ସମାନଙ୍କେୁ ଯୋଗଇବାପାଇଁ ପଲ ମଧ୍ଯରୁ ସମସ୍ତ ଗୋମଷେ ବଧ କଲେ ମଧ୍ଯ ଏକମାସ ପାଇଁ ଅଣ୍ଟିବ ନାହିଁ। ଆଉ ସମୁଦ୍ରର ସମସ୍ତ ମାଛ ସମାନଙ୍କେୁ ୟଥେଷ୍ଟ ନୁହେଁ!
Cross references
ମୁଁ ଏହି ସମସ୍ତ ଲୋକଙ୍କୁ ମାଂସ ଦବୋ ପାଇଁ କେଉଁଠା ରେ ପାଇବି? କାରଣ ସମାନେେ ମାେ ନିକଟରେ କାନ୍ଦି କହୁଛନ୍ତି, ସମାନେେ ପାଟି କରନ୍ତି, 'ଆମ୍ଭମାନଙ୍କୁ ମାଂସ ଦିଅ, ଆମ୍ଭମାନଙ୍କୁ ମାଂସ ଦିଅ।'
ସନୋପତି ୟିଏ ରାଜା ଙ୍କର ନିକଟର ଥିଲେ ପରମେଶ୍ବର ଲୋକଙ୍କୁ ଉତ୍ତର ଦେଲେ। ଦେଖ, ଯବେେ ସଦାପ୍ରଭୁ ସ୍ବର୍ଗ ରେ ଦ୍ବାର ଖୋଲନ୍ତି ତବେେ ମଧ୍ଯ ସମ୍ଭବ ହାଇେ ପାରିବ ନାହିଁ?
ଯୀଶୁଙ୍କ ଶିଷ୍ଯମାନେ କହିଲେ, ଆମ୍ଭେ ଏତେ ଲୋକଙ୍କ ପାଇଁ ଏତେ ଖାଦ୍ୟ ଏଭଳି ସ୍ଥାନ ରେ କେଉଁଠାରୁ ପାଇବା? ଆମ୍ଭେ ନଗର ଠାରୁ ବହୁତ ଦୂର ରେ ଅଛୁ।
ଯୀଶୁ କିନ୍ତୁ ସମାନଙ୍କେୁ କହିଲେ, ତୁମ୍ଭମାନେେ ସମାନଙ୍କେୁ ଖାଇବାକୁ ଦିଅ।
ଯୀଶୁଙ୍କ ଶିଷ୍ଯମାନେ କହିଲେ, ଆମ୍ଭମାନେେ ଏ ଜନହୀନ ଅଂଚଳ ରେ ଏମାନଙ୍କୁ ଖୁଆଇବା ପାଇଁ ୟଥେଷ୍ଟ ଖାଦ୍ୟ କୁଆଡୁ ପାଇ ପାରିବୁ?
ଜିଖରିୟ ସ୍ବର୍ଗଦୂତଙ୍କୁ କହିଲେ, ତୁମ୍ଭେ ଯାହା କହୁଛ, ତାହା ସତ୍ଯ ବୋଲି ମୁଁ କିପରି ଜାଣିବି? ମୁଁ ଜଣେ ବୁଢା ଲୋକ ଓ ମାରେ ପତ୍ନୀ ମଧ୍ଯ ବୁଢୀ ହାଇଗେଲଣେି।
ମରିୟମ ସ୍ବର୍ଗଦୂତଙ୍କୁ ପଚାରିଲେ, ଏହା କିପରି ଘଟିବ? ମୁଁ ଏବେ ମଧ୍ଯ କୁମାରୀ ଅଛି?
ସେ ଏକଥା ଫିଲିପ୍ପଙ୍କୁ ପରୀକ୍ଷା କରିବା ପାଇଁ ପଚାରିଲେ, କାରଣ ସେ ତାହାଙ୍କ ନିଜ ଯୋଜନା ବିଷୟ ରେ ଜାଣିଥିଲେ।
ଏଠା ରେ ଜଣେ ବାଳକ ଅଛି। ତା'ପାଖ ରେ ପାନ୍ଚୋଟି ରୋଟୀ ଓ ଦୁଇଟି େଛାଟ ମାଛ ଅଛି। କିନ୍ତୁ ଏତେ ଲୋକଙ୍କ ପାଇଁ ତାହା ୟଥେଷ୍ଟ ହବେ ନାହିଁ।