Home Bibles ☰ Books ଗଣନା ପୁସ୍ତକ 21:15 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 21:15 · ଓଡ଼ିଆ ବାଇବେଲ

ଘାଟିର ଗଡାଣିଗୁଡିକ ଯେଉଁଗୁଡିକ ଆରର ନିବାସ ଆଡେ ୟାଇଥିଲା ଏବଂ ସଗେୁଡିକ ମାୟୋବର ସୀମା ରେ ଅବସ୍ଥିତ ଥିଲା।

Cross references

ଗଣନା ପୁସ୍ତକ 21:28

ହିଷ୍ ବୋନଠାରୁ ଅଗ୍ନି ନିର୍ଗତ ହାଇେଅଛି। ଏକ ଶିଖା ସୀହାନେ ନଗରକୁ ବାହାରିଲା। ସହେି ଅଗ୍ନି ମାୟୋବର ଆର ନଗରକୁ ଧ୍ବଂସ କଲା ଏବଂ ଅର୍ଣୋନର ପର୍ବତଗୁଡିକୁ ଧ୍ବଂସ କଲା।

ଦିତୀୟ ବିବରଣ 2:9

ସଦାପ୍ରଭୁ ମାେତେ କହିଲେ, ' ମାୟୋବର ଲୋକମାନଙ୍କର କ୍ଷତି କର ନାହିଁ। ସମାନଙ୍କେ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କର ନାହିଁ। ମୁ ସମାନଙ୍କେର କୌଣସି ଭୂମି ତୁମ୍ଭମାନଙ୍କୁ ଦବେି ନାହିଁ। ସମାନେେ ଲୋଟର ଭବିଷ୍ଯଦ୍ ବଂଶଧର। ମୁ ସମାନଙ୍କେୁ ଆର ନଗର ସମାନଙ୍କେର ବଂଶଧର ରୂପେ ଦଇେଅଛି।'

ଦିତୀୟ ବିବରଣ 2:18

'ତୁମ୍ଭେ ଆଜି ମାୟୋବର ସୀମା ଆର୍ ଦଇେ ୟିବାକକ୍ସ୍ଟ ହବେ।

ଦିତୀୟ ବିବରଣ 2:29

ଆମ୍ଭେ ୟର୍ଦ୍ଧନ ନଦୀ ପାର ହବୋ ପର୍ୟ୍ଯନ୍ତ ତକ୍ସ୍ଟମ୍ଭ ଦେଶ ମଧ୍ଯ ଦଇେ ୟିବାକକ୍ସ୍ଟ ଦିଅ। ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର ଆମ୍ଭକକ୍ସ୍ଟ ଯେଉଁ ଦେଶ ଦଇେଛନ୍ତି, ସେ ଦେଶକକ୍ସ୍ଟ ୟିବାପାଇଁ ଆମ୍ଭକକ୍ସ୍ଟ ତକ୍ସ୍ଟମ୍ଭ ଦେଶ ଦଇେ ୟିବାକକ୍ସ୍ଟ ଦିଅ। ଅନ୍ୟ ଲୋକମାନେ ଓ ଆଉ ନିବାସୀ ମାୟୋବୀଯମାନେ ଯଥା ଏଷୌର ସନ୍ତାନଗଣ ଆମ୍ଭମାନଙ୍କୁ ଯେପରି ୟିବାକକ୍ସ୍ଟ ଦଇେଛନ୍ତି, ସହେିପରି ତୁମ୍ଭମାନେେ ଆମ୍ଭମାନଙ୍କୁ ତକ୍ସ୍ଟମ୍ଭ ଦେଶ ଦଇେ ୟିବାକକ୍ସ୍ଟ ଦିଅ।'

ଯିଶାଇୟ 15:1

ମାଯାେବ ବିଷଯ ରେ ଏକ ଦୁଃଖର ବାର୍ତ୍ତା। ଅନ୍ୟ ଏକ ରାତ୍ରି ରେ ମାୟୋବର ଆର ନଗରରୁ ସୈନ୍ଯମାନେ ସମସ୍ତ ଧନ ନଇଗେଲେ ଏବଂ ତାକୁ ମଧ୍ଯ ଧ୍ବଂସ କଲେ। ଆଉ ମଧ୍ଯ ଦିନେ ରାତ୍ରି ରେ ସୈନ୍ଯମାନେ ମାୟୋବର ବୀର ନଗରରୁ ସମସ୍ତ ଧନ ନଇଗେଲେ ଓ ସେ ନଗରକୁ ମଧ୍ଯ ଧ୍ବଂସ କଲେ।

Interlinear

Choose Theme