Home Bibles ନିହିମିୟା 8:6 · ଓଡ଼ିଆ ବାଇବେଲ
ନିହିମିୟା 8:6 · ଓଡ଼ିଆ ବାଇବେଲ

ତେଣୁ ଏଜ୍ରା ସଦାପ୍ରଭୁ ମହାନ ପରମେଶ୍ବରଙ୍କର ପ୍ରଶଂସା କଲା। ଏବଂ ସମସ୍ତ ଲୋକ ନିଜ ନିଜର ହସ୍ତ ଉଠାଇ କହିଲେ, ଆମେନ୍! ଆମେନ୍!

Cross references

ଆଦି ପୁସ୍ତକ 14:22

କିନ୍ତୁ ଅବ୍ରାମ ସଦୋମର ରାଜାଙ୍କୁ ଉତ୍ତର ଦଇେ କହିଲେ, ମୁଁ ସ୍ବର୍ଗ ଓ ପୃଥିବୀର ଅଧିକାରୀ ସଦାପ୍ରଭୁ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ହସ୍ତ ଉଠାଇ କହିଅଛି ଯେ,

ଆଦି ପୁସ୍ତକ 24:26

ସହେି ଦାସଜଣଙ୍କ ସଦାପ୍ରଭୁଙ୍କୁ ପ୍ରଣାମ କରି ତାଙ୍କର ଉପାସନା କଲେ।

ଯାତ୍ରା ପୁସ୍ତକ 4:31

ଲୋକମାନେ ମଧ୍ଯ ବିଶ୍ବାସ କଲେ ଯେ ପରମେଶ୍ବର ମାଶାଙ୍କେୁ ପଠାଇଛନ୍ତି। ଯେତବେେଳେ ଇଶ୍ରାୟେଲୀୟମାନେ ଶୁଣିଲେ ଯେ, ପରମେଶ୍ବର ସମାନଙ୍କେର ଅସୁବିଧା ଦେଖିଛନ୍ତି ଏବଂ ସମାନଙ୍କେ ପାଇଁ ଦୁଃଖ କଲେ। ସମାନେେ ତାଙ୍କୁ ପ୍ରଣାମ କଲେ ଓ ଉପାସନା କଲେ।

ଯାତ୍ରା ପୁସ୍ତକ 12:27

ତୁମ୍ଭମାନେେ କହିବ, 'ଏହା ହେଉଛି ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ନିସ୍ତାର ପର୍ବୀଯ ବଳିଦାନ। କାରଣ? ଯେ ତବେଳେ ଆମ୍ଭେ ମିଶର ରେ ଥିଲୁ, ସଦାପ୍ରଭୁ ସେତବେେଳେ ଆମ୍ଭମାନଙ୍କୁ ଛାଡ କବଳେ ମିଶରବସୀମାନଙ୍କୁ ଆଘାତ କରିଥିଲେ। ସଦାପ୍ରଭୁ ମିଶରବାସୀମାନଙ୍କୁ ହତ୍ଯା କଲା ବେଳେ ଆମ୍ଭମାନଙ୍କୁ ସୁରକ୍ଷା ହଇେଥିଲେ। ଯେଉଁଥିପାଇଁ ବର୍ତ୍ତମାନ ଲୋକମାନେ ନତମସ୍ତକ ହାଇେ ପ୍ରଣାମ କଲେ।'

ଲେବୀୟ ପୁସ୍ତକ 9:24

ପୁଣି ସଦାପ୍ରଭୁଙ୍କ ସମ୍ମୁଖରୁ ଅଗ୍ନି ନିର୍ଗତ ହାଇେ ୟଜ୍ଞବଦେୀ ଉପରିସ୍ଥ ହାମବେଳି ଓ ମଦକେୁ ଭସ୍ମ କଲା। ସେତବେେଳେ ସମସ୍ତ ଲୋକ ତାହା ଦେଖି ଉଚ୍ଚଧ୍ବନି କରି ଭୂମିରେ ମଥାନତ କରି ପଡିଲେ।

ପ୍ରଥମ ବଂଶାବଳୀ 29:10

ଏହାପରେ ଦାଉଦ ଏକତ୍ରୀତ ହାଇେଥିବା ସମସ୍ତ ଲୋକଙ୍କ ସାକ୍ଷାତ ରେ ସଦାପ୍ରଭୁଙ୍କର ପ୍ରଶଂସାଗାନ କଲେ। ଦାଉଦ କହିଲେ :

