Home Bibles ପ୍ରଥମ ବଂଶାବଳୀ 15:12 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 15:12 · ଓଡ଼ିଆ ବାଇବେଲ

ଦାଉଦ ସମାନଙ୍କେୁ କହିଲେ, ତୁମ୍ଭମାନେେ ଲବେୀ ଗୋଷ୍ଠୀର ନେତା ଅଟ। ତୁମ୍ଭେ ଓ ଅନ୍ୟ ଲବେୀୟମାନେ ନିଜକୁ ପବିତ୍ର କରିବା ନିତାନ୍ତ ଆବଶ୍ଯକ। ଏହାପରେ ମୁଁ ନିଯମସିନ୍ଦୁକ ନିମନ୍ତେ ଯେଉଁ ସ୍ଥାନ ପ୍ରସ୍ତୁତ କରିଅଛି, ତୁମ୍ଭମାନେେ ତାହାକୁ ସହେି ସ୍ଥାନକୁ ଆଣିବ।

Cross references

ଯାତ୍ରା ପୁସ୍ତକ 19:14

ତେଣୁ ମାଶାେ ପର୍ବତରୁ ଓହ୍ଲାଇ ଲୋକମାନଙ୍କ ନିକଟକୁ ଗଲେ, ସମସ୍ତ ଲୋକେ ସମାନଙ୍କେର ବସ୍ତ୍ର ଧୌତ କରି ନିଜକୁ ପବିତ୍ର କଲେ।

ପ୍ରଥମ ବଂଶାବଳୀ 9:34

ସମାନଙ୍କେର ପରିବାରର ଇତିହାସ ଅନୁସାରେ ଏହି ଲବେୀୟଗଣ ସମାନଙ୍କେର ପରିବାରର ମୁଖ୍ଯ ଥିଲେ, ସମାନେେ ପରିବାରର ମୁଖ୍ଯ ୟିରୁଶାଲମ ରେ ବାସ କରୁଥିଲେ।

ପ୍ରଥମ ବଂଶାବଳୀ 15:1

ଦାଉଦ ଆପଣା ନିମନ୍ତେ ଦାଉଦ ନଗର ରେ ଗୃହମାନ ନିର୍ମାଣ କଲେ। ଏହାପରେ ସେ ନିଯମସିନ୍ଦୁକ ରଖିବା ନିମନ୍ତେ ଏକ ସ୍ଥାନ ନିର୍ମାଣ କଲେ। ସେ ସେଥି ନିମନ୍ତେ ଏକ ତମ୍ବୁ ନିର୍ମାଣ କଲେ।

ପ୍ରଥମ ବଂଶାବଳୀ 15:3

ଲବେୀୟମାନେ ନିଯମସିନ୍ଦୁକକୁ ଦାଉଦଙ୍କ ଦ୍ବାରା ପ୍ରସ୍ତୁତ ସ୍ଥାନକୁ ବହିନବୋ ସମୟରେ ଇଶ୍ରାୟେଲର ସମସ୍ତ ଲୋକଙ୍କୁ ୟିରୁଶାଲମ ରେ ଏକତ୍ରୀତ ହବୋ ନିମନ୍ତେ ଦାଉଦ କହିଲେ।

ପ୍ରଥମ ବଂଶାବଳୀ 15:14

ଏହାପରେ ଇଶ୍ରାୟେଲର ସଦାପ୍ରଭୁ ପରମେଶ୍ବରଙ୍କ ନିଯମସିନ୍ଦକକୁ ବହି ନଇୟିବୋ ନିମନ୍ତେ ଯାଜକ ଓ ଲବେୀୟମାନେ ନିଜକୁ ପବିତ୍ର କଲେ।

