ନିହିମିୟା 7:11 · ଓଡ଼ିଆ ବାଇବେଲ
ଯଶୂେଯ ଓ ଯୋୟାବର ପରିବାର ମଧ୍ଯରୁ ପହତ୍ ମାୟୋବର ବଂଶଧର 2,818 ଜଣ।
Cross references
ଏଜ୍ରା 2:6
ଯଶୂେଯ ଓ ଯୋୟାବର ପରିବାର ମଧ୍ଯରୁ ପହତ୍ ମାୟୋବର ବଂଶଧର 2,812 ଜଣ।
ନିହିମିୟା 3:11
ହାରିମର ପୁତ୍ର ମଲ୍କିଯ ଓ ପହତ୍ ମାୟୋବର ପୁତ୍ର ହଶୂବ୍ ଅନ୍ୟ ଏକ ଅଂଶ ଓ ତୁନ୍ଦୁରୁ ଦୁର୍ଗ ଗଠନ କଲା।
ନିହିମିୟା 8:4
ଏଜ୍ରା ଯାଜକ ସହେି କାର୍ୟ୍ଯ ନିମନ୍ତେ ନିର୍ମିତ କାଠମଯ ମଞ୍ଚା ଉପରେ ଠିଆ ହେଲେ। ଆଉ ଦକ୍ଷିଣ ପାଶର୍ବ ରେ ତାଙ୍କ ନିକଟରେ ମତ୍ତଥିଯ, ଶମାେ, ଅନାଯ, ଊରିଯ, ହିଲ୍କିଯ, ମା ସଯେ ଠିଆ ହେଲେ, ଏବଂ ତାଙ୍କ ବାମ ପାଶର୍ବ ରେ ପଦାଯ ଓ ମୀଶାଯଲେ, ମଲକିଯ, ହଶୁମ ଓ ହଶ୍ବଦ୍ଦାନା, ଜିଖରିଯ ଓ ମଶୁଲ୍ଲମ ଠିଆ ହେଲେ।
ନିହିମିୟା 10:14
ଏହି ଲୋକମାନଙ୍କର ପ୍ରଧାନ ବର୍ଗମାନେ, ପରିଯୋଶ୍, ପହତ୍- ମାୟୋବ,ଏଲମ୍, ସତ୍ତୁ, ବାନି,