Home Bibles ଆଦି ପୁସ୍ତକ 42:24 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 42:24 · ଓଡ଼ିଆ ବାଇବେଲ

ତେଣୁ ଯୋଷଫେ ସମାନଙ୍କେଠାରୁ ଦୂରକୁ ୟାଇ କାନ୍ଦିଲେ। କିଛି ସମୟ ପରେ ଯୋଷଫେ ସମାନଙ୍କେ ପାଖକୁ ଗଲେ। ତା'ର ଭାଇମାନଙ୍କ ମଧ୍ଯରୁ ଜଣକୁ ଅର୍ଥାତ୍ଶିମିଯୋନକୁ ନଇେ ତାଙ୍କ ଭାଇମାନଙ୍କ ସମ୍ମୁଖ ରେ ବାନ୍ଧି ପକାଇଲେ।

Cross references

ଆଦି ପୁସ୍ତକ 34:25

ତିନିଦିନ ପରେ, ସଇେ ସ୍ଥାନର ଲୋକମାନେ ସୁନ୍ନତ ଯୋଗୁଁ କଷ୍ଟ ରେ ଥିଲେ। ଯାକୁବର ଦୁଇପୁତ୍ର ଶିମିୟୋନ ଓ ଲବେୀ, ତାଙ୍କର ଖଡ୍ଗ ନେଲେ ଏବଂ ସହେି ନଗରର ନିର୍ଭୟ ରେ ପ୍ରେତ୍ୟକକ ପୁରୁଷମାନଙ୍କୁ ମାରି ଦେଲେ।

ଆଦି ପୁସ୍ତକ 43:14

ମୁଁ ସହେି ସର୍ବଶକ୍ତିମାନ ପରମେଶ୍ବରଙ୍କୁ ପାର୍ଥନା କରିବି, ସେ ରାଜ୍ଯପାଳଙ୍କୁ ଏପରି କହି ଦବେେ ଯେ, ସେ ତୁମ୍ଭଙ୍କୁ ଦୟା କରିବେ। ମୁଁ ପ୍ରାର୍ଥନା କରିବି ସେଶିମିଯୋନ ଓ ବିନ୍ଯାମୀନଙ୍କୁ ନିରାପଦ ରେ ଫରୋଇ ଦବେେ। ଯଦି ନ ଫରୋନ୍ତି, ତବେେ ମାେତେ ପୁଣି ପୁତ୍ର ପାଇଁ ଶାେକ କରିବାକୁ ପଡ଼ିବ।

ଆଦି ପୁସ୍ତକ 43:23

କିନ୍ତୁ ଦାସ ଉତ୍ତର ଦେଲେ, ଭୟ କରନାହିଁ। ମାେତେ ବିଶ୍ବାସ କର। ତୁମ୍ଭର ପରମେଶ୍ବର ତୁମ୍ଭ ପିତାଙ୍କର ପରମେଶ୍ବର ଉପହାର ସ୍ବରୂପ ତୁମ୍ଭ ପଟ ରେ ପୁରା ୟାଇଥିଲା। ମାରେ ମନେ ଅଛି ତୁମ୍ଭେ ସହେି ଟଙ୍କା ଗତ ଥର ମାେତେ ଶସ୍ଯ କିଣିବା ସମୟରେ ଦଇେଥିଲ।

ଆଦି ପୁସ୍ତକ 43:30

ତା'ପରେ ଯୋଷଫେ ଆଉ ଅଧିକ ସମୟ ନିଜର ଦୟା ତାଙ୍କ ଭାଇମାନଙ୍କ ପ୍ରତି ସମ୍ଭାଳି ପାରିଲେ ନାହିଁ। ସେ ଶିଘ୍ର ସମାନଙ୍କେ ପାଖରୁ ଆଉ ଗୋଟିଏ କଠାେରୀକୁ ଗଲେ ଏବଂ କାନ୍ଦିଲେ।

ଆଦି ପୁସ୍ତକ 45:1

ଯୋଷଫେ ନିଜକୁ ବେଶି ଦିନ ନିଯନ୍ତ୍ରଣ ରେ ରଖି ପାରି ନଥିଲେ। ଯୋଷଫେ ସମସ୍ତ ଲୋକଙ୍କୁ ସମ୍ମୁଖ ରେ ଡ଼ାକି କହିଲେ, ସମସ୍ତେ ଏଠାରୁ ଚାଲିୟାଅ। ତେଣୁ କହେି ନଥିଲା ବେଳେ ଯୋଷଫେ ନିଜକୁ ଭାଇମାନଙ୍କ ସମ୍ମୁଖ ରେ ପରିଚିତ କରାଇଲେ।