ପ୍ରଥମ ବଂଶାବଳୀ 16:1

ତା'ପରେ ସମାନେେ ନିଯମସିନ୍ଦୁକକୁ ବୋହି ଆଣିଲେ ଓ ତମ୍ବୁ ଭିତ ରେ ରଖିଲେ, ଯାହାକି ଦାଉଦ ପ୍ରସ୍ତୁତ କରିଥିଲେ। ଏହାପରେ ସମାନେେ ପରମେଶ୍ବରଙ୍କ ଆଗ ରେ ହାମବେଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।

ପ୍ରଥମ ବଂଶାବଳୀ 24:31

ସମାନେେ ବିଶଷେ କର୍ମ କରିବା ନିମନ୍ତେ ମନୋନୀତ ହାଇେଥିଲେ। ସମାନେେ ସମାନଙ୍କେର ଆତ୍ମୀଯ, ଯାଜକମାନଙ୍କ ପରି ଗୁଳାବାଣ୍ଟ କଲେ। ଯାଜକମାନେ ହାରୋଣଙ୍କ ବଂଶଧର ଥିଲେ। ସମାନେେ ରାଜା ଦାଉଦ, ସାଦୋକ, ଅହୀମଲକେ, ଯାଜକ ଏବଂ ଲବେୀୟ ବଂଶର ନେତାମାନଙ୍କ ସମ୍ମୁଖ ରେ ଗୁଳାବାଣ୍ଟ କଲେ। ଜେଷ୍ଠ ପରିବାର ଓ କନିଷ୍ଠ ପରିବାର ନିମନ୍ତେ ଯେତବେେଳେ କାର୍ୟ୍ଯ ସ୍ଥିର କରାଗଲା, ସେତବେେଳେ ସମାନଙ୍କେ ପ୍ରତି ସମାନ ବ୍ଯବହାର କରାଗଲା।

ଦିତୀୟ ବଂଶାବଳୀ 1:2

ଇଶ୍ରାୟେଲର ଲୋକମାନଙ୍କ ସହ ଶଲୋମନ କଥା ହେଲେ। ସେ 1,000 ସୈନ୍ଯ ବିଶିଷ୍ଟ ସୈନ୍ଯଦଳର ଦଳପତି ଓ 100 ସୈନ୍ଯ ବିଶିଷ୍ଟ ସୈନ୍ଯଦଳର ଦଳପତି ଓ ବିଚାରକର୍ତ୍ତା ଏବଂ ସମସ୍ତ ଇଶ୍ରାୟେଲର ନେତାମାନଙ୍କ ସହ ପୁଣି ପରିବାରଗୁଡ଼ିକର ମୁଖ୍ଯଙ୍କ ସହ କଥା ହେଲେ।

ଦିତୀୟ ବଂଶାବଳୀ 1:4

ସଦାପ୍ରଭୁଙ୍କ ନିଯମ-ସିନ୍ଦୁକକୁ ଦାଉଦ ୟିରୁଶାଲମକୁ କିରିଯତ ୟିଯାରୀମଠାରୁ ଆଣିଥିଲେ। ୟିରୁଶାଲମ ରେ ଏହାକୁ ସ୍ଥାପନ କରିବା ନିମନ୍ତେ ଦାଉଦ ଏକ ସ୍ଥାନ ନିରୂପଣ କରିଥିଲେ। ଦାଉଦ ୟିରୁଶାଲମ ରେ ସଦାପ୍ରଭୁଙ୍କ ନିଯମ-ସିନ୍ଦୁକ ପାଇଁ ଏକ ତମ୍ବୁ ନିର୍ମାଣ କରିଥିଲେ।

