Home Bibles ଗଣନା ପୁସ୍ତକ 17 · ଓଡ଼ିଆ ବାଇବେଲ ||

ଗଣନା ପୁସ୍ତକ

Chapter 17

ଓଡ଼ିଆ ବାଇବେଲ
1ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ, 2ଇଶ୍ରାୟେଲର ଲୋକମାନଙ୍କୁ କୁହ, ପ୍ରେତ୍ୟକକ ପରିବାର ପାଇଁ ସମାନଙ୍କେ ପରିବାରବର୍ଗର ନତେୃବର୍ଗଙ୍କଠାରୁ ଗୋଟିଏ ଗୋଟିଏ ଆଶାବାଡି ନିଅନ୍ତୁ। ସହେି ଆଶାବାଡି ଉପରେ ସହେି ବ୍ଯକ୍ତିର ନାମ ଲେଖ। 3ପୁଣି ତୁମ୍ଭେ ଲବେୀର ଆଶାବାଡି ରେ ହାରୋଣର ନାମ ଲେଖିବ। କାରଣ ସମାନଙ୍କେ ପ୍ରେତ୍ୟକକ ପିତୃଗୃହର ଅଧ୍ଯକ୍ଷ ନିମନ୍ତେ ଏକ ଆଶାବାଡି ହବେ। 4ସମାଗମ ତମ୍ବୁର ପବିତ୍ର ସିନ୍ଦୁକ ସମ୍ମୁ ରେ ଏହିସବୁ ଆଶାବାଡି ସହେିଠା ରେ ରଖ । ଯେଉଁ ସ୍ଥାନ ରେ ମୁଁ ତୁମ୍ଭ ସହିତ ଦଖାେ କରେ। 5ଏହା କଲା ପରେ ଆମ୍ଭେ ଯେଉଁ ଲୋକଙ୍କୁ ଯାଜକରୂପେ ମନୋନୀତ କରିବା ତାହାର ଆଶାବାଡି ପଲ୍ଲବିତ ହବେ। ଆଉ ଇଶ୍ରାୟେଲ ଲୋକମାନେ ତୁମ୍ଭମାନଙ୍କ ବିରୁଦ୍ଧ ରେ ଯେଉଁ ଅଭିଯୋଗ କରୁଛନ୍ତି, ସେଥିରୁ ସମାନେେ ନିବୃତ୍ତ ରହିବେ। 6ଯେତବେେଳେ ମାଶାେ ଇଶ୍ରାୟେଲର ଲୋକମାନଙ୍କୁ କହିଲେ, ସମାନଙ୍କେର ପିତୃଗୃହ ଅନୁସାରେ ସମାନଙ୍କେର ନତେୃବର୍ଗମାନେ ପ୍ରେତ୍ୟକକ ଗୋଟିଏ ଗୋଟିଏ ଆଶାବାଡି ନେଲେ। ଏହିରୂପେ ସମାନେେ ବାରଟି ଆଶାବାଡି ତାକୁ ଦେଲେ। ସେଥି ମଧିଅରେ ହାରୋଣଙ୍କର ଏକ ଆଶାବାଡି ଥିଲା। 7ତହୁଁ ମାଶାେ ସଦାପ୍ରଭୁଙ୍କ ସମ୍ମୁଖର ନିଯମ ତମ୍ବୁ ରେ ସମସ୍ତ ସହୟୋଗୀମାନଙ୍କୁ ରଖିଲେ। 8ଏହାପରେ ଆରଦିନ ମାଶାେ ସାକ୍ଷ୍ଯ ତମ୍ବୁ ରେ ପ୍ରବେଶ କରି ସାକ୍ଷ୍ଯ ସିନ୍ଦୁକ ଦେଖିଲେ, ଲବେୀ ଗୃହ ନିମନ୍ତେ ଥିବା ହାରୋଣଙ୍କ ଆଶାବାଡି ଅଙ୍କୁରିତ ହାଇେଅଛ, ପୁଣି ଏହି ଅଙ୍କୁର ବାହାର ହେଲା। ଫୁଲ ଫୁଟିଲା ଓ ପକ୍ବ ବାଦାମ ଫଳିଲା। 9ତହୁଁ ମାଶାେ ସଦାପ୍ରଭୁଙ୍କ ସମ୍ମୁଖରୁ ସହେିସବୁ ଆଶାବାଡି ଆଣି ଇଶ୍ରାୟେଲର ସମସ୍ତ ଲୋକଙ୍କୁ ଦଖାଇେଲେ, ସମାନେେ ତାହା ଦେଖି ପ୍ରେତ୍ୟକକେ ନିଜ ନିଜ ଆଶାବାଡି ନେଲେ। 10ତା'ପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ହାରୋଣଙ୍କ ଆଶାବାଡିକୁ ନିଯମତମ୍ବୁ ସମ୍ମୁଖ ରେ ରଖ। ଏହା ଆମ୍ଭ ବିରୁଦ୍ଧ ରେ ବିଦ୍ରୋହୀ ଲୋକମାନଙ୍କ ପ୍ରତି ସତର୍କ ସ୍ବରୂପ ରଖାୟିବ। ସମାନେେ ମାେ ବିରୁଦ୍ଧ ରେ ଅଭିଯୋଗରୁ ନିବୃତ୍ତ ହବେେ ଓ ମୁଁ ସମାନଙ୍କେୁ ଆଉ ହତ୍ଯା କରିବି ନାହିଁ। 11ତେଣୁ ମାଶାେ ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ କାର୍ୟ୍ଯ କଲେ। 12ଏହାପରେ ଇଶ୍ରାୟେଲର ଲୋକମାନେ ମାଶାଙ୍କେୁ କହିଲେ, ଆମ୍ଭେ ଜାଣୁ ଆମ୍ଭମାନେେ ମରିବୁ। ଆମ୍ଭମାନେେ ବିନଷ୍ଟ ହାଇେଅଛୁ, ଆମ୍ଭମାନେେ ବିନଷ୍ଟ ହବେୁ। 13ଯେ କହେି ସଦାପ୍ରଭୁଙ୍କ ପବିତ୍ର ତମ୍ବୁ ନିକଟକୁ ଆସୁଛି, ସେ ମରୁଅଛି, ଏହା କ'ଣ ସତ୍ଯ ଆମ୍ଭେ ସମସ୍ତେ ପ୍ରାଣ ଛାଡି ବିନଷ୍ଟ ହବୋ?

Choose Theme