Home Bibles ☰ Books ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 7:11 · ଓଡ଼ିଆ ବାଇବେଲ
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 7:11 · ଓଡ଼ିଆ ବାଇବେଲ

ପ୍ରାଚୀନମାନେ ଓ ଚାରି ଜଣ ପ୍ରାଣୀ ସଠାେରେ ଥିଲେ। ସବୁ ଦୂତମାନେ ସମାନଙ୍କେର ଓ ସିଂହାସନର ଚାରିପାଖ ରେ ଘରେି ଠିଆ ହାଇେଥିଲେ। ସମାନେେ ସିଂହାସନ ସମ୍ମୁଖ ରେ ପ୍ରଣାମ କରି ପରମେଶ୍ବରଙ୍କ ଉପାସନା କଲେ।

Cross references

ଗୀତସଂହିତା 45:11

ତୁମ୍ଭର ସୌନ୍ଦର୍ୟ୍ଯରେ ରାଜା ମୁଗ୍ଦ ହବେେ। ସେ ତୁମ୍ଭର ନୂତନ ପତି ହବେେ, ତଣେୁ ତୁମ୍ଭେ ସମାନଙ୍କେୁ ପ୍ରଣାମ କରିବା ଉଚିତ୍।

ଗୀତସଂହିତା 97:7

ଲୋକମାନେ ତାଙ୍କର ମୂର୍ତ୍ତିଗୁଡ଼ିକୁ ପୂଜା କରନ୍ତି। ସମାନେେ ସମାନଙ୍କେର ଦବଗେଣଙ୍କ ବିଷଯରେ ବଡ଼ାଇ କରନ୍ତି। ସହେି ଲୋକମାନେ ଲଜ୍ଜିତ ହବେେ। ସମାନଙ୍କେର ସମସ୍ତ ଦବେତାଗଣ ସଦାପ୍ରଭୁଙ୍କ ଆଗରେ ମଥାନତ କରିବେ।

ଗୀତସଂହିତା 103:20

ହେ ଦୂତଗଣ, ସଦାପ୍ରଭୁଙ୍କର ପ୍ରଶଂସା କର! ତୁମ୍ଭମାନେେ ହିଁ ସଦାପ୍ରଭୁଙ୍କର ଶକ୍ତିଶାଳୀ ସୈନ୍ଯ ଯେଉଁମାନେ ପରମେଶ୍ବରଙ୍କର ଆଦେଶ ମାନନ୍ତି ଓ ସେ ୟାହା କହନ୍ତି, ତାଙ୍କର ବାକ୍ଯଗୁଡ଼ିକ ପାଳନ କରନ୍ତି।

ଗୀତସଂହିତା 148:1

ତୁମ୍ଭମାନେେ ସଦାପ୍ରଭୁଙ୍କର ପ୍ରଶଂସା କର !ଆକାଶ ମଣ୍ଡଳରୁ ସଦାପ୍ରଭୁଙ୍କୁ ପ୍ରଶଂସା କର !ସ୍ବର୍ଗରୁ ତାଙ୍କର ପ୍ରଶଂସା କର !

ମାଥିଉଲିଖିତ ସୁସମାଚାର 4:10

ଯୀଶୁ ତାକୁ କହିଲେ, ଶୟତାନ, ମାେ ପାଖରୁ ଦୂରହୁଅ। କାରଣ ଶାସ୍ତ୍ର ରେ ଲଖାେଅଛି:

ଯୋହନଲିଖିତ ସୁସମାଚାର 5:23

ଈଶ୍ବର ଏହା କଲେ କାରଣ ସମସ୍ତେ ପିତାଙ୍କୁ ଯେପରି ସମ୍ମାନ ଦେଉଛନ୍ତି, ସହେିପରି ପୁତ୍ରଙ୍କୁ ମଧ୍ଯ ସମ୍ମାନ ଦବେେ। ଯଦି କୌଣସି ଲୋକ ପୁତ୍ରକୁ ସମ୍ମାନ ଦିଏ ନାହିଁ, ତବେେ ସେ ପିତାଙ୍କୁ ମଧ୍ଯ ସମ୍ମାନ ଦିଏ ନାହିଁ। ପିତା ପୁତ୍ରକୁ ପଠାଇଛନ୍ତି।

ଏବ୍ରୀ 1:6

ଓ ଯେତବେେଳେ ପରମେଶ୍ବର ନିଜର ପ୍ରଥମଜାତ ସନ୍ତାନକୁ ପୁନର୍ବାର ଜଗତ ମଧ୍ଯକୁ ଆଣିବେ, ସହେି ସମୟକୁ ଲକ୍ଷ୍ଯ କରି ସେ କହନ୍ତି :