ଦିତୀୟ ବଂଶାବଳୀ 5:2

ଇଶ୍ରାୟେଲର ସମସ୍ତ ପ୍ରାଚୀନ ଏବଂ ପ୍ରେତ୍ୟକକ ପରିବାରବର୍ଗର ମୁଖିଆମାନଙ୍କୁ ୟିରୁଶାଲମ ରେ ସମ୍ମିଳିତ ହବୋ ନିମନ୍ତେ ଶଲୋମନ ଆଜ୍ଞା ଦେଲେ। ଏହି ଲୋକମାନେ ଇଶ୍ରାୟେଲର ପରିବାରଗୁଡ଼ିକର ମୁଖିଆ ଥିଲେ। ସଦାପ୍ରଭୁଙ୍କର ନିଯମ-ସିନ୍ଦୁକ ସିୟୋନ ବାହାରକୁ ଦାଉଦଙ୍କର ନଗରକୁ ଆଣିବା ନିମନ୍ତେ ଶଲୋମନ ଏପରି କଲେ।

ଦିତୀୟ ବଂଶାବଳୀ 5:11

ସମସ୍ତ ଯାଜକଗଣ ସମାନଙ୍କେର ବିଶଷେ ଦଳଗୁଡ଼ିକୁ ଖାତିର ନ କରି ନିଜକୁ ଶୁଚି କଲେ। ଯେତବେେଳେ ସମାନେେ ପବିତ୍ର ସ୍ଥାନରୁ ବାହାରି ଆସିଲେ।

ଦିତୀୟ ବଂଶାବଳୀ 29:4

ହିଜକିଯ ଯାଜକ ଓ ଲବେୀୟମାନଙ୍କୁ ଏକ ସଭା ରେ ସମ୍ମିଳିତ କରାଇଲେ। ମନ୍ଦିରର ପୂର୍ବ ପାଶର୍‌ବସ୍ଥ ଉନ୍ମୁକ୍ତ ପ୍ରାଙ୍ଗଣ ରେ ସେ ସମାନଙ୍କେ ସହିତ ଏକ ସଭା କଲେ।

ଦିତୀୟ ବଂଶାବଳୀ 29:5

ହିଜକିଯ ସମାନଙ୍କେୁ କହିଲେ, ହେ ଲବେୀୟମାନେ, ମାେ' କଥା ଶୁଣ। ତୁମ୍ଭର ପୂର୍ବପୁରୁଷମାନଙ୍କ ସଦାପ୍ରଭୁ ପରମେଶ୍ବରଙ୍କ ମନ୍ଦିର ରେ ସବୋ କରିବା ପାଇଁ ନିଜକୁ ଉତ୍ସର୍ଗୀକୃତ କର। ଅପବିତ୍ର ବସ୍ତୁକୁ ମନ୍ଦିରରୁ ବାହାର କରିନିଅ।

ଦିତୀୟ ବଂଶାବଳୀ 30:15

ଏହାପରେ ସମାନେେ ଦ୍ବିତୀୟ ମାସର ଚତୁର୍ଦ୍ଦଶତମ ଦିନ ରେ ନିସ୍ତାରପର୍ବର ମଷେଶାବକଙ୍କୁ ହତ୍ଯା କଲେ। ଯାଜକମାନେ ଓ ଲବେୀୟମାନେ ଲଜ୍ଜିତ ହେଲେ। ସମାନେେ ପବିତ୍ର ସବୋକାର୍ୟ୍ଯ ନିମନ୍ତେ ନିଜକୁ ପ୍ରସ୍ତୁତ କଲେ। ଯାଜକ ଓ ଲବେୀୟମାନେ ସଦାପ୍ରଭୁଙ୍କ ମନ୍ଦିରକୁ ହାମବେଳି ଉପହାର ଆଣିଲେ।

ଦିତୀୟ ବଂଶାବଳୀ 35:6

ନିସ୍ତାରପର୍ବର ମଷେଶାବକଗୁଡ଼ିକୁ ହତ୍ଯା କର, ସଦାପ୍ରଭୁଙ୍କ ନିମନ୍ତେ ନିଜକୁ ପବିତ୍ର କର। ତୁମ୍ଭମାନଙ୍କର ଭ୍ରାତାଗଣ, ଇଶ୍ରାୟେଲ ଲୋକମାନଙ୍କ ନିମନ୍ତେ ସହେି ମଷେଶାବକଗୁଡ଼ିକୁ ପ୍ରସ୍ତୁତ କର, ସଦାପ୍ରଭୁ ଆମ୍ଭମାନଙ୍କୁ ଯେଉଁସବୁ ବିଷଯ କରିବାକୁ ଆଦେଶ ଦଇେଛନ୍ତି। ସଦାପ୍ରଭୁ ଆମ୍ଭମାନଙ୍କୁ ଏହି ଆଦେଶସବୁ ମାଶାଙ୍କେ ମାଧ୍ଯମ ରେ ଦଇେଥିଲେ।

