Home Bibles ☰ Books ନିହିମିୟା 3:20 · ଓଡ଼ିଆ ବାଇବେଲ
ନିହିମିୟା 3:20 · ଓଡ଼ିଆ ବାଇବେଲ

ତା'ର ନିକଟକୁ ସଦ୍ଦଯର ପୁତ୍ର ବାରୁକ୍ ଯତ୍ନ କରି ପ୍ରାଚୀରର ବାଙ୍କଠାରୁ ଇଲିଯାଶୀବ୍ ମହାୟାଜକର ଗୃହଦ୍ବାର ପର୍ୟ୍ଯନ୍ତ ଅନ୍ୟ ଏକ ଅଂଶର ଭଗ୍ନ ଅଂଶ ଗଠନ କଲେ।

Cross references

ଏଜ୍ରା 10:28

ବବଯରେ ସନ୍ତାନଗଣ ମଧ୍ଯରୁ ଯିହାହୋନନ୍, ହବାନିଯ, ସଜଯ ଓ ଅତ୍ତଲଯ।

ନିହିମିୟା 3:1

ଇଲିଯାଶୀବ ମହାୟାଜକ ଥିଲେ, ଇଲିଯାଶୀବ ଓ ତାଙ୍କର ସାଥି ଯାଜକମାନେ ମଷେ ଫାଟକ ଗଠନ କରିବାକୁ ଗଲେ। ସମାନେେ ସହେି ଫାଟକ ଉତ୍ସର୍ଗ କଲେ ଏବଂ ଏହାର ଦ୍ବାର ସ୍ଥାପନ କଲେ। ସମାନେେ ସହସ୍ର ଦୂର୍ଗର ଓ ହନନଲେ ଦୂର୍ଗର କାର୍ୟ୍ଯ କଲେ।

ନିହିମିୟା 3:21

ତାପରକୁ ହକ୍କୋସର ପୌତ୍ର ଊରିଯର ପୁତ୍ର ମରମୋେତ୍ ଇଲିଯାଶୀବର ଗୃହଦ୍ବାରଠାରୁ ଇଲିଯାଶୀବର ଗୃହ ପ୍ରାନ୍ତ ପର୍ୟ୍ଯନ୍ତ ଅନ୍ୟ ଏକ ଭଗ୍ନ ଅଂଶ ଗଠନ କଲେ।

ନିହିମିୟା 10:6

ଦାନିୟେଲ, ଗିନ୍ନଥୋନ୍, ବାଋକ୍,

ନିହିମିୟା 12:22

ଇଲିଯାଶୀବ, ୟୋଯାଦ ଓ ୟୋହାନନ ଓ ୟଦ୍ଦୂଯ ସମୟରେ ଲବେୀୟମାନେ ମଧ୍ଯ ପାରସିକ ଦାରିଯାବସର ଅଧିକାର ସମୟରେ ଯାଜକମାନେ ପୂର୍ବପୁରୁଷ ଗୃହର ମୁଖ୍ଯ ରୂପେ ବଂଶାବଳି ରେ ଲିଖିତ ହେଲେ।

ନିହିମିୟା 13:4

ଏଥି ପୂର୍ବରୁ ଆମ୍ଭମାନଙ୍କ ପରମେଶ୍ବରଙ୍କ ମନ୍ଦିରସ୍ଥିତ କଠାେରୀ ସବୁର ଦାଯିତ୍ବ, ଇଲିଯାଶୀବ୍କୁ ଦିଆଗଲା। ଇଲିଯାଶୀବ୍ ଯାଜକ ଟୋବିୟର କୁଟୁମ୍ବ ଥିଲା।

ନିହିମିୟା 13:28

ମହାୟାଜକ ଇଲିଯାଶୀବ୍ର ପୁତ୍ର ଯିହାୟୋଦାରଦାର ପୁତ୍ରମାନଙ୍କ ମଧ୍ଯରୁ ଜଣେ ପୁତ୍ର ହାରୋଣୀଯ ସନ୍ବଲ୍ଲଟର ଜ୍ବାଇଁ ଥିଲା। ମୁଁ ସହେି ଲୋକଙ୍କୁ ମାଠାରୁେ ଗ୍ଭଲିୟିବା ପାଇଁ ବାଧ୍ଯ କରିଥିଲି।

ଉପଦେଶକ 9:10

ତୁମ୍ଭେ କୌଣସି କାର୍ୟ୍ଯ କର, ତାହା ଆପଣା ସମସ୍ତ ଶକ୍ତି ସହିତ କର। କାରଣ ତୁମ୍ଭେ ଯେଉଁ କବରକୁ ଯାଉଅଛ, ସଠାେ ରେ କିଛି କାର୍ୟ୍ଯ, ଯୋଜନା, ବୁଦ୍ଧି, ଜ୍ଞାନ ନାହିଁ।

ରୋମୀୟଙ୍କ ପ୍ରତି ପତ୍ର 12:11

ପରମେଶ୍ବରଙ୍କ କାମ କରିବା ରେ ଉତ୍ସାହ ପ୍ରକାଶ କର। ତାଙ୍କ ସବୋ କାର୍ୟ୍ଯ ରେ ଆଳସ୍ଯ କର ନାହିଁ। ପରମେଶ୍ବରଙ୍କୁ ସବୋ କଲା ବେଳେ ଆତ୍ମିକ ଭାବରେ ଉଦ୍ ଯୋଗ ହୁଅ।

Interlinear

Choose Theme