Home Bibles ☰ Books ଗଣନା ପୁସ୍ତକ 4:20 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 4:20 · ଓଡ଼ିଆ ବାଇବେଲ

ସମାନେେ ପବିତ୍ର ବସ୍ତ୍ରକୁ ଦେଖିବା ଉଚିତ୍ ନୁହେଁ, ସମାନେେ ଯେତବେେଳେ ୟିବା ପାଇଁ ସଜାଡୁଛନ୍ତି। କାରଣ ଯଦି ସମାନେେ ତାହା କରନ୍ତି, ତବେେ ସମାନେେ ମରିଯିବେ।

Cross references

ଯାତ୍ରା ପୁସ୍ତକ 19:21

ସଦାପ୍ରଭୁ ମାଶାଙ୍କେୁ କହିଲେ, ତଳକୁ ୟାଇ ଲୋକମାନଙ୍କୁ ସତର୍କ କରାଇ ଦିଅ ଯେ ସମାନେେ ମାେ ଆଡକୁ ଚାହିଁବେ ନାହିଁ କି ମାେ ନିକଟକୁ ଆସିବେ ନାହିଁ, ଯଦି କିଏ ଅମାନ୍ଯ କରେ ତବେେ ସେ ମରିବ।

ଲେବୀୟ ପୁସ୍ତକ 10:2

ତେଣୁ ସଦାପ୍ରଭୁଙ୍କ ସମ୍ମୁଖରୁ ଅଗ୍ନି ନିର୍ଗତ ହାଇେ ସମାନଙ୍କେୁ ଗ୍ରାସ କଲା ଓ ସମାନେେ ସଦାପ୍ରଭୁଙ୍କ ସମ୍ମୁଖ ରେ ମଲେ।

ଗଣନା ପୁସ୍ତକ 1:51

ଯେତବେେଳେ ପବିତ୍ର ତମ୍ବୁ ସ୍ଥାନାନ୍ତରିତ କରାୟିବ, ଲବେୀୟମାନେ ତାହାକୁ ତଳକୁ ଆଣିବା ଉଚିତ୍ ଏବଂ ପୁଣିଥରେ ସ୍ଥାପନ କରିବା ଉଚିତ୍। ଲବେୀୟ ବ୍ଯତୀତ, ଅନ୍ୟ ଯେକହେି ସଠାେକୁ ୟାଏ, ତାକୁ ହତ୍ଯା କରାୟିବ।

ଗଣନା ପୁସ୍ତକ 4:15

ଏହି ରୂପେ ଯେତବେେଳେ ଛାଉଣୀ ଅଗ୍ରସର ହବୋ ବେଳେ ହାରୋଣ ଓ ତାଙ୍କର ପୁତ୍ରଗଣ ପବିତ୍ରସ୍ଥାନ ଓ ପବିତ୍ର ସମସ୍ତ ଆସବାବ ଦ୍ରବ୍ଯ ଢାଙ୍କି ଦବେେ। ତାହାପରେ କହାତ ପୁତ୍ରଗଣ ତାହା ବହନ କରିବା ପାଇଁ ଆସିବା ଉଚିତ୍। ସେଥିପାଇଁ ସମାନେେ ନିଶ୍ଚଯ କୌଣସି ପବିତ୍ର ବସ୍ତ୍ର ସ୍ପର୍ଶ କରିବେ ନାହିଁ ନ ହେଲେ ସମାନେ ମୁତ୍ଯୁବରଣ କରିବେ। ପବିତ୍ର ତମ୍ବୁ ରେ ଏହାହିଁ କହାତ ପୁତ୍ରଗଣର କର୍ତ୍ତବ୍ଯ ହବେ।

