Home Bibles ଏଷ୍ଟର ବିବରଣ 1:19 · ଓଡ଼ିଆ ବାଇବେଲ
ଏଷ୍ଟର ବିବରଣ 1:19 · ଓଡ଼ିଆ ବାଇବେଲ

ଏଥିପାଇଁ ଯଦି ମହାରାଜା ସନ୍ତୁଷ୍ଟ ହୁଅନ୍ତି, ତବେେ ବଷ୍ଟୀ ଅକ୍ଷଶ୍ବରେଶ ରାଜା ନିକଟକୁ ଆଉ ନ ଆସିବାକୁ ରାଜାଜ୍ଞା ଶ୍ରୀଛାମୁରୁ ପ୍ରକାଶିତ ହେଉ। ଏବଂ ଏହା ପାରସିକ ଓ ମାଦୀଯ ବ୍ଯବସ୍ଥା ମଧିଅରେ ଲିଖିତ ହେଉ, ଯାହା ପରିବର୍ତ୍ତନ କରାୟାଇ ପାରିବ ନାହିଁ। ପୁଣି ମହାରାଜା ତାଙ୍କର ରାଣୀପଦ ତାହାଠାରୁ ଉତ୍ତମା ଏକ ସ୍ତ୍ରୀକୁ ଦିଅନ୍ତୁ।

Cross references

ପ୍ରଥମ ଶାମୁୟେଲ 15:28

ଏଣୁ ଶାମକ୍ସ୍ଟଯଲେ ତାଙ୍କୁ କହିଲେ, ସଦାପ୍ରଭୁ ଆଜି ତକ୍ସ୍ଟମ୍ଭଠାରକ୍ସ୍ଟ ଇଶ୍ରାୟେଲର ରାଜତ୍ବ ତକ୍ସ୍ଟମ୍ଭଠାରକ୍ସ୍ଟ ନଇଗେଲେ ଓ ତକ୍ସ୍ଟମ୍ଭଠାରକ୍ସ୍ଟ ଜଣେ ଉତ୍ତମ ବ୍ଯକ୍ତିକକ୍ସ୍ଟ ଦେଲେ, ୟିଏକି ତୁମ୍ଭର ସାଙ୍ଗ। ଉତ୍ତମ ତୁମ୍ଭର ଏକ ପ୍ରତିବେଶୀକକ୍ସ୍ଟ ତାହା ଦେଲେ।

ପ୍ରଥମ ରାଜାବଳୀ 3:28

ଇଶ୍ରାୟେଲର ସମଗ୍ର ଲୋକେ ରାଜାଙ୍କର ନ୍ଯାଯ ବିଗ୍ଭର ଶୁଣିଲେ ଓ ତାଙ୍କୁ ଭକ୍ତି ଓ ସମ୍ମାନ କଲେ। କାରଣ ସମାନେେ ଜାଣିଲେ ରାଜାଙ୍କର ବିଗ୍ଭର କରିବା ନିମନ୍ତେ ତାଙ୍କ ହୃଦଯ ରେ ପରମେଶ୍ବରଙ୍କ ଦତ୍ତ ଜ୍ଞାନ ରହିଛି।

ଏଷ୍ଟର ବିବରଣ 1:21

ଏହି କଥା ରେ ରାଜା ଓ ଅଧିପତିଗଣ ସନ୍ତୁଷ୍ଟ ହବୋରୁ ରାଜା ମମୁଖନର ପରାମର୍ଶାନୁସା ରେ କର୍ମକଲା।

ଏଷ୍ଟର ବିବରଣ 2:1

ଏହିସହୁ ଘଟଣା ପରେ ଅକ୍ଷଶ୍ବରେଶ ରାଜାର କୋର୍ଧ ଶାନ୍ତ ହୁଅନ୍ତେ ସେ ବଷ୍ଟୀକି ଓ ତାହାର କାର୍ୟ୍ଯ ଓ ତାହା ପ୍ରତିକୂଳ ରେ ପ୍ରଦତ୍ତ ଆଜ୍ଞା ସ୍ମରଣ କଲା।

