ଶିମିୟୋନ ବଂଶର ସମାମେନଙ୍କର ପିତୃଗୃହ, ନାମ ଏବଂ ସଂଖ୍ଯା କୋଡିଏ ବର୍ଷ ଓ ତହିଁରୁ ଅଧିକ ପୁରୁଷ ସୈନ୍ଯ ବିଭାଗ ରେ ଦାଖଲ ହବୋକୁ ଯୋଗ୍ଯ।
Cross references
ଲୟୋ ପୁନ୍ନରାଯ ଗର୍ଭବତୀ ହାଇେ ଅନ୍ୟ ଏକ ପୁତ୍ର ସନ୍ତାନ ଜନ୍ମ ଦଲୋ। ସେ ତାଙ୍କର ନାମ ଦଲୋଶିମିଯୋନ, ସେ ଶୁଣି ପାରିଲା। ଲୟୋ କହିଲା, ସଦାପ୍ରଭୁ ଶୁଣିଲେ ଯେ ମାେ ସ୍ବାମୀ ମାେତେ ଘୃଣା କରନ୍ତି। ତେଣୁ ସେ ମାେ କୋଳ ରେ ଏହି ସନ୍ତାନ ଦଇେଛନ୍ତି।
ତିନିଦିନ ପରେ, ସଇେ ସ୍ଥାନର ଲୋକମାନେ ସୁନ୍ନତ ଯୋଗୁଁ କଷ୍ଟ ରେ ଥିଲେ। ଯାକୁବର ଦୁଇପୁତ୍ର ଶିମିୟୋନ ଓ ଲବେୀ, ତାଙ୍କର ଖଡ୍ଗ ନେଲେ ଏବଂ ସହେି ନଗରର ନିର୍ଭୟ ରେ ପ୍ରେତ୍ୟକକ ପୁରୁଷମାନଙ୍କୁ ମାରି ଦେଲେ।
ତେଣୁ ଯୋଷଫେ ସମାନଙ୍କେଠାରୁ ଦୂରକୁ ୟାଇ କାନ୍ଦିଲେ। କିଛି ସମୟ ପରେ ଯୋଷଫେ ସମାନଙ୍କେ ପାଖକୁ ଗଲେ। ତା'ର ଭାଇମାନଙ୍କ ମଧ୍ଯରୁ ଜଣକୁ ଅର୍ଥାତ୍ଶିମିଯୋନକୁ ନଇେ ତାଙ୍କ ଭାଇମାନଙ୍କ ସମ୍ମୁଖ ରେ ବାନ୍ଧି ପକାଇଲେ।
ଶିମିୟୋନର ପୁତ୍ର ୟିମୁଏଲ, ୟାମୀନ୍, ଓହଦ୍, ୟାଖୀନ୍, ସୋହର ଓ ତାହାର କିଣାନୀଯ ସ୍ତ୍ରୀଠାରୁ ଜାତ ପୁତ୍ର ଶୌଲ।
ଶିମିୟୋନ ଓ ଲବେୀ ଦୁଇ ସହୋଦର, ସମାନଙ୍କେର ଖଡ୍ଗ ଦୌରାତ୍ମ୍ଯର ଅସ୍ତ୍ର।
ରୁବନରେ ଗୋଷ୍ଠୀ ଛାଉଣୀ ପାଖ ରେଶିମିଯୋନ ପରିବାରବର୍ଗ ଛାଉଣୀ ସ୍ଥାପନ କରିବେ ଓ ସୂରୀଶଦ୍ଦଯର ପୁତ୍ର ଶଲୁମୀଯଲେଶିମିଯୋନ ଲୋକମାନଙ୍କର ଅଧିପତି ହବେ।
ଏହି ପୁରୁଷମାନେ ହେଲେଶିମିଯୋନର ପରିବାରବର୍ଗ। ନମୂଯଲଠାରୁେ ନମୂଯଲେୀଯ ଗୋଷ୍ଠୀ ଏବଂ ୟାମୀନଠାରୁ ୟାମୀନୀଯ ଗୋଷ୍ଠୀ ଏବଂ ୟାଖୀନଠାରୁ ୟାଖୀନୀଯ ଗୋଷ୍ଠୀ।
ଶିମିୟୋନ ପରିବାରବର୍ଗରୁ 12,000, ଲେବୀ ପରିବାରବର୍ଗରୁ 12,000, ଇସାଖର ପରିବାରବର୍ଗରୁ 12,000