ତହୁଁ ତୁମ୍ଭମାନେେ ସହେି ଗାଈକୁ ଇଲିଯାସର ଯାଜକକୁ ଦବେ। ସେ ତାହାକୁ ଛାଉଣୀ ବାହାରକୁ ଆଣି ବଧ କରିବ।
Cross references
ବାହାରକୁ ନିଆୟିବା ଉଚିତ୍ ଓ ଧର୍ମକାର୍ୟ୍ଯର ପଦ୍ଧତି ପାଇଁ ଏ ସ୍ଥାନକୁ କାଠ ରଖି ଅଗ୍ନି ଦ୍ବାରା ଦଗ୍ଧ କରିବ।
ତା'ପରେ ସେ ଗୋବତ୍ସକୁ ଛାଉଣୀ ବାହାରକୁ ନଇେ ପୂର୍ବ ଗୋବତ୍ସ ପରି ତାକୁ ଦଗ୍ଧ କରିବା ଉଚିତ୍। ଏହା ସମଗ୍ର ଇଶ୍ରାୟେଲର ଲୋକମାନଙ୍କ ପାଇଁ ପାପାର୍ଥକ ନବୈେଦ୍ଯ।
ପୁଣି ଯେଉଁ ଲୋକ କୁଷ୍ଠ ରୋଗୀ, ତାହାର ବସ୍ତ୍ର ଚିରାୟିବ ଓ ତାହାର ମସ୍ତକର କେଶ ମୁକୁଳା ରହିବ ଓ ସେ ନିଜର ଉପର ଓଷ୍ଠ ବସ୍ତ୍ର ରେ ଢାଙ୍କିବ। ପୁଣି ଅଶୁଚି, ଅଶୁଚି ବୋଲି ଚିତ୍କାର କରିବ।
ଯେଉଁ ପାପର୍ଥକ ବଳି ଗୋବତ୍ସ ଓ ଛାଗର ରକ୍ତ ମହାପବିତ୍ର ସ୍ଥାନକୁ ଅଣାୟାଇ ପ୍ରାଯଶ୍ଚିତ ହବୋ ପାଇଁ ଥିଲା, ସମାନଙ୍କେର ଚର୍ମ, ମାଂସ ଓ ମଳ, ଲୋକମାନେ ଛାଉଣୀ ବାହାରକୁ ନଇେ ଅଗ୍ନି ରେ ଦଗ୍ଧ କରିବେ।
ସଦାପ୍ରଭୁଙ୍କୁ ଅଭିଶାପ ଦଇେଥିବା ଲୋକକୁ ଛାଉଣୀ ବାହାରକୁ ଆଣ, ପୁଣି ଯେଉଁମାନେ ତା'ର କଥା ଶୁଣିଲେ, ସମାନେେ ସମସ୍ତେ ଅଭିଶାପ ଦଇେଥିବା ବ୍ଯକ୍ତିର ମସ୍ତକରେ ହାତ ଦିଅନ୍ତୁ। ତା'ପରେ ଲୋକମାନେ ତାକୁ ପଥର ମାରି ହତ୍ଯା କରନ୍ତୁ।
ମାତ୍ର ନାଦବ ଓ ଆବୀହୂ ସୀନଯ ପ୍ରାନ୍ତର ରେ ଅଜଣା ଅଗ୍ନି ସଦାପ୍ରଭୁଙ୍କ ଉତ୍ସର୍ଗ, ଉତ୍ସର୍ଗ କରି ପ୍ରାଣ ତ୍ଯାଗ କଲେ। ସମାନଙ୍କେର ପୁତ୍ର ନଥିଲା; ଏଣୁ ଇଲିଯାସର ଓ ଇଥାମର ଆପଣା ପିତା ହାରୋଣଙ୍କ ଉପସ୍ଥିତି ରେ ଯାଜକକର୍ମ କଲେ।
ଏକ ମନୁଷ୍ଯକୁ, ଯାହାକୁ ହାନିକାରକ ଚର୍ମରୋଗ ପ୍ରମହେ ଓ ୟିଏ ମୃତଶବକୁ ଛୁଇଁଥାଏ ସେ ନିଶ୍ଚଯ ଛାଉଣୀରୁ ବାହାରକୁ ୟିବ, ଇଶ୍ରାୟେଲ ଲୋକମାନଙ୍କୁ ଏହି ଆଜ୍ଞା ଦିଅ।
ତେଣୁ ମାଶାଙ୍କେ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସା ରେ ସମଗ୍ର ମଣ୍ତଳୀ ତାହାକୁ ଛାଉଣୀ ବାହାରକୁ ଆଣି ପଥର ଫିଙ୍ଗି ହତ୍ଯା କରିବା ଉଚିତ୍।
ମହାୟାଜକ ପଶୁମାନଙ୍କର ରକ୍ତକୁ ଅତି ପବିତ୍ର ସ୍ଥାନକୁ ନଇେ ଯାଆନ୍ତି, ଓ ପାପ ପାଇଁ ସେ ରକ୍ତକୁ ସମର୍ପଣ କରନ୍ତି। କିନ୍ତୁ ଶିବିର ବାହା ରେ ପଶୁମାନଙ୍କର ଶରୀରଗୁଡ଼ିକୁ ପୋଡ଼ି ଦିଆଯାଏ।