ଗଣନା ପୁସ୍ତକ 15:36 · ଓଡ଼ିଆ ବାଇବେଲ
ତେଣୁ ମାଶାଙ୍କେ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସା ରେ ସମଗ୍ର ମଣ୍ତଳୀ ତାହାକୁ ଛାଉଣୀ ବାହାରକୁ ଆଣି ପଥର ଫିଙ୍ଗି ହତ୍ଯା କରିବା ଉଚିତ୍।
Cross references
ଯିହୋଶୂୟ 7:25
ତା'ପରେ ୟିହୋଶୂଯ କହିଲେ, ତୁମ୍ଭେ କାହିଁକି ଆମ୍ଭମାନଙ୍କୁ ଦକ୍ସ୍ଟଃଖ ଦଲେ? ସଦାପ୍ରଭୁ ଆଜି ତକ୍ସ୍ଟମ୍ଭ ପାଇଁ ଦକ୍ସ୍ଟଃଖ ଆଣିବେ। ତେଣୁ ଇଶ୍ରାୟେଲର ସମସ୍ତ ଲୋକ ଆଖନ ଓ ତା'ର ପରିବାରକକ୍ସ୍ଟ ପଥର ଫିଙ୍ଗି ହତ୍ଯା କଲେ। ଏହାପରେ ଲୋକମାନେ ତାକକ୍ସ୍ଟ ଓ ସେ ଆଣିଥିବା ସମସ୍ତ ଦ୍ରବ୍ଯକକ୍ସ୍ଟ ସହେି ସ୍ଥାନ ରେ ପୋଡି଼ ଦେଲେ।
ପ୍ରଥମ ରାଜାବଳୀ 21:13
ତା'ପରେ ଦୁଇଟି ପାପାଧମ ଲୋକ ଆସି ସମାନଙ୍କେ ସମ୍ମୁଖ ରେ ସାକ୍ଷୀ ଦବୋକୁ ବସିଲେ। ସମାନେେ ମିଥ୍ଯା ସାକ୍ଷ୍ଯ ଦଇେ କହିଲେ ଯେ, ନାବୋତ ପରମେଶ୍ବରଙ୍କୁ ଓ ରାଜାଙ୍କୁ ଅଭିଶାପ ଦଇେଛି। ତହୁଁ ସମାନେେ ନାବୋତକୁ ନଗର ବାହାରକୁ ନଇେ ପଥର ମାରି ବଧ କଲେ।