Home Bibles ଦିତୀୟ ବଂଶାବଳୀ 26:5 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 26:5 · ଓଡ଼ିଆ ବାଇବେଲ

ଉଷିୟ ଜିଖରିଯଙ୍କ ଜୀବନକାଳ ମଧିଅରେ ପରମେଶ୍ବରଙ୍କର ଅନୁଗମନ କଲେ। ପରମେଶ୍ବରଙ୍କୁ କିପରି ସମ୍ମାନ କରିବାକୁ ଓ ତାଙ୍କର ବାଧ୍ଯ ହବୋକୁ ହବେ, ତାହା ଜିଖରିଯ ଉଷିୟଙ୍କୁ ଶିକ୍ଷା ଦେଲେ। ଉଷିୟ ଯେତବେେଳେ ସଦାପ୍ରଭୁଙ୍କର ବାଧ୍ଯ ହେଲେ, ପରମେଶ୍ବର ତାଙ୍କୁ ସଫଳତା ଦେଲେ।

Cross references

ଆଦି ପୁସ୍ତକ 41:15

ଫାରୋ ଯୋଷଫଙ୍କେୁ ପଚାରିଲେ, ମୁଁ ଏକ ସ୍ବପ୍ନ ଦେଖିଲି। କିନ୍ତୁ କୌଣସି ଲୋକ ଏହି ସ୍ବପ୍ନର ଅର୍ଥ କରିପାରୁ ନାହାଁନ୍ତି। ମୁଁ ଶୁଣିଲି ଯେ ତୁମ୍ଭେ ସ୍ବପ୍ନର ଅର୍ଥ କରି ପାରୁଛ। ଯଦି କହେି ତୁମ୍ଭକୁ ସ୍ବପ୍ନ ବିଷଯ ରେ କୁ ହେ।

ଆଦି ପୁସ୍ତକ 41:38

ସେତବେେଳେ ଫାରୋ ସମାନଙ୍କେୁ କହିଲେ, ମୁଁ ଭାବୁଛି ଆମ୍ଭେ ଏହି କାର୍ୟ୍ଯ ପାଇଁ ଯୋଷଫଙ୍କେଠାରୁ ଆଉ ଉତ୍ତମ ଲୋକ ପାଇପାରିବା ନାହିଁ। ପରମେଶ୍ବରଙ୍କ ଆତ୍ମା ତା' ମଧିଅରେ ଅଛନ୍ତି।

ଯିହୋଶୂୟ 1:7

କିନ୍ତୁ ତୁମ୍ଭେ ବଳବାନ ଓ ସାହାସୀ ହକ୍ସ୍ଟଅ। ଅନ୍ୟ କଥା ମାନିବାକକ୍ସ୍ଟ ତୁମ୍ଭେ ନିଶ୍ଚିତ ମାରେ ଦାସ ମାଶାଙ୍କେର ଆଦେଶ ପାଳନ କରିବ। ଯଦି ତୁମ୍ଭେ ତାଙ୍କର ଉପଦେଶ ଠିକ୍ ଭାବରେ ପାଳନ କରିବ, ତବେେ ତୁମ୍ଭେ ଯେଉଁ କର୍ମ କରିବ ସେଥି ରେ ଉତ୍ତିର୍ଣ୍ଣ ହବେ।

ଯିହୋଶୂୟ 1:8

ସର୍ବଦା ଏହି ବ୍ଯବସ୍ଥା ପୁସ୍ତକ ତକ୍ସ୍ଟମ୍ଭ ସମ୍ମକ୍ସ୍ଟଖରକ୍ସ୍ଟ ବିଚଳିତ ନ ହେଉ। ଦିନ ରାତି ଏହି ନିଯମ ପୁସ୍ତକକକ୍ସ୍ଟ ପଠନ କର। ତବେେ ତୁମ୍ଭେ ନିଶ୍ଚିତ ହାଇପୋରିବ। ଏହି ନିଯମକକ୍ସ୍ଟ ପାଳନ କର, ଯାହା ଏହି ପୁସ୍ତକକରେ ଲଖାେ ହାଇେ ଅଛି। ଯଦି ତୁମ୍ଭେ ଏପରି କର, ତବେେ ତୁମ୍ଭେ ବକ୍ସ୍ଟଦ୍ଧିମାନ ଓ ପ୍ରେତ୍ୟକକ କାର୍ୟ୍ଯ ରେ କୃତକାର୍ୟ୍ଯ ହବେ, ଯାହା ତୁମ୍ଭେ କରିବ।

