Home Bibles ଯିରିମିୟଙ୍କ ବିଳାପ 3:41 · ଓଡ଼ିଆ ବାଇବେଲ
ଯିରିମିୟଙ୍କ ବିଳାପ 3:41 · ଓଡ଼ିଆ ବାଇବେଲ

ଆମ୍ଭମାନେେ ସ୍ବର୍ଗଧିନାଯକ ପରମେଶ୍ବରଙ୍କ ଆଡ଼େ ଆପଣା ହୃଦଯ ଏବଂ ହସ୍ତ ଉଠାଇବା।

Cross references

ଆୟୁବ ପୁସ୍ତକ 11:13

କିନ୍ତୁ ଆୟୁବ ତୁମ୍ଭେ ଯଥାର୍ଥରୂପେ ଅନ୍ତରର ସହିତ ପରମେଶ୍ବରଙ୍କ ସବୋପାଇଁ ପ୍ରସ୍ତୁତ ହବୋ ଉଚିତ। ଏବଂ ତାଙ୍କ ଉପାସନା ପାଇଁ ତୁମ୍ଭର ଦୁଇହାତ ପ୍ରସାରିତ କର।

ଗୀତସଂହିତା 25:1

ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ ନିଜକୁ ସମର୍ପଣ କରୁଛି।

ଗୀତସଂହିତା 28:2

ହେ ସଦାପ୍ରଭୁ, ମୁଁ ମାରେ ଦୁଇହାତ ଟକେି ତୁମ୍ଭର ମହାପବିତ୍ରସ୍ଥାନ ଆଡ଼କୁ ପ୍ରାର୍ଥନା କରୁଛି। ମୁଁ ଯେତବେେଳେ ତୁମ୍ଭକୁ ଡ଼ାକୁଛି। ମାେ ନିବଦନେ ଟିକେ ଶୁଣ। ମାେ ପ୍ରତି କୃପା ପ୍ରଦର୍ଶନ କର।

ଗୀତସଂହିତା 63:4

ହଁ, ମୁଁ ଜୀବନସାରା ତୁମ୍ଭର ପ୍ରଶଂସା କରିବି। ମୁଁ ତୁମ୍ଭର ନାମ ଡ଼ାକି ପ୍ରାର୍ଥନା କଲା ସମଯରେ ମାରେ ହସ୍ତ ଉଠାଇବି।

ଗୀତସଂହିତା 86:4

ହେ ସଦାପ୍ରଭୁ, ମୁଁ ମାେ ଜୀବନ ତୁମ୍ଭ ହସ୍ତରେ ସମର୍ପଣ କରିଛି, ତଣେୁ ମାେତେ ତୁମ୍ଭର ସବକେକୁ ଆନନ୍ଦ ଦିଅ।

ଗୀତସଂହିତା 134:2

ତୁମ୍ଭର ହାତ ମନ୍ଦିର ଆଡ଼କୁ ଉଠାଅ ଏବଂ ସଦାପ୍ରଭୁଙ୍କର ପ୍ରଶଂସା କର।

ଗୀତସଂହିତା 141:2

ସଦାପ୍ରଭୁ ଜଳୁଥିବା ଧୂପକାଠିର ସୁଗନ୍ଧି ଧୂପ ପରି ମାରେ ପ୍ରାର୍ଥନାକୁ ଗ୍ରହଣ କର। ସନ୍ଧ୍ଯା ବଳରେ ଉତ୍ସର୍ଗ କରି ମୁଁ ମାରେ ହାତ ବଢ଼ାଇ କରୁଥିବା ପ୍ରାର୍ଥନାକୁ ଗ୍ରହଣ କର।

ଗୀତସଂହିତା 143:6

ହେ ସଦାପ୍ରଭୁ, ମୁଁ ହସ୍ତ ପ୍ରସାରୀ ତୁମ୍ଭକୁ ପ୍ରାର୍ଥନା କରୁଅଛି। ମୁଁ ତୁମ୍ଭର ସାହାୟ୍ଯ ଅପେକ୍ଷାରେ ଅଛି, ୟପରେି ଶୁଷ୍କଭୂମି ବର୍ଷାକୁ ଅପେକ୍ଷା କରିଥାଏ।

ଯିଶାଇୟ 57:15

କାରଣ ଯେ ଅନନ୍ତକାଳ ନିବାସୀ, ଯାହାଙ୍କର ନାମ ପରମେଶ୍ବର, ସହେି ଉଚ୍ଚ ଓ ଉନ୍ନତ ପୁରୁଷ ଏହି କଥା କୁହନ୍ତି ; ଆମ୍ଭେ ଉର୍ଦ୍ଧ୍ବ ଓ ପବିତ୍ର ସ୍ଥାନ ରେ ବାସ କରୁ। ଆଉ ମଧ୍ଯ ନମ୍ର ଲୋକମାନଙ୍କର ଆତ୍ମାକୁ ସଜୀବ ଓ ଚୂର୍ଣ୍ଣମନା ଲୋକମାନଙ୍କର ଅନ୍ତଃକରଣକୁ ସଜୀବ କରିବା ପାଇଁ ଆମ୍ଭେ ଚୂର୍ଣ୍ଣ ଓ ନିମ୍ରମନା ଲୋକଙ୍କ ସହିତ ହିଁ ବାସ କରୁ।

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 2:8

ଆମ୍ଭେ ତୁମ୍ଭମାନଙ୍କୁ ବହୁତ ଭଲ ପାଇଲୁ। ଅତଏବ ଆମ୍ଭେ ତୁମ୍ଭମାନଙ୍କୁ କବଳେ ପରମେଶ୍ବରଙ୍କ ସୁସମାଚାରର ଅଂଶୀ କଲୁ ତାହା ନୁହେଁ, ବରଂ ନିଜର ଜୀବନ ମଧ୍ଯ ତୁମ୍ଭମାନଙ୍କ ସହିତ ବାଣ୍ଟି ଦବୋକୁ ପ୍ରସ୍ତୁତ ଥିଲୁ।

Interlinear

Choose Theme