ଯିଶାଇୟ 52:11

ତୁମ୍ଭମାନେେ ପ୍ରସ୍ଥାନ କର, ପ୍ରସ୍ଥାନ କର। ବାବିଲରୁ ବାହାରି ୟାଅ, ଅଶୁଚି ବସ୍ତୁ ଛୁଅଁ ନାହିଁ। ତୁମ୍ଭମାନେେ ତା'ମଧ୍ଯରୁ ଚାଲିୟାଅ। ହେ ସଦାପ୍ରଭୁଙ୍କ ଯାଜକଗଣ, ତୁମ୍ଭମାନେେ ଶୁଚି ହୁଅ।

ଯିହିଜିକଲ 48:11

ତାହା ସାଦୋକର ସନ୍ତାନଗଣ ମଧ୍ଯରୁ ପବିତ୍ରୀକୃତ ଯାଜକମାନଙ୍କ ବଂଶଧର ନିମନ୍ତେ ହବେ। ଯେଉଁମାନେ ମାେତେ ବିଶ୍ବସ୍ତ ଭାବରେ ସବୋ କରିଛନ୍ତି, କାରଣ ସମାନେେ ଆମର ରକ୍ଷଣୀଯ। ଇଶ୍ରାୟେଲର ପରିବାରବର୍ଗ ବିପଥଗାମୀ ହବୋ ସମୟର ଲବେୀୟମାନେ ଯେପରି ବିପଥଗାମୀ ହେଲେ, ସମାନେେ ସପରେି ବିପଥଗାମୀ ହେଲେ ନାହିଁ।

ଯୋହନଲିଖିତ ସୁସମାଚାର 17:17

ତେଣୁ ତୁମ୍ଭେ ତୁମ୍ଭର ସତ୍ଯ ଦ୍ବାରା ସମାନଙ୍କେୁ ତୁମ୍ଭର ମବୋ ପାଇଁ ପ୍ରସ୍ତୁତ କରାଅ। ତୁମ୍ଭର ଉପଦେଶ ହେଉଛି ସତ୍ଯ।

ରୋମୀୟଙ୍କ ପ୍ରତି ପତ୍ର 12:1

ସେଥିପାଇଁ ହେ ଭାଇ ଓ ଭଉଣୀମାନେ! ପରମେଶ୍ବରଙ୍କ ଅନୁଗ୍ରହକୁ ସ୍ମରଣ କରି, ତୁମ୍ଭମାନେେ ନିଜର ଜୀବନକୁ, ଏକ ଜୀବନ୍ତ ବଳିଦାନ ସ୍ବରୂପ ପରମେଶ୍ବରଙ୍କୁ ଅର୍ପଣ କର।ଏହା କବଳେ ତାହାଙ୍କୁ ସମର୍ପିତ ହବେ। ଏହା ପରମେଶ୍ବରଙ୍କୁ ଅତି ପ୍ରସନ୍ନ କରିବ। ଏହି ସମର୍ପଣ, ତୁମ୍ଭମାନଙ୍କ ପାଇଁ ପରମେଶ୍ବରଙ୍କ ଆତ୍ମୀକ ଉପାସନା ଅଟେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 5:9

ସମାନେେ ମଷେଶାବକଙ୍କ ପାଇଁ ଗୋଟିଏ ନୂତନ ଗୀତ ଗାନ କଲେ :

Interlinear

Choose Theme