ବିଚାରକର୍ତାମାନଙ୍କ ବିବରଣ 2:7

ଇଶ୍ରାୟେଲର ଲୋକମାନେ ଯିହାଶୂେୟ ବଞ୍ଚିଥିବା ପର୍ୟ୍ଯନ୍ତ ସଦାପ୍ରଭୁଙ୍କର ସବୋ କଲେ। ସମାନେେ ସଦାପ୍ରଭୁଙ୍କ ସବୋ ଅବ୍ଯାହତ ରଖିଲେ, ଯିହାଶୂେୟଙ୍କ ମୃତକ୍ସ୍ଟ୍ଯପରେ ଥିବା ସମାନଙ୍କେର ପ୍ରାଚୀନବର୍ଗ ଜୀବିତ ଥିବା ପର୍ୟ୍ଯନ୍ତ। ଇଶ୍ରାୟେଲ ଲୋକମାନଙ୍କ ପାଇଁ ସଦାପ୍ରଭୁ କି ଆଶ୍ଚର୍ୟ୍ଯ କର୍ମମାନ କରିଥିଲେ, ଏହି ବୃଦ୍ଧ ବ୍ଯକ୍ତିମାନେ ଦେଖିଥିଲେ।

ପ୍ରଥମ ବଂଶାବଳୀ 22:11

ଦାଉଦ ଆହୁରି ମଧ୍ଯ କହିଲେ, ବର୍ତ୍ତମାନ ପୁତ୍ର, ସଦାପ୍ରଭୁ ତୁମ୍ଭ ସହିତ ରେ ରୁହନ୍ତୁ। ତୁମ୍ଭେ ସଫଳ ହୁଅ ଓ ସଦାପ୍ରଭୁ ତୁମ୍ଭର ପରମେଶ୍ବର ତୁମ୍ଭକୁ ଯେପରି କହିଅଛନ୍ତି, ସପରେି ତୁମ୍ଭେ ତାହାଙ୍କ ନିମନ୍ତେ ଏକ ମନ୍ଦିର ନିର୍ମାଣ କରିବ।

ପ୍ରଥମ ବଂଶାବଳୀ 22:13

ସଦାପ୍ରଭୁ ଇଶ୍ରାୟେଲ ନିମନ୍ତେ ମାଶାଙ୍କେୁ ଯେଉଁସବୁ ବ୍ଯବସ୍ଥା ପ୍ରଦାନ କରିଛନ୍ତି, ଯଦି ତୁମ୍ଭେ ତାହାର ବାଧ୍ଯ ହବୋ ନିମନ୍ତେ ଯତ୍ନ କରିବ, ତବେେ ତୁମ୍ଭେ ସଫଳତା ଲାଭ କରିବ। ବଳବାନ ଓ ସାହସୀ ହୁଅ, ଭୟ କର ନାହିଁ।

ଦିତୀୟ ବଂଶାବଳୀ 14:6

ଯିହୁଦା ରେ ଶାନ୍ତି ଥିବା ସମୟରେ ଆସା ଯିହୁଦା ରେ ଦୃଢ଼ ନଗରମାନ ସ୍ଥାପନ କଲେ। ସଦାପ୍ରଭୁ ତାଙ୍କୁ ଶାନ୍ତି ପ୍ରଦାନ କରିଥିବାରୁ ସହେି ବର୍ଷଗୁଡ଼ିକରେ କୌଣସି ୟୁଦ୍ଧ ହାଇେ ନ ଥିଲା।

ଦିତୀୟ ବଂଶାବଳୀ 15:2

ଅସରିଯ ଆସାଙ୍କୁ ସାକ୍ଷାତ କରିବାକୁ ଗଲେ। ଅସରିଯ କହିଲେ, ଆସା ଓ ଯିହୁଦା ଏବଂ ବିନ୍ଯାମୀନର ଲୋକ ସମସ୍ତେ, ତୁମ୍ଭମାନେେ ମାେ କଥା ଶୁଣ। ତୁମ୍ଭମାନେେ ଯେତବେେଳେ ପରମେଶ୍ବରଙ୍କ ସହିତ ଥିଲ, ସେ ତୁମ୍ଭମାନଙ୍କ ସହିତ ରେ ଥିଲେ। ତୁମ୍ଭମାନେେ ଯଦି ସଦାପ୍ରଭୁଙ୍କୁ ଖାଜେିବ, ତବେେ ତୁମ୍ଭମାନେେ ତାଙ୍କୁ ପାଇବ। କିନ୍ତୁ ଯଦି ତୁମ୍ଭମାନେେ ତାଙ୍କୁ ପରିତ୍ଯାଗ କରିବ, ସେ ତୁମ୍ଭମାନଙ୍କୁ ପରିତ୍ଯାଗ କରିବେ।

