Cross references
ଗଣନା ପୁସ୍ତକ 21:13
ସଠାରୁେ ସମାନେେ ୟାତ୍ରକରି ଇମାରେୀୟମାନଙ୍କ ସୀମାରୁ ନିର୍ଗତ ଅର୍ଣୋନ ନଦୀର ଅନ୍ୟ ପାଶର୍ବ ମରୁଭୂମିରେ ଛାଉଣୀ ସ୍ଥାପନ କଲେ। କାରଣ ମାୟୋବର ଓ ଇ ମାରେୀଯମାନଙ୍କର ମଧ୍ଯବର୍ତ୍ତୀ ଅର୍ଣୋନ୍ ମାୟୋବର ସୀମା ଥିଲା।
ଗଣନା ପୁସ୍ତକ 21:15
ଘାଟିର ଗଡାଣିଗୁଡିକ ଯେଉଁଗୁଡିକ ଆରର ନିବାସ ଆଡେ ୟାଇଥିଲା ଏବଂ ସଗେୁଡିକ ମାୟୋବର ସୀମା ରେ ଅବସ୍ଥିତ ଥିଲା।
ଗଣନା ପୁସ୍ତକ 21:23
ମାତ୍ର ସୀହାନରେ ରାଜା ଆପଣା ଦେଶ ମଧ୍ଯ ଦଇେ ଇଶ୍ରାୟେଲକୁ ୟାତ୍ରା କରିବାକୁ ଦେଲେ ନାହିଁ। ସେ ଆପଣାର ସମସ୍ତ ଲୋକଙ୍କୁ ଏକତ୍ରୀତ କରି ଇଶ୍ରାୟେଲ ବିରୁଦ୍ଧ ରେ ବାହାରିଲେ। ୟହସଠା ରେ ପହଞ୍ଚି ସେ ଇଶ୍ରାୟେଲର ବିରୁଦ୍ଧ ରେ ୟୁଦ୍ଧ କଲେ।
ଯିଶାଇୟ 15:1
ମାଯାେବ ବିଷଯ ରେ ଏକ ଦୁଃଖର ବାର୍ତ୍ତା। ଅନ୍ୟ ଏକ ରାତ୍ରି ରେ ମାୟୋବର ଆର ନଗରରୁ ସୈନ୍ଯମାନେ ସମସ୍ତ ଧନ ନଇଗେଲେ ଏବଂ ତାକୁ ମଧ୍ଯ ଧ୍ବଂସ କଲେ। ଆଉ ମଧ୍ଯ ଦିନେ ରାତ୍ରି ରେ ସୈନ୍ଯମାନେ ମାୟୋବର ବୀର ନଗରରୁ ସମସ୍ତ ଧନ ନଇଗେଲେ ଓ ସେ ନଗରକୁ ମଧ୍ଯ ଧ୍ବଂସ କଲେ।