ଗଣନା ପୁସ୍ତକ 4:19

ମାତ୍ର ସମାନେେ ମହାପବିତ୍ର ସ୍ଥାନ ରେ ଥିବା ବସ୍ତ୍ରର ନିକଟବର୍ତ୍ତୀ ହେଲା ବେଳେ ଯେପରି ନ ମରନ୍ତି, ଏଥିପାଇଁ ତୁମ୍ଭେ ମାନେ ସମାନଙ୍କେ ପ୍ରତି ଏହିପରି କରିବ; ହାରୋଣ ଓ ତାହାର ପୁତ୍ରଗଣ ଭିତର ୟାଇ ସମାନଙ୍କେର ପ୍ରେତ୍ୟକକ ଜଣକୁ ଆପଣା ଆପଣା ସବୋ ରେ ଓ ଭାର ବହନ ରେ ନିୟୁକ୍ତି କରିବେ।

ଗଣନା ପୁସ୍ତକ 18:3

ସମାନେେ ତୁମ୍ଭକୁ ବିବରଣୀ ଦବେେ ଓ ପବିତ୍ର ତମ୍ବୁର ରକ୍ଷାର ଦାଯିତ୍ବ ନବେେ। କିନ୍ତୁ ସମାନେେ ପବିତ୍ର ପାତ୍ର ନିକଟକୁ କିମ୍ବା ୟଜ୍ଞବଦେୀ ନିକଟକୁ ଯିବେ ନାହିଁ। ତେଣୁ ସମାନେେ ମରନ୍ତି ନାହିଁ, ତୁମ୍ଭେ ମଧ୍ଯ ନୁହଁ।

ପ୍ରଥମ ଶାମୁୟେଲ 6:19

ବୈଥ-ଶମେଶୀଯ ଲୋକମାନେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦକ୍ସ୍ଟକକକ୍ସ୍ଟ ଅନାଇବାରକ୍ସ୍ଟ ସେ ସମାନଙ୍କେୁ ହତ୍ଯା କଲେ, ବୈଥ୍-ଶମେଶର ଲୋକମାନଙ୍କ ମଧ୍ଯରକ୍ସ୍ଟ ସତକ୍ସ୍ଟରି ଜଣ ହତ୍ଯା ହେଲେ। ପକ୍ସ୍ଟଣି ପରମେଶ୍ବର ସମାନଙ୍କେୁ ଭୟଙ୍କର ଭାବରେ ଦଣ୍ତିତ କରିଥିବାର ଲୋକମାନେ ବିଳାପ କଲେ।

ଏବ୍ରୀ 10:19

ଅତଏବ ହେ ଭାଇ ଓ ଭଉଣୀମାନେ, ଆମ୍ଭେ ମହାପବିତ୍ର ସ୍ଥାନ ରେ ପ୍ରବେଶ କରିବା ପାଇଁ ପୂର୍ଣ୍ଣ ସ୍ବାଧୀନ ପାଇଛୁ। ଯୀଶୁଙ୍କର ରକ୍ତ କାରଣରୁ ଆମ୍ଭେ ନିର୍ଭୟ ରେ ଏପରି କରିପାରିବା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 11:19

ତା'ପରେ ସ୍ବର୍ଗ ରେ ପରମେଶ୍ବରଙ୍କ ମନ୍ଦିର ଖାଲିଗେଲା ଓ ସହେି ମନ୍ଦିରର ପବିତ୍ର ନିୟମସିନ୍ଦୁକ ଦଖାଗେଲା। ଏହି ପବିତ୍ର ସିନ୍ଦୁକରେ ସହେି ଚୁକ୍ତି ଥିଲା, ଯାହାକୁ ପରମେଶ୍ବର ଲୋକମାନଙ୍କୁ ଦଇେଥିଲେ। ତା'ପରେ ସଠାେରେ ବିଜୁଳିର ଆଲୋକ ଝଲସି ଉଠିଲା, ତଥା ମହା କୋଳାହଳ, ବଜ୍ର ନାଦ, ଭୂମିକମ୍ପ ଓ ପ୍ରବଳ କୁଆପଥର ବୃଷ୍ଟି ହେଲା।

Interlinear

Choose Theme