Home Bibles ☰ Books ନିହିମିୟା 2:20 · ଓଡ଼ିଆ ବାଇବେଲ
ନିହିମିୟା 2:20 · ଓଡ଼ିଆ ବାଇବେଲ

କିନ୍ତୁ ମୁଁ ଏହିପରି କହିଲି, ସ୍ବର୍ଗସ୍ଥ ପରମେଶ୍ବର ଆମ୍ଭର କାର୍ୟ୍ଯ ସିଦ୍ଧ କରିବେ। ଆମ୍ଭେ ହେଉଛୁ ପରମେଶ୍ବରଙ୍କ ଦାସ। ଆମ୍ଭମାନେେ ଏହି ନଗରକୁ ପୁନଃନିର୍ମାଣ କରିବୁ। କିନ୍ତୁ ୟିରୁଶାଲମ ରେ ତୁମ୍ଭର କିଛି କାର୍ୟ୍ଯ ନାହିଁ।

Cross references

ଯାତ୍ରା ପୁସ୍ତକ 28:29

ଯେତବେେଳେ ହାରୋଣ ପବିତ୍ର ସ୍ଥାନକୁ ପ୍ରବେଶ କରିବ, ସହେି ସମୟରେ ସଦାପ୍ରଭୁଙ୍କ ସମ୍ମୁଖ ରେ ନିତ୍ଯ ସ୍ମରଣାର୍ଥେ ସେ ବିଚାରାର୍ଥକ ବୁକୁପଟା ରେ ଇଶ୍ରାୟେଲ ପୁତ୍ରଗଣର ନାମ ସକଳ ଆପଣା ହୃଦଯ ଉପରେ ବହନ କରିବ।

ଲେବୀୟ ପୁସ୍ତକ 2:2

ପୁଣି ତାକୁ ହାରୋଣର ଯାଜକ ପୁତ୍ରମାନଙ୍କ ନିକଟକୁ ଆଣିବ। ଯାଜକ ସେଥିରୁ ମୁଠିଏ ସରୁ ମଇଦା, କିଛି ତୈଳ ଓ ସମସ୍ତ କପୂର୍ର ନବେ। ତା'ପରେ ଯାଜକ ଏହି ସ୍ମାରକ ଅଂଶ ୟଜ୍ଞବଦେୀ ଉପରେ ଦଗ୍ଧ କରିବ। ତାହା ସଦାପ୍ରଭୁଙ୍କ ପାଇଁ ସୁଗନ୍ଧିତ ନବୈେଦ୍ଯ ଅଟେ।

ଲେବୀୟ ପୁସ୍ତକ 24:7

ଆଉ ରୋଟୀ ପରିବର୍ତେ ସ୍ମରଣାର୍ଥକ ନବୈେଦ୍ଯରୂପେ ପ୍ରତି ଧାଡିର ଉପରେ ନିର୍ମଳ ସୁବାସିତ ଲୋବାନ୍ ଦବେ।

ଗଣନା ପୁସ୍ତକ 10:10

ଆଉ ମଧ୍ଯ ତୁମ୍ଭମାନଙ୍କ ଆନନ୍ଦ ଦିନ ରେ ଓ ତୁମ୍ଭମାନଙ୍କ ନିରୂପିତ ପର୍ବ ରେ ଓ ତୁମ୍ଭମାନଙ୍କ ମାସର ଆରମ୍ଭ ରେ ତୁମ୍ଭମାନେେ ଆପଣାମାନଙ୍କ ହାମବେଳି ଓ ମଙ୍ଗଳାର୍ଥକ ବଳି ଉପରେ ଏହି ତୂରୀ ବଜାଇବ। ତାହା ପରମେଶ୍ବରଙ୍କ ସମ୍ମୁଖ ରେ ସ୍ମରଣାର୍ଥେ କରାୟିବ। ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟେ।

ଦିତୀୟ ବଂଶାବଳୀ 26:5

ଉଷିୟ ଜିଖରିଯଙ୍କ ଜୀବନକାଳ ମଧିଅରେ ପରମେଶ୍ବରଙ୍କର ଅନୁଗମନ କଲେ। ପରମେଶ୍ବରଙ୍କୁ କିପରି ସମ୍ମାନ କରିବାକୁ ଓ ତାଙ୍କର ବାଧ୍ଯ ହବୋକୁ ହବେ, ତାହା ଜିଖରିଯ ଉଷିୟଙ୍କୁ ଶିକ୍ଷା ଦେଲେ। ଉଷିୟ ଯେତବେେଳେ ସଦାପ୍ରଭୁଙ୍କର ବାଧ୍ଯ ହେଲେ, ପରମେଶ୍ବର ତାଙ୍କୁ ସଫଳତା ଦେଲେ।

