ଗଣନା ପୁସ୍ତକ 26:12 · ଓଡ଼ିଆ ବାଇବେଲ
ଏହି ପୁରୁଷମାନେ ହେଲେଶିମିଯୋନର ପରିବାରବର୍ଗ। ନମୂଯଲଠାରୁେ ନମୂଯଲେୀଯ ଗୋଷ୍ଠୀ ଏବଂ ୟାମୀନଠାରୁ ୟାମୀନୀଯ ଗୋଷ୍ଠୀ ଏବଂ ୟାଖୀନଠାରୁ ୟାଖୀନୀଯ ଗୋଷ୍ଠୀ।
Cross references
ଆଦି ପୁସ୍ତକ 46:10
ଶିମିୟୋନର ପୁତ୍ର ୟିମୁଏଲ, ୟାମୀନ୍, ଓହଦ୍, ୟାଖୀନ୍, ସୋହର ଓ ତାହାର କିଣାନୀଯ ସ୍ତ୍ରୀଠାରୁ ଜାତ ପୁତ୍ର ଶୌଲ।
ଯାତ୍ରା ପୁସ୍ତକ 6:14
ଏହି ସମସ୍ତ ଲୋକ ଇଶ୍ରାୟେଲ ବଂଶ ମଧିଅରେ ମୁଖ୍ଯ ଥିଲେ। ଇଶ୍ରାୟେଲଙ୍କର ଜେଷ୍ଠ ପୁତ୍ର ରୁବନରେ ସନ୍ତାନ ହନୋକ, ପଲ୍ଲୁ, ହିଷ୍ରୋଣ ଓ କର୍ମି ଏହିପରି ଚାରି ପୁତ୍ର ଥିଲେ।
ଯାତ୍ରା ପୁସ୍ତକ 6:15
ଶିମିୟୋନଙ୍କର ପୁତ୍ର ୟିମୂଯଲେ, ୟାମୀନ୍ ଓ ଓହଦ୍, ୟାଖୀନ୍, ସୋହର ଓ କିଣାନୀଯା ସ୍ତ୍ରୀର ପୁତ୍ର ଶୈାଲ, ଏମାନେ ଥିଲେଶିମିଯୋନଙ୍କର ବଂଶ।
ପ୍ରଥମ ରାଜାବଳୀ 7:21
ହୀରମ୍ସସହି ସ୍ତମ୍ଭ ଦୁଇଟିକୁ ମନ୍ଦିରର ବାରଣ୍ତାସର ସ୍ଥାପନ କଲଲ।ସଗାଟିଏ ସ୍ତମ୍ଭ ଦକ୍ଷିଣ ପାଶର୍ବର ପ୍ରଲବଶ ଦ୍ବାରସର ଓ ଅନ୍ୟ ସ୍ତମ୍ଭଟି ବାମ ପାଶର୍ବସର ରହିଲା। ଦକ୍ଷିଣ ସ୍ତମ୍ଭର ନାମ ୟାଖୀନ୍ ଓ ବାମ ସ୍ତମ୍ଭର ନାମ ବୋଯସ୍ସଦଲା।
ପ୍ରଥମ ବଂଶାବଳୀ 4:24
ଶିମିୟୋନଙ୍କର ପୁତ୍ରମାନେ ଥିଲେ ନମୂଯଲେ, ୟାମୀନ, ୟାରୀବ, ସରହେ ଓ ଶୌଲ।