ପ୍ରଥମ ବଂଶାବଳୀ 29:20

ଏହାପରେ ଦାଉଦ ସବୁ ଦଳର ଲୋକମାନଙ୍କୁ ଏକତ୍ରୀତ କରି କହିଲେ, ବର୍ତ୍ତମାନ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ବରଙ୍କର ଧନ୍ଯବାଦ କର। ତେଣୁ ସମସ୍ତ ଲୋକ ସଦାପ୍ରଭୁ ପରମେଶ୍ବରଙ୍କର ପ୍ରଶଂସାଗାନ କଲେ, ଯେଉଁ ପରମେଶ୍ବରଙ୍କ ଉପାସନା ସମାନଙ୍କେର ପୂର୍ବପୁରୁଷମାନେ ମଧ୍ଯ କରୁଥିଲେ। ସମାନେେ ସଦାପ୍ରଭୁ ଓ ରାଜାଙ୍କୁ ସମ୍ମାନ ଜଣାଇବା ନିମନ୍ତେ ଭୂମିରେ ଆଣ୍ଠୁମାଡ଼ି ପଡ଼ିଲେ।

ଦିତୀୟ ବଂଶାବଳୀ 6:4

ଶଲୋମନ କହିଲେ, ଇଶ୍ରାୟେଲର ସଦାପ୍ରଭୁ ପରମେଶ୍ବରଙ୍କର ପ୍ରଶଂସା କର। ସଦାପ୍ରଭୁ ମାେ ପିତା ଦାଉଦଙ୍କ ସହିତ କଥା ହବୋ ସମୟରେ ଯାହା କରିବା ନିମନ୍ତେ ପ୍ରତିଜ୍ଞା କରିଥିଲେ, ତାହା ସଫଳ କରିଛନ୍ତି। ସଦାପ୍ରଭୁ ପରମେଶ୍ବର ଏହା କହିଥିଲେ :

ଦିତୀୟ ବଂଶାବଳୀ 20:18

ଯିହାଶାଫେଟ୍ ତଳକୁ ମୁହଁ କରି ମଥାନତ କଲେ। ଆଉ ଯିହୁଦାର ସମସ୍ତ ଲୋକ ଓ ୟିରୁଶାଲମବାସୀମାନେ ସମସ୍ତେ ସଦାପ୍ରଭୁଙ୍କ ସମ୍ମୁଖ ରେ ମଥାନତ କଲେ। ଆଉ ସମାନେେ ସମସ୍ତେ ସଦାପ୍ରଭୁଙ୍କର ସବୋ କଲେ।

ଦିତୀୟ ବଂଶାବଳୀ 29:10

ତେଣୁ ବର୍ତ୍ତମାନ ମୁଁ ହିଜକିଯ, ଇଶ୍ରାୟେଲର ସଦାପ୍ରଭୁ ପରମେଶ୍ବରଙ୍କ ସହିତ ଏକ ନିଯମ କରିବାକୁ ମନସ୍ଥ କରିଅଛି। ତବେେ ସେ ଆମ୍ଭମାନଙ୍କ ଉପରେ ଆଉ କୋର୍ଧ କରିବେ ନାହିଁ।

ଦିତୀୟ ବଂଶାବଳୀ 29:30

ରାଜା ହିଜକିଯ ଓ ତାଙ୍କର ପଦାଧିକାରୀମାନେ ଲବେୀୟମାନଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପ୍ରଶଂସାଗାନ କରିବାକୁ ଆଦେଶ ଦେଲେ। ସମାନେେ ଦାଉଦ ଓ ଆସଫ ଭବିଷ୍ଯତ୍ବକ୍ତାଙ୍କ ରଚିତ୍ ସଙ୍ଗୀତମାନ ଗାନ କଲେ। ସମାନେେ ପରମେଶ୍ବରଙ୍କର ପ୍ରଶଂସା କଲେ ଓ ଆନନ୍ଦିତ ହେଲେ। ସମାନେେ ସମସ୍ତେ ନତମସ୍ତକ ହେଲେ ଓ ପରମେଶ୍ବରଙ୍କର ଉପାସନା କଲେ।

ନିହିମିୟା 5:13

ମୁଁ ମାରେବସ୍ତ୍ରର ଭାଂଗକୁ ଝାଡିଲି ଏବଂ କହିଲି, ଯେଉଁ ଲୋକ ଏହି ପ୍ରତିଜ୍ଞା ପାଳନ କରିବ ନାହିଁ, ପରମେଶ୍ବର ତାର ଗୃହ ଓ ପରିଶ୍ରମର ଫଳରୁ ତାହାକୁ ଏପରି ଝାଡି ଦିଅନ୍ତୁ। ସେ ଏହିପରି କମ୍ପିତ ହେଉ ଓ ଶୂନ୍ଯ ହେଉ।