ଏଜ୍ରା 4:3

ମାତ୍ର ସରୁଦ୍ଦାବିଲ ଓ ଯଶୂେଯ ଓ ଇଶ୍ରାୟେଲର ଅନ୍ୟ ପିତୃବଂଶ ପ୍ରଧାନମାନେ ସମାନଙ୍କେୁ କହିଲେ, ଆମ୍ଭମାନଙ୍କ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ମନ୍ଦିର ନିର୍ମାଣ କରିବା ବିଷଯ ରେ ଆମ୍ଭମାନଙ୍କ ସଙ୍ଗେ ତୁମ୍ଭମାନଙ୍କର କୌଣସି ସଂପର୍କ ନାହିଁ। ମାତ୍ର ଆମ୍ଭମାନଙ୍କ ପ୍ରତି ପାରସ୍ଯ ରାଜା କୋରସ ରାଜାଙ୍କ ଆଜ୍ଞା ପ୍ରମାଣେ ଆମ୍ଭମାନେେ ଆପେ ଏକତ୍ରୀତ ହାଇେ ଇଶ୍ରାୟେଲର ପରମେଶ୍ବର ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ମନ୍ଦିର ନିର୍ମାଣ କରୁଅଛୁ।

ନିହିମିୟା 1:4

ଯେତବେେଳେ ମୁଁ ସମାନଙ୍କେଠାରୁ ଏହି ସମ୍ବାଦ ଶୁଣିଲି, ମୁଁ ଦୁଃଖିତ ହଲିେ। ମୁଁ ବସି କ୍ରନ୍ଦନ କଲି। ମୁଁ ଉପବାସ ରେ ସ୍ବର୍ଗସ୍ଥ ପରମେଶ୍ବରଙ୍କୁ ବହୁ ଦିନ ଧରି ପ୍ରାର୍ଥନା କଲି।

ନିହିମିୟା 2:4

ଏହାପରେ ରାଜା ମାେତେ କହିଲେ, ମାେ ନିକଟରୁ କ'ଣ ସାହାୟ୍ଯ ତୁମ୍ଭେ ଗ୍ଭହଁ।

ଏଷ୍ଟର ବିବରଣ 4:11

ବିନା ରାଜା ଡାକରା ରେ ପୁରୁଷ ଓ ସ୍ତ୍ରୀ ଯେ କହେି ଭିତର ପ୍ରାଙ୍ଗଣକୁ ରାଜାଙ୍କ ନିକଟକୁ ୟାଏ ତାହାର ପ୍ରାଣଦଣ୍ତ ଦବୋର ଏକମାତ୍ର ବ୍ଯବସ୍ଥା ଅଛି। କବଳେ ଯାହା ପ୍ରତି ରାଜା ସ୍ବର୍ଣ୍ଣମଯ ରାଜଦଣ୍ତ ବଢାନ୍ତି, ସହେି ବଞ୍ଚେ। ଏହା ରାଜାଙ୍କର ସବୁଦାସ ଓ ରାଜାଙ୍କର ସବୁ ପ୍ରଦେଶସ୍ଥ ଲୋକ ଜାଣନ୍ତି। ମାତ୍ର ଗତ ତିରିଶ ଦିନ ହେଲା ମୁଁ ରାଜାଙ୍କ ନିକଟକୁ ୟିବାପାଇଁ ଡାକରା ପାଇନାହିଁ।

ଗୀତସଂହିତା 20:5

ଆମ୍ଭେ ସମସ୍ତେ ଖୁସି ହବେୁ ଯେତବେେଳେ ପରମେଶ୍ବର ତୁମ୍ଭକୁ ସାହାୟ୍ଯ କରିବେ। ଆସ ସମସ୍ତେ ପରମେଶ୍ବରଙ୍କ ନାମର ଜଯଗାନ କରିବା। ୟାହା ତୁମ୍ଭେ ଚାହୁଁଛ, ସଦାପ୍ରଭୁ ତୁମ୍ଭର ସହେି ସକଳ କାମନା ପୂରଣ କରନ୍ତୁ।

ଗୀତସଂହିତା 35:27

କିଛି ଲୋକ ଚାହାଁନ୍ତି ଭଲ ଘଟଣା ମାେ ଜୀବନରେ ଘଟୁ। ମୁଁ ଆଶା କରେ, ସହେି ଲୋକମାନେ ଅତି ଆନନ୍ଦିତ ଅଟନ୍ତି। କାରଣ ସହେି ଲୋକମାନେ ସର୍ବଦା କୁହନ୍ତି, ସଦାପ୍ରଭୁ ହେଉଛନ୍ତି ମହାନ୍। ସେ ଚାହାଁନ୍ତି ତାଙ୍କର ଭୃତ୍ଯମାନଙ୍କର ସର୍ବଦା ମଙ୍ଗଳ ହେଉ।

ଗୀତସଂହିତା 51:18

ହେ ପରମେଶ୍ବର ନିଜର ଅନୁଗ୍ରହରେ ସିୟୋନର ମଙ୍ଗଳ କର। ତୁମ୍ଭେ ୟିରୁଶାଲମର ପ୍ରାଚୀରସବୁ ପୁନଃନିର୍ମାଣ କର।

Interlinear

Choose Theme