶୁଣିଲେ।

ଯାତ୍ରା ପୁସ୍ତକ 16:3

ଲୋକମାନେ କହିଲେ, ଏହା ବହୁତ ଭଲ ହାଇେଥାନ୍ତା, ଯଦି ସଦାପ୍ରଭୁ ଆମ୍ଭମାନଙ୍କୁ ମିଶର ରେ ହତ୍ଯା କରିଥାନ୍ତେ। ସଠାେରେ ଆମ୍ଭର ପ୍ରଚୁର ଖାଦ୍ୟ ଥିଲା। ଆମ୍ଭେ ଆବଶ୍ଯକ ପରିମାଣର ଖାଦ୍ୟ ସଠାେରେ ପାଉଥିଲୁ। କିନ୍ତୁ ତୁମ୍ଭେ ଆମ୍ଭଙ୍କୁ ଏଠାକୁ ଆଣିଲ। ତୁମ୍ଭେ ଏଠା ରେ ଆମ୍ଭକୁ ଭୋକରେ ମାରିବାକୁ ଚାହଁ କି?

ଯାତ୍ରା ପୁସ୍ତକ 17:3

କିନ୍ତୁ ଲୋକମାନେ ପାଣି ପାଇଁ ଅତି ତୁଷାର୍ତ୍ତ ଥିଲେ। ତେଣୁ ସମାନେେ ମାଶାଙ୍କେୁ ପାଣି ପାଇଁ ଅଭିଯୋଗ କରିବାରୁ ନିବୃତ୍ତ ହେଲେ ନାହିଁ। ଲୋକମାନେ କହିଲେ, ତୁମ୍ଭେ କାହିଁକି ଆମ୍ଭମାନଙ୍କୁ ମିଶରରୁ ଆଣିଲ? ତୁମ୍ଭେ କ'ଣ ଏଇଥିପାଇଁ ଆଣିଲ ଯେ, ଆମ୍ଭେ ଆମ୍ଭର ପିଲାମାନେ ଓ ଆମ୍ଭର ପଶୁମାନେ ପାଣିବିନା ଏହିଠା ରେ ମରିବା ପାଇଁ?

ଗଣନା ପୁସ୍ତକ 11:5

ଆମ୍ଭେ ମାନେ ମିଶର ଦେଶ ରେ ବିନା ମୂଲ୍ଯ ରେ ଯେଉଁ ମାଛ ଖାଉଥିଲୁ, ତାହା ମନେ ପଡେ। ଆମ୍ଭମାନଙ୍କର ମଧ୍ଯ ଉତ୍ତମ ପନିପରିବା ଯଥା: କାକୁଡି, ତରଭୁଜ, ପିଆଜ ଓ ରସୁଣ କଥା ମନେ ପଡେ।

ଗଣନା ପୁସ୍ତକ 11:20

ତୁମ୍ଭେ ସମ୍ପୂର୍ଣ୍ଣ ଏକମାସ ମାଂସ ଭକ୍ଷଣ କରିବ। ତୁମ୍ଭେ ମାଂସକୁ ଭକ୍ଷଣ କରିବ, ଘୃଣା ଯୋଗ୍ଯ ନ ହବୋ ପର୍ୟ୍ଯନ୍ତ। ଆଉ ଯେ ପର୍ୟ୍ଯନ୍ତ ତାହା ତୁମ୍ଭମାନଙ୍କ ନାସିକାରୁ ନିର୍ଗତ ନହୁଏ। କାରଣ ତୁମ୍ଭମାନେେ ସଦାପ୍ରଭୁଙ୍କୁ ପ୍ରତ୍ଯାଖ୍ଯାନ କରିଛ, ୟିଏ ତୁମ୍ଭ ସହିତ ଅଛନ୍ତି ଏବଂ ତୁମ୍ଭମାନେେ ତାଙ୍କଠା ରେ ଆପତ୍ତି କରିବ ଏହା କହି, 'ଆମ୍ଭମାନେେ କାହିଁକି ମିଶରରୁ ବାହାରି ଆସିଲୁ?'