ଗୀତସଂହିତା 28:2

ହେ ସଦାପ୍ରଭୁ, ମୁଁ ମାରେ ଦୁଇହାତ ଟକେି ତୁମ୍ଭର ମହାପବିତ୍ରସ୍ଥାନ ଆଡ଼କୁ ପ୍ରାର୍ଥନା କରୁଛି। ମୁଁ ଯେତବେେଳେ ତୁମ୍ଭକୁ ଡ଼ାକୁଛି। ମାେ ନିବଦନେ ଟିକେ ଶୁଣ। ମାେ ପ୍ରତି କୃପା ପ୍ରଦର୍ଶନ କର।

ଗୀତସଂହିତା 41:13

ହେ ସଦାପ୍ରଭୁ, ତୁମ୍ଭେ ଇଶ୍ରାୟେଲର ପରମେଶ୍ବର। ତୁମ୍ଭେ ଅନାଦିକାଳରୁ ଥିଲ ଓ ଅନନ୍ତକାଳ ଧରି ରହିବ। ତୁମ୍ଭେ ଧନ୍ଯ। ଆମେନ୍, ଆମେନ୍।

ଗୀତସଂହିତା 63:4

ହଁ, ମୁଁ ଜୀବନସାରା ତୁମ୍ଭର ପ୍ରଶଂସା କରିବି। ମୁଁ ତୁମ୍ଭର ନାମ ଡ଼ାକି ପ୍ରାର୍ଥନା କଲା ସମଯରେ ମାରେ ହସ୍ତ ଉଠାଇବି।

ଗୀତସଂହିତା 72:18

ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଅଟନ୍ତି। ଅନନ୍ତର ପରମେଶ୍ବରଙ୍କର ଗୁଣଗାନ କର। କବଳେ ପରମେଶ୍ବର ମୁଁ ଏହିପରି ଆଶ୍ଚର୍ୟ୍ଯ କାର୍ୟ୍ଯମାନ କରି ପାରନ୍ତି।

ଗୀତସଂହିତା 95:3

କାରଣ ସଦାପ୍ରଭୁ ହେଉଛନ୍ତି, ମହାନ୍ ପରମେଶ୍ବର। ସେ ସମସ୍ତ ସକଳ ଦବେତାଗଣଙ୍କ ଉପରେ ଶାସନ କରନ୍ତି।

ଗୀତସଂହିତା 134:2

ତୁମ୍ଭର ହାତ ମନ୍ଦିର ଆଡ଼କୁ ଉଠାଅ ଏବଂ ସଦାପ୍ରଭୁଙ୍କର ପ୍ରଶଂସା କର।

ଗୀତସଂହିତା 141:2

ସଦାପ୍ରଭୁ ଜଳୁଥିବା ଧୂପକାଠିର ସୁଗନ୍ଧି ଧୂପ ପରି ମାରେ ପ୍ରାର୍ଥନାକୁ ଗ୍ରହଣ କର। ସନ୍ଧ୍ଯା ବଳରେ ଉତ୍ସର୍ଗ କରି ମୁଁ ମାରେ ହାତ ବଢ଼ାଇ କରୁଥିବା ପ୍ରାର୍ଥନାକୁ ଗ୍ରହଣ କର।

ଯିରିମିୟ 28:6

ଯିରିମିୟ ଭବିଷ୍ଯଦବକ୍ତା ହନାନିଯକୁ ଏହା କହିଲେ, ଆମେନ୍ ! ସଦାପ୍ରଭୁ ସପରେି କରନ୍ତୁ, ସଦାପ୍ରଭୁଙ୍କ ଗୃହର ପାତ୍ର ଓ ସମସ୍ତ ନିର୍ବାସିତ ଲୋକଙ୍କୁ ବାବିଲରୁ ପୁନର୍ବାର ଏହି ସ୍ଥାନକୁ ଆଣିବା ପାଇଁ ତୁମ୍ଭେ ଯେଉଁ ଭବିଷ୍ଯଦବାକ୍ଯ ପ୍ରଚାର କରିଅଛ, ସଦାପ୍ରଭୁ ତୁମ୍ଭର ସହେି ବାକ୍ଯସବୁ ସିଦ୍ଧ କରନ୍ତୁ।

ଯିରିମିୟଙ୍କ ବିଳାପ 3:41

ଆମ୍ଭମାନେେ ସ୍ବର୍ଗଧିନାଯକ ପରମେଶ୍ବରଙ୍କ ଆଡ଼େ ଆପଣା ହୃଦଯ ଏବଂ ହସ୍ତ ଉଠାଇବା।

ମାଥିଉଲିଖିତ ସୁସମାଚାର 6:13

ଆମ୍ଭକୁ ପରୀକ୍ଷା ରେ ପକାଅ ନାହିଁ। ମାତ୍ର ମନ୍ଦଠାରୁ ରକ୍ଷା କର।'

