Cross references
ଗଣନା ପୁସ୍ତକ 2:13
ତାଙ୍କର ସୈନ୍ଯବାହିନୀର ସାମର୍ଥ୍ଯ 59,300
ଗଣନା ପୁସ୍ତକ 25:8
ତା'ପରେ ସେ ତମ୍ବୁ ଭିତ ରେ ପ୍ରବେଶ କଲା ଏବଂ ସେ ଉଭୟ ପୁରୁଷ ଓ ସ୍ତ୍ରୀର ପଟେକୁ ବର୍ଚ୍ଛା ରେ ବିଦିର୍ଣ୍ଣ କଲା, ଫଳ ରେ ଇଶ୍ରାୟେଲ ମଧିଅରେ ମହାମାରୀ ବନ୍ଦ ହାଇେ ଗଲା।
ଗଣନା ପୁସ୍ତକ 25:14
ଇଶ୍ରାୟେଲର ଯେଉଁ ପୁରୁଷ ମିଦିଯନୀଯ ସ୍ତ୍ରୀ ସହିତ ନିହିତ ହାଇେଥିଲା, ତାହାର ନାମ ସିମ୍ରି ଓ ସେ ସାଲୂର ପୁତ୍ର ଏବଂଶିମିଯୋନ ପରିବାରବର୍ଗର ନତେୃବର୍ଗ ଥିଲେ।
ଗଣନା ପୁସ୍ତକ 26:14
ଶିମିଯୋନୀଯ ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ଯା 22,200 ଥିଲା।