ଗଣନା ପୁସ୍ତକ 13:27

ପୁଣି ସମାନେେ ବର୍ଣନା କରି ତାହାଙ୍କୁ କହିଲେ, ତୁମ୍ଭେ ଆମ୍ଭମାନଙ୍କୁ ଯେଉଁ ଦେଶକୁ ପଠାଇଥିଲ, ଆମ୍ଭମାନେେ ସଠାେକୁ ୟାଇଥିଲୁ। ଏହା ଏକ ଦୁଗ୍ଧ-ମଧୁର ଦେଶ। ଏହା ହେଉଛି ସହେି ଦେଶର ଫଳ।

ଗଣନା ପୁସ୍ତକ 14:2

ପୁଣି ଇଶ୍ରାୟେଲ ଲୋକମାନେ ସମସ୍ତେ ମାଶାେ ଓ ହାରୋଣଙ୍କ ବିରୁଦ୍ଧ ରେ ଅଭିଯୋଗ କଲେ, ଆଉ ସମସ୍ତ ମଣ୍ତଳୀ ସମାନଙ୍କେ ଆଗ ରେ ଅଭିଯୋଗ କଲେ, ଯଦି ଆମ୍ଭମାନେେ ସହେି ମିଶର ଦେଶ ରେ କିମ୍ବା ମରୁଭୂମିରେ ମରିୟାଇଥାନ୍ତୁ, ତବେେ ଭଲ ହାଇେଥାନ୍ତା।

ଗଣନା ପୁସ୍ତକ 20:3

ସହେି ଲୋକମାନେ ମାଶାଙ୍କେ ସହିତ ବିବାଦ କରି କହିଲେ, ହାୟ! ଆମ୍ଭମାନେେ ଆମ୍ଭ ଭାଇମାନଙ୍କ ପରି ସଦାପ୍ରଭୁଙ୍କ ସମ୍ମୁଖ ରେ ପେଛ ମରିଥାନ୍ତୁ।

ଗୀତସଂହିତା 2:2

ସମାନଙ୍କେ ରାଜା ଓ ନେତାମାନେ ଏକତ୍ରୀତ ହାଇେ ସଦାପ୍ରଭୁଙ୍କ ବିରୁଦ୍ଧରେ ଓ ତାଙ୍କ ଦ୍ବାରା ଅଭିଷିକ୍ତ ପ୍ରଜାଙ୍କ ବିରୁଦ୍ଧରେ ୟୁଦ୍ଧ କରନ୍ତି।

ଲୂକଲିଖିତ ସୁସମାଚାର 19:14

ସହେି ବ୍ଯକ୍ତିଙ୍କୁ ସେ ରାଜ୍ଯର ନାଗରିକମାନେ ଘୃଣା କରୁଥିଲେ। ତେଣୁ ସମାନେେ ତାହାଙ୍କ ପଛ ରେ ଦଳେ ଲୋକଙ୍କୁ ସଠାେକୁ ପଠାଇଲେ। ସଠାେକୁ ଯାଇ ଏହି ଦଳର ଲୋକମାନେ କହିଲେ, 'ଆମ୍ଭେ ଚାହୁଁନା ଯେ, ସହେି ବ୍ଯକ୍ତି ଆମ୍ଭମାନଙ୍କର ରାଜା ହୁଅନ୍ତୁ।'

ରେରିତମାନଙ୍କ କାର୍ଯ୍ୟର ବିବରଣ 7:25

ମାଶାେ ଭାବିଲେ ଯେ, ପରମେଶ୍ବର ସମାନଙ୍କେର ମୁକ୍ତି ପାଇଁ ତାହାଙ୍କୁ ଏହି କାର୍ୟ୍ଯ ରେ ଲଗାଇ ଅଛନ୍ତି, ତାହା ତାହାଙ୍କ ଯିହୂଦୀୟ ଭାଇମାନେ ବୁଝିବେ, ମାତ୍ର ସମାନେେ ତାହା ବୁଝିଲେ ନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 7:35

ଯେଉଁ ମାଶାଙ୍କେୁ ସମାନେେ ଅବଜ୍ଞା କରି କହିଥିଲେ, 'କିଏ ତୁମ୍ଭକୁ ଶାସକ ଓ ବିଚ଼ାରକ କଲା?' ସହେି ମାଶାଙ୍କେୁ ହିଁ ବର୍ତ୍ତମାନ ପରମେଶ୍ବର ସମାନଙ୍କେର ଶାସନକର୍ତ୍ତା ଓ ମୁକ୍ତିଦାତା କରି ପଠାଇଲେ। ଯେଉଁ ସ୍ବର୍ଗଦୂତ ମାଶାଙ୍କେୁ ବୁଦା ଭିତ ରେ ଦର୍ଶନ ଦଇେଥିଲେ ସହେି ସ୍ବର୍ଗଦୂତଙ୍କ ସାହାୟ୍ଯ ରେ ପରମେଶ୍ପ ମାଶାଙ୍କେୁ ପଠାଇଲେ।

Interlinear

Choose Theme