Home Bibles ଲୂକଲିଖିତ ସୁସମାଚାର 1:18 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 1:18 · ଓଡ଼ିଆ ବାଇବେଲ

ଜିଖରିୟ ସ୍ବର୍ଗଦୂତଙ୍କୁ କହିଲେ, ତୁମ୍ଭେ ଯାହା କହୁଛ, ତାହା ସତ୍ଯ ବୋଲି ମୁଁ କିପରି ଜାଣିବି? ମୁଁ ଜଣେ ବୁଢା ଲୋକ ଓ ମାରେ ପତ୍ନୀ ମଧ୍ଯ ବୁଢୀ ହାଇଗେଲଣେି।

Cross references

ଆଦି ପୁସ୍ତକ 15:8

କିନ୍ତୁ ଅବ୍ରାମ କହିଲେ, ହେ ସଦାପ୍ରଭୁ, ମାରେ ପ୍ରଭୁ ମୁଁ ଯେ ଏ ଦେଶର ଅଧିକାରୀ ହବେି, ତାହା ମୁଁ କିପରି ଜାଣିବି?

ଆଦି ପୁସ୍ତକ 17:17

ଅବ୍ରାମ ମୁହଁ ତଳକୁ କରି ଭୂମିରେ ପଡ଼ିଲେ ଓ ହସିଲେ। ସେ ନିଜକୁ କହିଲେ, କଣ ଜଣେ 100 ବର୍ଷର ଲୋକ କୌଣସି ସ୍ତ୍ରୀକୁ ଗର୍ଭବତୀ କରାଇପାରିବ? କଣ ସାରା ନବେ ବର୍ଷ ରେ ପିଲା ଧାରଣ କରିପାରିବ?

ଆଦି ପୁସ୍ତକ 18:12

ତେଣୁ ସାରା ଶୁଣିଥିବା କଥାକୁ ବିଶ୍ବାସ କରିପାରିଲା ନାହିଁ। ସେ ନିଜକୁ ନିଜେ ହସିଲା ଏବଂ କହିଲା, ମୁଁ ଏବଂ ମାରେ ସ୍ବାମୀ ବର୍ଦ୍ଧକ୍ଯ ରେ ଉପନୀତ। ପିଲା ଜନ୍ମ କରିବା ପାଇଁ, ଆମ୍ଭେ ବହୁତ ବୁଢ଼ା ବୁଢ଼ି ହାଇୟୋଇଛୁ।

ଗଣନା ପୁସ୍ତକ 11:21

ତବେେ ମାଶାେ କହିଲେ, ସଦାପ୍ରଭୁ, ମୁଁ ଯେଉଁ ଲୋକମାନଙ୍କ ମଧିଅରେ ଅଛି ସମାନେେ ଛଅ ଲକ୍ଷ ପଦାତିକ। ତଥାପି ତୁମ୍ଭେ କହୁଅଛ, 'ଆମ୍ଭେ ସମାନଙ୍କେୁ ମାଂସ ଦବୋ, ସମାନେେ ତାହା ସମ୍ପୂର୍ଣ ଏକ ମାସ ଖାଇବେ!'

ବିଚାରକର୍ତାମାନଙ୍କ ବିବରଣ 6:36

ଗିଦ୍ଦିୟୋନ ସଦାପ୍ରଭୁଙ୍କୁ କହିଲେ, ଆପଣ କହିଥିଲେ, ଆପଣଙ୍କ ବାକ୍ଯାନକ୍ସ୍ଟସା ରେ ମାେଦ୍ବାରା ଇଶ୍ରାୟେଲକକ୍ସ୍ଟ ଉଦ୍ଧାର କରିବ। ଏହାର ସତ୍ଯତା ଦଖାେଅ।

ଦିତୀୟ ରାଜାବଳୀ 7:2

ସନୋପତି ୟିଏ ରାଜା ଙ୍କର ନିକଟର ଥିଲେ ପରମେଶ୍ବର ଲୋକଙ୍କୁ ଉତ୍ତର ଦେଲେ। ଦେଖ, ଯବେେ ସଦାପ୍ରଭୁ ସ୍ବର୍ଗ ରେ ଦ୍ବାର ଖୋଲନ୍ତି ତବେେ ମଧ୍ଯ ସମ୍ଭବ ହାଇେ ପାରିବ ନାହିଁ?

ଯିଶାଇୟ 38:22

ମାତ୍ର ହିଜକିଯ ଯିଶାଇୟଙ୍କୁ ପ୍ରଶ୍ନ କଲେ, ମୁଁ ଭଲ ହବେି ସଦାପ୍ରଭୁ କି ସଙ୍କତେ ଦ୍ବାରା ପ୍ରମାଣ କରିବେ। ମୁଁ ସଦାପ୍ରଭୁଙ୍କ ମନ୍ଦିରକୁ ୟିବି କେଉଁ ସଙ୍କତେ ଦ୍ବାରା ପ୍ରମାଣିତ ହବେ।'

ଲୂକଲିଖିତ ସୁସମାଚାର 1:7

କିନ୍ତୁ ସମାନଙ୍କେର କୌଣସି ସନ୍ତାନସନ୍ତତି ନଥିଲେ। ଏଲୀଶାବେଥ ବନ୍ଧ୍ଯା ଥିଲେ। ଉଭୟେ ଜିଖରିୟ ଓ ଏଲୀଶାବେଥ ବୁଢା ବୁଢୀ ହାଇେ ଯାଇଥିଲେ।

ଲୂକଲିଖିତ ସୁସମାଚାର 1:34

ମରିୟମ ସ୍ବର୍ଗଦୂତଙ୍କୁ ପଚାରିଲେ, ଏହା କିପରି ଘଟିବ? ମୁଁ ଏବେ ମଧ୍ଯ କୁମାରୀ ଅଛି?

ରୋମୀୟଙ୍କ ପ୍ରତି ପତ୍ର 4:19

ଅବ୍ରାହାମଙ୍କୁ 100 ବର୍ଷ ବୟସ ହାଇେଥିଲା, ଅତଏବ ପିଲାପିଲି ହବୋ ସମୟ ଚ଼ାଲି ଯାଇଥିଲା। ତାହାଙ୍କ ସ୍ତ୍ରୀ ସାରା ମଧ୍ଯ ସନ୍ତାନ ଜନ୍ମ କରି ପାରିବେ ନାହିଁ, ଅବ୍ରାହାମ ଏ କଥା ଭାବିଥିଲେ।

Interlinear

Choose Theme