ଏହାପରେ ରାଣୀ ଏଷ୍ଟର କହିଲେ, ହେ ମହାରାଜ, ମୁଁ ଯଦି ଆପଣଙ୍କ ଦୁଷ୍ଟି ରେ ଅନୁଗ୍ରହ ପାଇଅଛି, ଆଉ ଯବେେ ମହାରାଜ ସନ୍ତୁଷ୍ଟ ହାଇେଛନ୍ତି, ତବେେ ମାହେର ନିବଦନେ ଅନୁସାରେ ମାେ ପ୍ରାଣ ଓ ମାରେ ପ୍ରାର୍ଥନାନୁସା ରେ ମାେ ଲୋକମାନଙ୍କୁ ମାେତେ ଦିଆଯାଉ।
Cross references
ତାଙ୍କର ଦାସମାନେ ସମାନଙ୍କେୁ କହିଲ, ଆମ୍ଭେ ଶୁଣିଅଛୁ ଯେ ଇଶ୍ରାୟେଲୀୟ ରାଜଗଣ ଦୟାଳୁ ଅଟନ୍ତି। ଆମ୍ଭେ ଆପଣଙ୍କୁ ବିନଯ କରୁଛୁ, ଆମ୍ଭମାନଙ୍କୁ କଟି ରେ ଅଖା ପିନ୍ଧିବାକୁ ଓ ମୁଣ୍ତ ରେ ରଜ୍ଜୁ ବିନ୍ଧିବାକୁ ଦିଅନ୍ତୁ ଓ ଇଶ୍ରାୟେଲ ରାଜାଙ୍କ ନିକଟକୁ ୟିବାକୁ ଦିଅନ୍ତୁ। ହୁଏତ୍ ସେ ଆମ୍ଭମାନଙ୍କୁ ବଞ୍ଚିବାକୁ ଦବେେ।
ଏହାପରେ ଅହସିଯ ତୃତୀୟ ଥର ଅଧିନାଯକ ସହିତ ପଗ୍ଭଶ ଲୋକଙ୍କୁ ପୁଣି ପଠାଇଲେ। ତୃତୀୟ ଅଧିନାଯକ ଏଲିଯ ନିକଟକୁ ୟାଇ ଏଲିଯଙ୍କ ଆଗ ରେ ନମ୍ର ଭାବରେ ମଥାନତ କଲେ ଏବଂ କହିଲେ, ହେ ପରମେଶ୍ବରଙ୍କ ଲୋକ, ମୁଁ ପ୍ରାର୍ଥନା କରୁଛି, ମାରେ ଜୀବନ ସହିତ ମାରେପଗ୍ଭଶ ଲୋକଙ୍କ ଜୀବନ ଆପଣ ବଞ୍ଚାନ୍ତୁ ଓ ରକ୍ଷା କରନ୍ତୁ।
ଆହୁରି ମଧ୍ଯ ସମାନଙ୍କେ ବିନାଶାର୍ଥେ ଯେଉଁ ଆଜ୍ଞାପତ୍ର ଶୂଶନ ରେ ଦଇେଥିଲା, ତହିଁର ଏକ କପି ଏଷ୍ଟରକୁ ଦଖାଇେ ଜ୍ଞାତ କରାଇବାକୁ ଦଲୋ। ଆଉ ଏଷ୍ଟର ଯେପରି ଆପଣା ଲୋକମାନଙ୍କ ପାଇଁ ରାଜାଙ୍କ ଛାମୁ ରେ ପ୍ରବେଶ କରି ତାହାଙ୍କ ନିକଟରେ ନିବଦନେ ଓ ଅନୁ ରୋଧ କରିବ ଏପରି ଆଦେଶ କରିବାକୁ କହିଲା।
ମୁଁ ଯବେେ ମାରେ ଇଚ୍ଛା ପୂରଣ କରିବା ପାଇଁ ମହାରାଜାଙ୍କ ଦୃଷ୍ଟି ରେ ଅନୁଗ୍ରହ ପାଇଅଛି, ଏବଂ ଏହା ଯବେେ ରାଜାଙ୍କୁ ଆନନ୍ଦ କରୁଥାଏ, ରାଜା ଓ ହାମନ ଆସନ୍ତାକାଲି ରାତ୍ରି ଭୋଜନକୁ ଆସନ୍ତୁ ଯାହା ମୁଁ ପ୍ରସ୍ତୁତ କରିବି। ସହେି ସମୟରେ ମୁଁ ରାଜାଙ୍କର ପ୍ରଶ୍ନର ଉତ୍ତର ଦବେି।
ଆଉ ରାଜା କୋର୍ଧ ରେ ଦ୍ରାକ୍ଷାରସ ପାନ ଶାଳାରୁ ଉଠି ରାଜଗୃହର ଉଦ୍ୟାନକୁ ଗଲା। ତହିଁରେ ରାଜାଦ୍ବାରା ଆପଣାର ଅମଙ୍ଗଳ ନିଶ୍ଚିତ ହାଇେଅଛି, ଏହା ଜାଣି ହାମନ୍ ଏଷ୍ଟର ରାଣୀ ନିକଟରେ ଆପଣା ପ୍ରାଣଭିକ୍ଷା ମାଗିଲା।
ଶଯତାନ ଉତ୍ତର ଦଲୋ, ଚର୍ମ ଚର୍ମ ପାଇଁ ! ଜଣେ ମନୁଷ୍ଯ ନିଜ ଜୀବନ ରକ୍ଷା କରିବା ପାଇଁ ସବୁକିଛି ଦଇେ ଦବେ।
ୟିରୁଶାଲମରେ ସୁଖ ସମୃଦ୍ଧି ପାଇଁ ପ୍ରାର୍ଥନା କର। ମୁଁ ଆଶାକରେ ଯେଉଁମାନେ ତୁମ୍ଭକୁ ପ୍ରମେ କରନ୍ତି ସମାନେେ ସଠାେରେ ଶାନ୍ତି ପାଇବେ।
ସହେି ସମୟରେ ତୁମ୍ଭେ ସମାନଙ୍କେୁ କହିବ, ' ମାେତେ ଯୋନାଥନ ଗୃହକୁ ନ ପଠାଇବା ପାଇଁ ମୁଁ ରାଜାଙ୍କ ନିକଟରେ ଅନୁନଯ କଲି। ତା' ନ ହେଲେ ମୁଁ ସଠାେ ରେ ମରିୟିବି।