ଦିତୀୟ ବଂଶାବଳୀ 24:2

ଯାଜକ ୟିହୋଯାଦା ଜୀବିତ ଥିବା ପର୍ୟ୍ଯନ୍ତ ଯୋୟାଶ୍ ଯଥାର୍ଥ କର୍ମ କଲେ।

ଦିତୀୟ ବଂଶାବଳୀ 25:8

ହାଇପୋ ରେ, ତୁମ୍ଭେ ନିଜକୁ ଦୃଢ଼ ଓ ୟୁଦ୍ଧ ନିମନ୍ତେ ସୁ-ପ୍ରସ୍ତୁତ କରିପାର, କିନ୍ତୁ ପରମେଶ୍ବର ହିଁ ତୁମ୍ଭକୁ ବିଜଯୀ କିଅବା ପରାଜଯୀ ହବୋ ନିମନ୍ତେ ସାହାୟ୍ଯ କରିପାରନ୍ତି।

ଦିତୀୟ ବଂଶାବଳୀ 27:6

ଯୋଥମ୍ ବିଶ୍ବସ୍ତ ଭାବରେ ସଦାପ୍ରଭୁ ତାଙ୍କର ପରମେଶ୍ବରଙ୍କର ବାଧ୍ଯ ହବୋରୁ ପରାକ୍ରମୀ ହାଇେ ଉଠିଲେ।

ଦିତୀୟ ବଂଶାବଳୀ 29:1

ହିଜକିଯ ରାଜା ହବୋ ସମୟରେ ପଚିଶ ବର୍ଷ ବଯସ୍କ ହାଇେଥିଲେ। ସେ ୟିରୁଶାଲମ ରେ ଅଣତିରିଶ ବର୍ଷ ରାଜତ୍ବ କଲେ। ତାଙ୍କ ମାତାଙ୍କର ନାମ ଥିଲା ଅବିଜା। ଅବିଜା ଜିଖରିଯଙ୍କ କନ୍ଯା ଥିଲେ।

ଦିତୀୟ ବଂଶାବଳୀ 32:30

ହିଜକିଯ ହିଁ ୟିରୁଶାଲମ ରେ ଗୀହାନେ ଝରଣାର ଉର୍ଦ୍ଧ୍ବସ୍ଥ ଉତ୍ସକୁ ବନ୍ଦ କଲେ ଓ ସହେି ଜଳକୁ ଦାଉଦଙ୍କ ନଗରର ଦକ୍ଷିଣ ପାଶର୍‌ବ ରେ ସଳଖ ଭାବରେ ନିମ୍ନଗାମୀ କଲେ। ଆଉ ହିଜକିଯ ଯେଉଁ ସମସ୍ତ କର୍ମ କଲେ, ସେଥି ରେ ସଫଳ ହେଲେ।

ଗୀତସଂହିତା 1:3

ତଣେୁ ସହେି ବ୍ଯକ୍ତି ଅଧିକ ବଳଶାଳୀ ହୁଏ, ପ୍ରଚୁର ପାଣି ପାଉଥିବା ତୁଷର ସ୍ଥିତି ପରି। ସହେି ବ୍ଯକ୍ତି ଠିକ୍ ସମଯରେ ଫଳ ଦେଉଥିବା ଗୋଟିଏ ବୃକ୍ଷପରି ଅଟେ। ସହେି ବ୍ଯକ୍ତି ସହେି ବୃକ୍ଷ ପରି ଶକ୍ତିଶାଳୀ, ୟାହାର ପତ୍ର କବେେ ହେଲେ ଶୁଖିୟାଏ ନାହିଁ। ସେ ୟାହା କରେ, ତହିଁରେ କୃତକାର୍ୟ୍ଯ ହୁଏ।

