Home Bibles ☰ Books ଏଜ୍ରା 10:28 · ଓଡ଼ିଆ ବାଇବେଲ
ଏଜ୍ରା 10:28 · ଓଡ଼ିଆ ବାଇବେଲ

ବବଯରେ ସନ୍ତାନଗଣ ମଧ୍ଯରୁ ଯିହାହୋନନ୍, ହବାନିଯ, ସଜଯ ଓ ଅତ୍ତଲଯ।

Cross references

ଏଜ୍ରା 2:11

ବବଯରେ ବଂଶଧର 623 ଜଣ।

ଏଜ୍ରା 8:11

ବବଯରେ ବଂଶଧରମାନଙ୍କ ମଧ୍ଯରୁ ବବଯରେ ପୁତ୍ର ଜିଖରିଯ ଓ ତାହାଙ୍କ ସଙ୍ଗେ 28 ପୁରୁଷ।

ନିହିମିୟା 3:20

ତା'ର ନିକଟକୁ ସଦ୍ଦଯର ପୁତ୍ର ବାରୁକ୍ ଯତ୍ନ କରି ପ୍ରାଚୀରର ବାଙ୍କଠାରୁ ଇଲିଯାଶୀବ୍ ମହାୟାଜକର ଗୃହଦ୍ବାର ପର୍ୟ୍ଯନ୍ତ ଅନ୍ୟ ଏକ ଅଂଶର ଭଗ୍ନ ଅଂଶ ଗଠନ କଲେ।

ନିହିମିୟା 7:16

ବବଯରେ ବଂଶଧର 628 ଜଣ।

Interlinear

Choose Theme