ସଦାପ୍ରଭୁ ମାେତେ କହିଲେ, ' ମାୟୋବର ଲୋକମାନଙ୍କର କ୍ଷତି କର ନାହିଁ। ସମାନଙ୍କେ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କର ନାହିଁ। ମୁ ସମାନଙ୍କେର କୌଣସି ଭୂମି ତୁମ୍ଭମାନଙ୍କୁ ଦବେି ନାହିଁ। ସମାନେେ ଲୋଟର ଭବିଷ୍ଯଦ୍ ବଂଶଧର। ମୁ ସମାନଙ୍କେୁ ଆର ନଗର ସମାନଙ୍କେର ବଂଶଧର ରୂପେ ଦଇେଅଛି।'
Cross references
ଲୋଟଙ୍କର ଦୁଇ ଝିଅ ଏହିପରି ଭାବରେ ଗର୍ଭବତୀ ହେଲେ।
ବଡ଼ଝିଅ ଏକ ପୁତ୍ରକୁ ଜନ୍ମ କଲା। ତାହାର ନାମ ସେ ମାଯାେବୀଯ ରଖିଲା। ମାୟୋବୀଯ ହେଲେ ବର୍ତ୍ତମାନ ମାୟୋବୀଯ ଲୋକମାନଙ୍କର ଆଦିପିତା।
ଘାଟିର ଗଡାଣିଗୁଡିକ ଯେଉଁଗୁଡିକ ଆରର ନିବାସ ଆଡେ ୟାଇଥିଲା ଏବଂ ସଗେୁଡିକ ମାୟୋବର ସୀମା ରେ ଅବସ୍ଥିତ ଥିଲା।
ହିଷ୍ ବୋନଠାରୁ ଅଗ୍ନି ନିର୍ଗତ ହାଇେଅଛି। ଏକ ଶିଖା ସୀହାନେ ନଗରକୁ ବାହାରିଲା। ସହେି ଅଗ୍ନି ମାୟୋବର ଆର ନଗରକୁ ଧ୍ବଂସ କଲା ଏବଂ ଅର୍ଣୋନର ପର୍ବତଗୁଡିକୁ ଧ୍ବଂସ କଲା।
ମାୟୋବ ମଦିଯନୀଯ ପ୍ରାଚୀନଗଣକୁ କହିଲେ ଯେ, ଏହିସବୁ ଲୋକମାନେ ଗାଈପରି ସମଗ୍ର ଇଶ୍ରାୟେଲ ଭୂମିରେ ଚରିଯିବେ। ଗୋରୁ ଯେପରି ପଦାରୁ ଘାସ ଚାଟିଖାଏ, ସହେିପରି ଏହି ଜନତା ଆମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ ସବୁ ଚାଟି ପକାଇବେ। ସେ ସମୟରେ ବାଲାକ୍ ମାୟୋବର ରାଜା ଥିଲେ। ସେ ସିପ୍ପୋର ପୁତ୍ର ଥିଲେ।
ସମାନଙ୍କେ ସହିତ ୟକ୍ସ୍ଟଦ୍ଧକର ନାହିଁ, ମୁ ତୁମ୍ଭମାନଙ୍କୁ ସହେି ଦେଶ ଦବେି ନାହିଁ। ଏପରିକି ସହେି ଭୂମିରକ୍ସ୍ଟ ପାଦେ ମଧ୍ଯ ଭୂମି ତୁମ୍ଭମାନଙ୍କୁ ଦବେିନାହିଁ। କାରଣ ମୁ ସହେି ପର୍ବତମଯ ଦେଶ ସଯେୀରକକ୍ସ୍ଟ, ଏଷୌକକ୍ସ୍ଟ ଉତ୍ତରାଧିକାରୀ ସକ୍ସ୍ଟତ୍ର ରେ ଦଇେଅଛି।
'ତୁମ୍ଭେ ଆଜି ମାୟୋବର ସୀମା ଆର୍ ଦଇେ ୟିବାକକ୍ସ୍ଟ ହବେ।
