ତା'ପରେ କହାତୀଯଙ୍କ ପରିବାର ପବିତ୍ରସ୍ଥାନର ଭାର ବହନକରି ସହେି ପବିତ୍ର ତମ୍ବୁ ସ୍ଥାପନ କରିଥିଲେ। କହାତୀଯ ପହଞ୍ଚିବା ପୂର୍ବରୁ ଅନ୍ୟମାନେ ପବିତ୍ର ତମ୍ବୁ ସ୍ଥାପନ କରିଥିଲେ।
Cross references
ଯେତବେେଳେ ପବିତ୍ର ତମ୍ବୁ ସ୍ଥାନାନ୍ତରିତ କରାୟିବ, ଲବେୀୟମାନେ ତାହାକୁ ତଳକୁ ଆଣିବା ଉଚିତ୍ ଏବଂ ପୁଣିଥରେ ସ୍ଥାପନ କରିବା ଉଚିତ୍। ଲବେୀୟ ବ୍ଯତୀତ, ଅନ୍ୟ ଯେକହେି ସଠାେକୁ ୟାଏ, ତାକୁ ହତ୍ଯା କରାୟିବ।
ଏହାପରେ ଲବେୀୟମାନଙ୍କ ଛାଉଣୀ ସହିତ ସମାଗମ ତମ୍ବୁ ଛାଉଣୀ ମାନଙ୍କ ମଧ୍ଯବର୍ତ୍ତୀ ହାଇେ ଅଗ୍ରସର ହବେ। ସମାନେେ ସହେି ନିଯମ ରେ ଅଗ୍ରସର ହବେେ, ଯେପରି ଛାଉଣୀ ସ୍ଥାପନ କରିବେ, ସମସ୍ତେ ତାଙ୍କ ଧ୍ବଜା ପାଖ ରେ ସର୍ବଦା ରହିବେ।
ପୁଣି କହାତ୍ଠାରୁ ଅମ୍ରମୀଯ ବଂଶ ୟିଷ୍ହରୀଯ ବଂଶ, ଦିବ୍ରୋଣୀଯ ବଂଶ ଓ ଉଷୀଯଲେୀଯ ବଂଶ ଉତ୍ପନ୍ନ ହେଲେ। ଏମାନେ କହାତୀଯ ବଂଶ ହେଲେ।
ସମାଗମ ତମ୍ବୁ ରେ ମହାପବିତ୍ର ଦ୍ରବ୍ଯାଦିର ଯତ୍ନ ନବୋ କହାତ ପରିବାରବର୍ଗର କାର୍ୟ୍ଯ ଅଟେ।
ଏହି ରୂପେ ଯେତବେେଳେ ଛାଉଣୀ ଅଗ୍ରସର ହବୋ ବେଳେ ହାରୋଣ ଓ ତାଙ୍କର ପୁତ୍ରଗଣ ପବିତ୍ରସ୍ଥାନ ଓ ପବିତ୍ର ସମସ୍ତ ଆସବାବ ଦ୍ରବ୍ଯ ଢାଙ୍କି ଦବେେ। ତାହାପରେ କହାତ ପୁତ୍ରଗଣ ତାହା ବହନ କରିବା ପାଇଁ ଆସିବା ଉଚିତ୍। ସେଥିପାଇଁ ସମାନେେ ନିଶ୍ଚଯ କୌଣସି ପବିତ୍ର ବସ୍ତ୍ର ସ୍ପର୍ଶ କରିବେ ନାହିଁ ନ ହେଲେ ସମାନେ ମୁତ୍ଯୁବରଣ କରିବେ। ପବିତ୍ର ତମ୍ବୁ ରେ ଏହାହିଁ କହାତ ପୁତ୍ରଗଣର କର୍ତ୍ତବ୍ଯ ହବେ।
ସମାନେେ ପବିତ୍ର ବସ୍ତ୍ରକୁ ଦେଖିବା ଉଚିତ୍ ନୁହେଁ, ସମାନେେ ଯେତବେେଳେ ୟିବା ପାଇଁ ସଜାଡୁଛନ୍ତି। କାରଣ ଯଦି ସମାନେେ ତାହା କରନ୍ତି, ତବେେ ସମାନେେ ମରିଯିବେ।
ମାତ୍ର ସେ କହାତ ସନ୍ତାନଗଣଙ୍କୁ କିଛି ଦେଲେ ନାହିଁ, କାରଣ ସମାନଙ୍କେର ପବିତ୍ର କାର୍ୟ୍ଯ ଥିଲା କାନ୍ଧ ରେ ଜିନିଷ ବହନ କରିବା।
ପବିତ୍ର ତମ୍ବୁ ତଳକୁ ନିଆଗଲା। ଗେର୍ଶୋନର ସନ୍ତାନଗଣ ଓ ମରାରିର ସନ୍ତାନଗଣ ବହନ କରି ଅଗ୍ରସର ହେଲେ।
ଏହାପରେ ଦାଉଦ କହିଲେ, କବଳେ ଲବେୀୟମାନେ ନିଯମସିନ୍ଦୁକକୁ ବହି ନଇେ ପାରିବେ। କାରଣ ସଦାପ୍ରଭୁ ସମାନଙ୍କେୁ ନିଯମସିନ୍ଦୁକ ବହିନବୋ ନିମନ୍ତେ ଓ ଚିରକାଳ ତାଙ୍କର ସବୋ କରିବା ନିମନ୍ତେ ମନୋନୀତ କରିଅଛନ୍ତି।
ଦାଉଦ ସମାନଙ୍କେୁ କହିଲେ, ତୁମ୍ଭମାନେେ ଲବେୀ ଗୋଷ୍ଠୀର ନେତା ଅଟ। ତୁମ୍ଭେ ଓ ଅନ୍ୟ ଲବେୀୟମାନେ ନିଜକୁ ପବିତ୍ର କରିବା ନିତାନ୍ତ ଆବଶ୍ଯକ। ଏହାପରେ ମୁଁ ନିଯମସିନ୍ଦୁକ ନିମନ୍ତେ ଯେଉଁ ସ୍ଥାନ ପ୍ରସ୍ତୁତ କରିଅଛି, ତୁମ୍ଭମାନେେ ତାହାକୁ ସହେି ସ୍ଥାନକୁ ଆଣିବ।