Home Bibles ନିହିମିୟା 8:5 · ଓଡ଼ିଆ ବାଇବେଲ
ନିହିମିୟା 8:5 · ଓଡ଼ିଆ ବାଇବେଲ

ଏହାପରେ ଏଜ୍ରା ସମସ୍ତ ଲୋକଙ୍କ ସମ୍ମୁଖ ରେ ସହେି ବ୍ଯବସ୍ଥା ପୁସ୍ତକ ଫିଟାଇଲେ। କାରଣ ଏଜ୍ରା ସମସ୍ତଙ୍କଠାରୁ ଉଚ୍ଚ ସ୍ଥାନ ରେ ଛିଡା ହାଇେଥିଲେ। ସେ ବ୍ଯବସ୍ଥା ପୁସ୍ତକ ଫିଟାଇବା ସମୟରେ ସମସ୍ତେ ଛିଡା ହେଲେ।

Cross references

ବିଚାରକର୍ତାମାନଙ୍କ ବିବରଣ 3:20

ଏହୂଦ୍ ରାଜାଙ୍କ ନିକଟକକ୍ସ୍ଟ ଗଲେ। ସହେି ସମୟରେ, ଇଲ୍ଲୋନ ଉଚ୍ଚ ସିଂହାସନ ମଂଚ ଉପରେ ବସିଥିଲେ, ଏହା କବଳେ ତାଙ୍କର ଥିଲା।

ପ୍ରଥମ ରାଜାବଳୀ 8:14

ଇଶ୍ରାୟେଲର ସମସ୍ତ ପୁତ୍ରଗଣ ସଠାେରେ ଦଣ୍ତାଯମାନ ହାଇେଥିଲେ। ରାଜା ଶଲୋମନ ତାଙ୍କର ମୁହଁ ବୁଲାଇଲେ ଓ ସମାନଙ୍କେୁ ଆଶୀର୍ବାଦ କଲେ।

ଲୂକଲିଖିତ ସୁସମାଚାର 4:16

ତା'ପରେ ସେ ନାଜରିତକୁ ଆସିଲେ। ନାଜରିତ ରେ ସେ ପ୍ରତିପାଳିତ ହାଇେଥିଲେ। ସବୁଥର ଭଳି ସେ ବିଶ୍ରାମଦିନ ଯିହୂଦୀ ସମାଜଗୃହକୁ ଗଲେ। ସେ ପାଠ କରିବା ପାଇଁ ଠିଆ ହେଲେ।

Interlinear

Choose Theme