ଆମ୍ଭେ ୟର୍ଦ୍ଧନ ନଦୀ ପାର ହବୋ ପର୍ୟ୍ଯନ୍ତ ତକ୍ସ୍ଟମ୍ଭ ଦେଶ ମଧ୍ଯ ଦଇେ ୟିବାକକ୍ସ୍ଟ ଦିଅ। ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର ଆମ୍ଭକକ୍ସ୍ଟ ଯେଉଁ ଦେଶ ଦଇେଛନ୍ତି, ସେ ଦେଶକକ୍ସ୍ଟ ୟିବାପାଇଁ ଆମ୍ଭକକ୍ସ୍ଟ ତକ୍ସ୍ଟମ୍ଭ ଦେଶ ଦଇେ ୟିବାକକ୍ସ୍ଟ ଦିଅ। ଅନ୍ୟ ଲୋକମାନେ ଓ ଆଉ ନିବାସୀ ମାୟୋବୀଯମାନେ ଯଥା ଏଷୌର ସନ୍ତାନଗଣ ଆମ୍ଭମାନଙ୍କୁ ଯେପରି ୟିବାକକ୍ସ୍ଟ ଦଇେଛନ୍ତି, ସହେିପରି ତୁମ୍ଭମାନେେ ଆମ୍ଭମାନଙ୍କୁ ତକ୍ସ୍ଟମ୍ଭ ଦେଶ ଦଇେ ୟିବାକକ୍ସ୍ଟ ଦିଅ।'
ସମାନେେ ଏହି ବାର୍ତ୍ତା ନଇେ ଗଲେ।
ଇଶ୍ରାୟେଲ ଇଦୋମର ରାଜାଙ୍କ ନିକଟକକ୍ସ୍ଟ ଏହା କହି ଦୂତମାନଙ୍କୁ ପଠାଇଲେ, ବିନଯ କରୁଅଛକ୍ସ୍ଟ, ତକ୍ସ୍ଟମ୍ଭ ଦେଶ ଦଇେ ଆମ୍ଭମାନଙ୍କୁ ୟିବାକକ୍ସ୍ଟ ଦିଅ। ମାତ୍ର ଇଦୋମ୍ର ରାଜା ଏକଥା ଶୁଣିଲେ ନାହିଁ। ପକ୍ସ୍ଟଣି ସହେି ପ୍ରକାର ଇଶ୍ରାୟେଲ ମାୟୋବର ରାଜା ନିକଟକକ୍ସ୍ଟ ଦୂତମାନଙ୍କୁ ପଠାଇଲେ। ସେ ମଧ୍ଯ ମନା କଲା। ତେଣୁ ଇଶ୍ରାୟେଲ କାଦେଶ ରେ ରହିଲେ।
କିନ୍ତୁ ଦେଖ, ବର୍ତ୍ତମାନ ଏହି ସ୍ଥାନ ରେ ଅମ୍ ନୋନ, ମାୟୋବ୍ ଓ ସଯେୀର ପର୍ବତ ନିକଟର ଲୋକମାନେ ଉପସ୍ଥିତ ହାଇେଛନ୍ତି। ଇଶ୍ରାୟେଲ ଲୋକମାନେ ଯେତବେେଳେ ମିଶରରୁ ବାହାରି ଆସିଲେ, ତୁମ୍ଭେ ସମାନଙ୍କେୁ ସମାନଙ୍କେର ଦେଶ ରେ ପ୍ରବେଶ କରିବାକୁ ଦଲେ ନାହିଁ। ତେଣୁ ଇଶ୍ରାୟେଲର ଲୋକମାନେ ପଳାଇଗଲେ ଓ ସହେି ଲୋକମାନଙ୍କୁ ମଧ୍ଯ ବିନଷ୍ଟ କଲ ନାହିଁ।
ଏପରିକି ଅଶୂରୀଯ ମଧ୍ଯ ସମାନଙ୍କେ ସଙ୍ଗେ ୟୋଗ ଦଇେଛନ୍ତି। ସମାନେେ ଲୋଟ-ସନ୍ତାନଗଣଙ୍କୁ ବହୁତ ଶକ୍ତିଶାଳୀ କରିଅଛନ୍ତି।
ମାଯାେବ ବିଷଯ ରେ ଏକ ଦୁଃଖର ବାର୍ତ୍ତା। ଅନ୍ୟ ଏକ ରାତ୍ରି ରେ ମାୟୋବର ଆର ନଗରରୁ ସୈନ୍ଯମାନେ ସମସ୍ତ ଧନ ନଇଗେଲେ ଏବଂ ତାକୁ ମଧ୍ଯ ଧ୍ବଂସ କଲେ। ଆଉ ମଧ୍ଯ ଦିନେ ରାତ୍ରି ରେ ସୈନ୍ଯମାନେ ମାୟୋବର ବୀର ନଗରରୁ ସମସ୍ତ ଧନ ନଇଗେଲେ ଓ ସେ ନଗରକୁ ମଧ୍ଯ ଧ୍ବଂସ କଲେ।