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 4:4

ସହେି ସିଂହାସନର ଚାରିପାଖ ରେ ଆଉ ଚବିଶଟି ସିଂହାସନ ଥିଲା। ସହେି ଚବିଶଟି ସିଂହାସନ ରେ ଚବିଶ ଜଣ ପ୍ରାଚୀନ ବସିଥିଲେ। ସମାନେେ ଶୁଭ୍ରବସ୍ତ୍ର ପିନ୍ଧିଥିଲେ ଏବଂ ମସ୍ତକରେ ସୁନାର ମୁକୁଟ ପିନ୍ଧିଥିଲେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 4:6

ସହେି ସିଂହାସନ ସମ୍ମୁଖ ରେ କିଛି ଗୋଟିଏ କାଚର ସମୁଦ୍ର ଭଳି ଦଖାଯାେଉଥିଲା, ଯାହା ସ୍ଫଟିକପରି ସ୍ବଚ୍ଛ ଥିଲା। ସହେି ସିଂହାସନର ଚାରିପଟେ ଚା ରୋଟି ଜୀବିତ ପ୍ରାଣୀ ଥିଲେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 4:10

ଚବିଶଜଣ ପ୍ରାଚୀନ ବ୍ଯକ୍ତି ସିଂହାସନ ରେ ବସିଥିବା ସହେି ବ୍ଯକ୍ତିଙ୍କ ସମ୍ମୁଖ ରେ ମୁଣ୍ଡ ନୁଆଁଇ ତାହାଙ୍କୁ ପ୍ରଣାମ କରନ୍ତି। ସମାନେେ ତାହାଙ୍କ ସମ୍ମୁଖ ରେ ନିଜର ମୁକୁଟ ରଖି କହନ୍ତି :

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 5:11

ତା'ପରେ ମୁଁ ଦେଖିଲି ଓ ଅନକେ ସ୍ବର୍ଗଦୂତଙ୍କର ସ୍ବର ଶୁଣିଲି। ସ୍ବର୍ଗଦୂତମାନେ ସିଂହାସନ, ଜୀବିତପ୍ରାଣୀ ଓ ପ୍ରାଚୀନମାନଙ୍କ ଚାରିପାଖ ରେ ଥିଲେ। ମୁଁ ହଜାରହଜାର ସ୍ବର୍ଗଦୂତଙ୍କୁ ଦେଖିଲି। ସଠାେରେ 10,000ର 10,000 ଗୁଣ ସ୍ବର୍ଗଦୂତ ଥିଲେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 11:16

ତା'ପରେ ଚବିଶ ଜଣ ପ୍ରାଚୀନ ମୁଣ୍ଡ ନୁଆଁଇ ପ୍ରଣାମ କଲେ ଓ ପରମେଶ୍ବରଙ୍କର ଉପାସନା କଲେ। ଏହି ପ୍ରାଚୀନମାନେ ପରମେଶ୍ବରଙ୍କ ସମ୍ମୁଖ ରେ ସମାନଙ୍କେ ସିଂହାସନ ରେ ବସନ୍ତି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 15:4

ହେ ପ୍ରଭୁ ! କିଏ ତୁମ୍ଭକୁ ଭୟ ନ କରିବ ? ସମସ୍ତଙ୍କର ତୁମ୍ଭେ ପ୍ରଶଂସନୀୟ ଅଟ। କାରଣ କବଳେ ତୁମ୍ଭେ ହିଁ ପବିତ୍ର ; ସମସ୍ତ ଜାତିଗୁଡ଼ିକ ତୁମ୍ଭ ପାଖକୁ ଆସିବେ ଓ ତୁମ୍ଭର ଉପାସନା କରିବେ। କାରଣ ତୁମ୍ଭେ ହିଁ ନ୍ଯାୟବନ୍ତ ଏହା ଜଗତେ ବିଦିତ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 19:4

ତା'ପରେ ଚବିଶ ଜଣ ପ୍ରାଚୀନ ଓ ଚାରିଜଣ ଜୀବିତ ପ୍ରାଣୀ ସିଂହାସନ ରେ ଉପବିଷ୍ଟ ପରମେଶ୍ବରଙ୍କ ଆଗ ରେ ନଇଁଲେ ଓ ତାହାଙ୍କର ଉପାସନା କଲେ। ସମାନେେ କହିଲେ :

Interlinear

Choose Theme