Home Bibles ☰ Books ନିହିମିୟା 12:22 · ଓଡ଼ିଆ ବାଇବେଲ
ନିହିମିୟା 12:22 · ଓଡ଼ିଆ ବାଇବେଲ

ଇଲିଯାଶୀବ, ୟୋଯାଦ ଓ ୟୋହାନନ ଓ ୟଦ୍ଦୂଯ ସମୟରେ ଲବେୀୟମାନେ ମଧ୍ଯ ପାରସିକ ଦାରିଯାବସର ଅଧିକାର ସମୟରେ ଯାଜକମାନେ ପୂର୍ବପୁରୁଷ ଗୃହର ମୁଖ୍ଯ ରୂପେ ବଂଶାବଳି ରେ ଲିଖିତ ହେଲେ।

Cross references

ନିହିମିୟା 12:10

ଯଶୂେଯ ୟୋଯାକୀମ୍ର ପିତା ଥିଲେ, ୟୋଯାକୀମ୍ ଇଲିଯାଶୀବର ପିତା ଥିଲେ ଓ ଇଲିଯାଶୀବ ୟୋଯାଦର ପିତା ଥିଲେ।

ନିହିମିୟା 12:11

ୟୋଯାଦ ଯୋନାଥନର ପିତା ଥିଲେ ଏବଂ ଯୋନାଥନ, ୟୁଦ୍ଦୁଯର ପିତା ଥିଲେ।

Interlinear

Choose Theme