ମାଥିଉଲିଖିତ ସୁସମାଚାର 26:39

ସମାନଙ୍କେ ପାଖରୁ କିଛି ଦୁରକୁ ଚାଲିକରି ୟିବାପରେ ଯୀଶୁ ତଳେ ଉବୁଡ଼ ହାଇେ ପଡ଼ିଲେ ଓ ପ୍ରାର୍ଥନା କଲେ, ହେ ପରମପିତା! ଯଦି ସମ୍ଭବ ହୁଏ, ତବେେ ୟନ୍ତ୍ରଣାର ଏହି ପାତ୍ରଟି ମାଠାରୁେ ଦୂର ହାଇଯୋଉ। କିନ୍ତୁ ମାେ ଇଚ୍ଛା ଅନୁସାରେ ନ ହାଇେ ଆପଣଙ୍କ ଇଚ୍ଛା ଅନୁସାରେ କରନ୍ତୁ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 14:16

ତୁମ୍ଭମାନେେ ଯଦି ଆତ୍ମା ଦ୍ବାରା ପରମେଶ୍ବରଙ୍କ ପ୍ରଶଂସା କର, ତବେେ ସାଧାରଣ ଲୋକ ତୁମ୍ଭକଥା ନ ବୁଝିବାରୁ କିପରି ତୁମ୍ଭ ଧନ୍ଯବାଦ ରେ ଆମେନ୍ କହିବେ ?

ଏଫିସୀୟଙ୍କ ପ୍ରତି ପତ୍ର 1:3

ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା ଓ ପରମେଶ୍ବରଙ୍କ ପ୍ରଶଂସା ହେଉ। ଖ୍ରୀଷ୍ଟଙ୍କଠା ରେ ବିଶ୍ବାସ ଥିବା ହତେୁ ପରମେଶ୍ବର ଆମ୍ଭକୁ ସ୍ବର୍ଗ ରେ ସମସ୍ତ ଆଧ୍ଯାତ୍ମିକ ଆଶୀର୍ବାଦ ଦଇେଛନ୍ତି।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 2:8

ମୁଁ ଚା ହେଁ ଯେ ସର୍ବତ୍ର ଲୋକେ ପ୍ରାର୍ଥନା କରନ୍ତୁ। ଯେଉଁ ଲୋକମାନେ ପ୍ରାର୍ଥନା ପାଇଁ ହାତ ଉେଠଇବେ, ସମାନେେ ପବିତ୍ର ହାଇେଥିବା ଆବଶ୍ଯକ। ସମାନେେ ରାଗି ୟିବା ଉଚିତ୍ ନୁହେଁ ଓ ୟୁକ୍ତିତର୍କ ରେ ପ୍ରବୃତ୍ତ ହବୋ ଉଚିତ ନୁହେଁ।

ପିତରଙ୍କ ପ୍ରଥମ ପତ୍ 1:3

ଆମ୍ଭ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପିତା ଓ ପରମେଶ୍ବର ଧନ୍ଯ ହେଉନ୍ତୁ। ପରମେଶ୍ବରଙ୍କ କରୁଣା ଅପାର, ଓ ଏହି କରୁଣା (କୃପା) ଦ୍ବାରା ସେ ଆମ୍ଭକୁ ଗୋଟିଏ ନୂତନ ଜୀବନ ଦଇେଛନ୍ତି। ଯୀଶୁଖ୍ରୀଷ୍ଟ ମୃତ୍ଯୁରୁ ପୁନର୍ଜୀବିତ ହବୋ ଦ୍ବାରା ଏହି ନୂତନ ଜୀବନ ଆମ୍ଭକୁ ଗୋଟିଏ ଜୀବନ୍ତ ଭରସା ଦଇେଛି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 7:11

ପ୍ରାଚୀନମାନେ ଓ ଚାରି ଜଣ ପ୍ରାଣୀ ସଠାେରେ ଥିଲେ। ସବୁ ଦୂତମାନେ ସମାନଙ୍କେର ଓ ସିଂହାସନର ଚାରିପାଖ ରେ ଘରେି ଠିଆ ହାଇେଥିଲେ। ସମାନେେ ସିଂହାସନ ସମ୍ମୁଖ ରେ ପ୍ରଣାମ କରି ପରମେଶ୍ବରଙ୍କ ଉପାସନା କଲେ।

Interlinear

Choose Theme