ଦାନିଏଲ 1:17

ଆଉ ପରମେଶ୍ବର ସହେି ଗ୍ଭରି ୟୁବକଙ୍କୁ ଜ୍ଞାନ ଏବଂ ବିଭିନ୍ନ ଲେଖନି ଓ ବିଜ୍ଞାନ ଶିକ୍ଷା ପାଇଁ ଯୋଗ୍ଯତା ପ୍ରଦାନ କଲେ। ପୁଣି ଦାନିୟେଲ ସମସ୍ତ ଦର୍ଶନ ଅ ସ୍ବପ୍ନ ବିଷଯ ରେ ବୁଦ୍ଧିମାନ ହେଲେ।

ଦାନିଏଲ 2:19

ଏହାପ ରେ ପରମେଶ୍ବର ଦାନିୟେଲକୁ ଦର୍ଶନ ଦଇେ ଗୁପ୍ତ ବିଷଯ ରେ ଜଣାଇଲେ। ତହୁଁ ଦାନିୟେଲ ସ୍ବର୍ଗସ୍ଥ ପରମେଶ୍ବରଙ୍କୁ ଧନ୍ଯବାଦ କଲେ।

ଦାନିଏଲ 5:16

ମୁଁ ତୁମ୍ଭ ବିଷଯ ରେ ଶୁଣୁଅଛି ଯେ ତୁମ୍ଭେ ଅର୍ଥ ପ୍ରକାଶ ଓ ସନ୍ଦହେ ଭଞ୍ଜନ କରିପାର। ଏତେ ତୁମ୍ଭେ ଯଦି ଏହି ଲଖାେ ପାଠ କରି ତହିଁର ଅର୍ଥ ମାେତେ ଜଣାଇ ପାର, ତବେେ ମୁଁ ତୁମ୍ଭକୁ ବାଇଗଣିଆ ବସ୍ତ୍ର ଉପହାର ଦବେି ଓ ତୁମ୍ଭ କଣ୍ଠ ରେ ସୁବର୍ଣ୍ଣ ହାର ଲମ୍ବାଇବି। ଆଉ ତୁମ୍ଭେ ମାେ ରାଜ୍ଯ ରେ ତୃତୀୟ ସର୍ବୋଚ୍ଚ ଶାସନକର୍ତ୍ତା ହବେ।

ଦାନିଏଲ 10:1

ପାରସ୍ଯର ରାଜା କୋରସର ରାଜତ୍ବର ତୃତୀୟ ବର୍ଷ ରେ ବେଲ୍ଟଶତ୍ସର ନାମ ରେ ପରିଚିତ ଦାନିୟେଲଙ୍କ ପ୍ରତି ଏକ ବିଷଯ ପ୍ରକାଶିତ ହେଲା। ସେ ସବୁ ସତ୍ଯ ବୁଝିବାକୁ କଠି; ମାତ୍ର ଦାନିୟେଲ ତାହା ବୁଝିଲେ ଓ ଦର୍ଶନ ବିଷଯ ତାଙ୍କୁ ଗୋଚର ହେଲା।

ହୋଶେୟ 6:4

ହେ ଇଫ୍ରଯିମ, ହେ ଯିହୁଦା, ଆମ୍ଭେ ତୁମ୍ଭମାନଙ୍କ ପ୍ରତି କିପରି ବ୍ଯବହାର କରିବୁ? ତୁମ୍ଭମାନଙ୍କର ବିଶ୍ବସ୍ତତା ସକାଳର କୁହୁଡି ଓ କାକର ପରି ଅଟେ ଯେ କି ଅତି ପ୍ରତ୍ଯୁଷ ରେ ଉଭଇେ ୟାଏ।

ମାର୍କଲିଖିତ ସୁସମାଚାର 4:16

ଆଉ କେତକେ ଲୋକ ପଥୁରିଆ ଜମି ରେ ବୁଣା ଯାଇଥିବା ବୀଜ ଭଳି, ସମାନେେ ବାକ୍ଯ ଶୁଣନ୍ତି ଏବଂ ଶୀଘ୍ର ଆନନ୍ଦ ରେ ତାହା ଗ୍ରହଣ କରି ନିଅନ୍ତି।

ରେରିତମାନଙ୍କ କାର୍ଯ୍ୟର ବିବରଣ 20:30

ଏପରିକି ତୁମ୍ଭମାନଙ୍କ ଭିତରୁ ମଧ୍ଯ କେତଜେଣ ଲୋକ ବାହାରିବେ ଓ ଭୁଲ କଥା ଉପଦେଶ ଦଇେ ଶିଷ୍ଯମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବେ।

Interlinear

Choose Theme