ଗଣନା ପୁସ୍ତକ 17:6 · ଓଡ଼ିଆ ବାଇବେଲ
ଯେତବେେଳେ ମାଶାେ ଇଶ୍ରାୟେଲର ଲୋକମାନଙ୍କୁ କହିଲେ, ସମାନଙ୍କେର ପିତୃଗୃହ ଅନୁସାରେ ସମାନଙ୍କେର ନତେୃବର୍ଗମାନେ ପ୍ରେତ୍ୟକକ ଗୋଟିଏ ଗୋଟିଏ ଆଶାବାଡି ନେଲେ। ଏହିରୂପେ ସମାନେେ ବାରଟି ଆଶାବାଡି ତାକୁ ଦେଲେ। ସେଥି ମଧିଅରେ ହାରୋଣଙ୍କର ଏକ ଆଶାବାଡି ଥିଲା।
Cross references
ଗଣନା ପୁସ୍ତକ 14:2
ପୁଣି ଇଶ୍ରାୟେଲ ଲୋକମାନେ ସମସ୍ତେ ମାଶାେ ଓ ହାରୋଣଙ୍କ ବିରୁଦ୍ଧ ରେ ଅଭିଯୋଗ କଲେ, ଆଉ ସମସ୍ତ ମଣ୍ତଳୀ ସମାନଙ୍କେ ଆଗ ରେ ଅଭିଯୋଗ କଲେ, ଯଦି ଆମ୍ଭମାନେେ ସହେି ମିଶର ଦେଶ ରେ କିମ୍ବା ମରୁଭୂମିରେ ମରିୟାଇଥାନ୍ତୁ, ତବେେ ଭଲ ହାଇେଥାନ୍ତା।
ଗଣନା ପୁସ୍ତକ 14:9
ତେଣୁ ଲୋକମାନେ ସଦାପ୍ରଭୁଙ୍କ ବିରୁଦ୍ଧ ରେ ୟାଅ ନାହିଁ, ଆଉ ସହେି ଦେଶର ଲୋକମାନଙ୍କୁ ଭୟ କରନାହିଁ। ସମାନେେ ଆମ୍ଭମାନଙ୍କର ଖାଦ୍ୟ ସ୍ବରୂପ। ସମାନଙ୍କେର ଆଶ୍ରଯ ସମାନଙ୍କେ ଉପରୁ ଘୁଞ୍ଚାଗଲାଣି। ପୁଣି ସଦାପ୍ରଭୁ ଆମ୍ଭମାନଙ୍କ ସଙ୍ଗ ରେ ଅଛନ୍ତି, ଭୟ କରନାହିଁ।
ଯିହିଜିକଲ 37:20
ଯେଉଁ ଦୁଇ ଆଶାବାଡ଼ି ରେ ତୁମ୍ଭେ ସମାନଙ୍କେର ନାମ ଲେଖିଥିଲ, ତାହା ସମାନେେ ଦେଖିବା ପାଇଁ ତୁମ୍ଭ ହସ୍ତ ରେ ରହିବ।