ଆଦି ପୁସ୍ତକ 45:2

ଯୋଷଫେ କ୍ରନ୍ଦନ କରିବା ସମସ୍ତ ମିଶରୀଯମାନେ ଶୁଣିଲେ। ଯେଉଁମାନେ ଫାରୋଙ୍କ ଗୃହ ରେ ଥିଲେ।

ଆଦି ପୁସ୍ତକ 45:14

ଏହାପରେ ଯୋଷଫେ ବିନ୍ଯାମୀନଙ୍କୁ ଆଲିଙ୍ଗନ କଲେ ଓ ଉଭୟ ଭାଇ ମିଶି କ୍ରନ୍ଦନ କଲେ।

ଆଦି ପୁସ୍ତକ 49:5

ଶିମିୟୋନ ଓ ଲବେୀ ଦୁଇ ସହୋଦର, ସମାନଙ୍କେର ଖଡ୍ଗ ଦୌରାତ୍ମ୍ଯର ଅସ୍ତ୍ର।

ଯିଶାଇୟ 63:9

ସେ ସମାନଙ୍କେର ସବୁ ଦୁଃଖ ରେ ଦୁଃଖିତ ହେଲେ। ତାହାଙ୍କର ଉପସ୍ଥିତି ସ୍ବରୂପ ଦୂତ ସମାନଙ୍କେୁ ପରିତ୍ରାଣ କଲେ। ସେ ସମାନଙ୍କେୁ ନିଜ ପ୍ ରମେ ଓ ଦୟାରୁ ମୁକ୍ତ କଲେ ଏବଂ ସମାନେେ ଅତି ପୁରୁଣା ସମୟ ଦଇେ ବହନ କଲେ।

ଲୂକଲିଖିତ ସୁସମାଚାର 19:41

ଯୀଶୁ ୟିରୁଶାଲମ ପାଖ ରେ ପହନ୍ଚିଲେ। ଯୀଶୁ ୟିରୁଶାଲମ ନଗରକୁ ଦେଖି ତା'ପାଇଁ କାନ୍ଦି ପକାଇଲେ।

ରୋମୀୟଙ୍କ ପ୍ରତି ପତ୍ର 12:15

ଯେତବେେଳେ ଅନ୍ୟମାନେ ପ୍ରସନ୍ନ, ତୁମ୍ଭମାନେେ ସମାନଙ୍କେ ସହିତ ପ୍ରସନ୍ନ ହୁଅ। ଅନ୍ୟମାନେ ଦୁଃଖିତ ଥିଲା ବେଳେ ତୁମ୍ଭମାନେେ ତାହାଙ୍କ ସହିତ ଦୁଃଖିତ ହୁଅ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 12:26

ଯଦି ଶରୀରର ଗୋଟିଏ ଅଙ୍ଗ କଷ୍ଟ ପାଏ, ତା'ସହିତ ଶରୀରର ଅନ୍ୟ ଅଙ୍ଗଗୁଡ଼ିକ ମଧ୍ଯ କଷ୍ଟ ପା'ନ୍ତି। ଯଦି ଶରୀରର କୌଣସି ଅଙ୍ଗ ସମ୍ମାନ ପାଏ ଅନ୍ୟ ସମସ୍ତ ଅଙ୍ଗଗୁଡ଼ିକ ତାହା ସହିତ ଏକତ୍ର ହାଇେ ଆନନ୍ଦ କରନ୍ତି।

ଏବ୍ରୀ 4:15

ଅତଏବ ଆମ୍ଭେ ଆମ୍ଭମାନଙ୍କ ବିଶ୍ବାସ ରେ ଦୃଢ଼ ରହିବା ଉଚିତ୍। ମହାୟାଜକ ଯୀଶୁ ଆମ୍ଭର ସମସ୍ତ ଦୁର୍ବଳତା ଜାଣନ୍ତି। ଜଗତ ରେ ଥିବା ବେଳେ ସେ ପ୍ରେତ୍ୟକକ ଭାବରେ ପରୀକ୍ଷିତ ହେଲେ।

ଯିହୂଦାଙ୍କ ପତ୍ର 1:22

ସନ୍ଦହେ ରେ ପଡ଼ିଥିବା ଲୋକମାନଙ୍କୁ ସାହାୟ୍ଯ କର।

Interlinear

Choose Theme