ଏଷ୍ଟର ବିବରଣ 3:9

ମହାରାଜ ସନ୍ତୁଷ୍ଟ ହେଲେ ସମାନଙ୍କେୁ ବିନାଶ କରିବା ପାଇଁ ପତ୍ର ଲୋଖାଯାଉ। ତହିଁରେ ମୁଁ ରାଜକାର୍ୟ୍ଯ ରେ ନିୟୁକ୍ତ ଲୋକଙ୍କ ହସ୍ତ ରେ ରାଜଭଣ୍ତାରକୁ ଆଣିବା ପାଇଁ ଦଶହଜାର ତାଳନ୍ତ ରୂପା ଦବେି।

ଏଷ୍ଟର ବିବରଣ 8:5

ଏବଂ କହିଲା, ଯବେେ ମହାରାଜ ସନ୍ତୁଷ୍ଟ ହୁଅନ୍ତି ଯବେେ ରାଜାଙ୍କ ଦୁଷ୍ଟି ରେ ମୁଁ ଅନୁଗ୍ରହ ପାଇଅଛି, ଦୟାକରି ମାେ ପାଇଁ ଏହା କରନ୍ତୁ। ଆଉ ଯଦି ଏହା ରାଜାଙ୍କୁ ସନ୍ତୁଷ୍ଟ କରେ, ତବେେ ମହାରାଜାଙ୍କର ସମୁଦାଯ ପ୍ରଦେଶସ୍ଥ ୟିହୁଦୀଯମାନଙ୍କୁ ବିନାଶ କରିବା ପାଇଁ ଅଗାଗୀଯ ହମ୍ମାଦାଥାର ପୁତ୍ର ହାମନ ଯେ ସକଳ ପତ୍ର ଲେଖିବାକୁ ପରାମର୍ଶ ଦଇେଥିଲା, ତାହା ପ୍ରତ୍ଯାହୃତ କରାଯାଉ।

ଏଷ୍ଟର ବିବରଣ 8:8

ତୁମ୍ଭମାନେେ ୟିହୁଦୀଯମାନଙ୍କ ସମନ୍ଧ ରେ ନିଜ ନିଜ ଇଛାନୁସା ରେ ରାଜାଙ୍କ ନାମ ରେ ରାଜାଜ୍ଞା ଲେଖ ଓ ତାହା ରାଜାଙ୍କ ଅଙ୍ଗୁରୀଯ ରେ ମାହେରାଙ୍କିତ କର। କାରଣ ରାଜାଙ୍କର ନାମ ରେ ଲିଖିତ ଓ ରାଜାଙ୍କର ଅଙ୍ଗୁରୀଯ ରେ ମାହେରାଙ୍କିତ ପତ୍ର କହେି ଅନ୍ୟଥା କରିପାରିବେ ନାହିଁ।

ଦାନିଏଲ 6:8

ଏବେ ହେ ମହାରାଜା, ମାଦୀଯ ଓ ପାରସିକମାନଙ୍କର ଅଟଳ ବ୍ଯବସ୍ଥାନୁସା ରେ ଏହି ନିଷଧେ ବିଧି ଯେପରି ପରିବର୍ତ୍ତିତ ନହୁଏ, ଏଥିପାଇଁ ତାହା ସ୍ଥିର କରନ୍ତୁ ଓ ଏହି ଲଖାେ ରେ ସ୍ବାକ୍ଷର କରନ୍ତୁ।

ଦାନିଏଲ 6:9

ତେଣୁ ରାଜା ଦାରିଯାବସ ସହେି ଲଖାେ ଓ ନିଷଧେ ସ୍ବାକ୍ଷର କଲା।

ଦାନିଏଲ 6:17

ପୁଣି ଏକ ବଡ ପଥର ଆଣାୟାଇ ଗର୍ତ୍ତ ମୁଖ ରେ ରଖାଗଲା। ପୁଣି ରାଜା ନିଜର ମୁଦ୍ରା ରେ ଓ ନିଜ ଅମାତ୍ଯଗଣଙ୍କ ମୁଦ୍ରା ରେ ତାହା ଅଙ୍କିତ କଲା। ଏହା କରାଗଲା କାରଣ ସହେି ଦାନିୟେଲଙ୍କୁ ଗର୍ତ୍ତରୁ ବାହାର କରିବାକୁ ପଥର ଘୁଞ୍ଚାଇବେ ନାହିଁ।

Interlinear

Choose Theme