ମାତ୍ର ସରୁଦ୍ଦାବିଲ ଓ ଯଶୂେଯ ଓ ଇଶ୍ରାୟେଲର ଅନ୍ୟ ପିତୃବଂଶ ପ୍ରଧାନମାନେ ସମାନଙ୍କେୁ କହିଲେ, ଆମ୍ଭମାନଙ୍କ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ମନ୍ଦିର ନିର୍ମାଣ କରିବା ବିଷଯ ରେ ଆମ୍ଭମାନଙ୍କ ସଙ୍ଗେ ତୁମ୍ଭମାନଙ୍କର କୌଣସି ସଂପର୍କ ନାହିଁ। ମାତ୍ର ଆମ୍ଭମାନଙ୍କ ପ୍ରତି ପାରସ୍ଯ ରାଜା କୋରସ ରାଜାଙ୍କ ଆଜ୍ଞା ପ୍ରମାଣେ ଆମ୍ଭମାନେେ ଆପେ ଏକତ୍ରୀତ ହାଇେ ଇଶ୍ରାୟେଲର ପରମେଶ୍ବର ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ମନ୍ଦିର ନିର୍ମାଣ କରୁଅଛୁ।
Cross references
କୋରସ୍ ପାରସ୍ଯର ରାଜା ହାଇେଥିବାର ପ୍ରଥମ ବର୍ଷ ରେ, ସଦାପ୍ରଭୁ କୋରସ୍ଙ୍କ ଦ୍ବାରା ଏକ ବିଶଷେ ଘାଷେଣା କରାଇଲେ। ସଦାପ୍ରଭୁ ଯିରିମିୟ ଭବିଷ୍ଯତ୍ବକ୍ତାଙ୍କ ଦ୍ବାରା ଯେଉଁ ଶପଥ କରିଥିଲେ, ତାହା ଯେପରି ପ୍ରକୃତ ରେ ଘଟିବ, ସେଥିନିମନ୍ତେ ସେ ଏହିପରି କଲେ। କୋରସ୍ ତାଙ୍କ ରାଜ୍ଯର ପ୍ରେତ୍ୟକକ ସ୍ଥାନକୁ ବାର୍ତ୍ତାବାହକମାନଙ୍କୁ ପଠାଇଲେ। ସମାନେେ ଏହି ବାର୍ତ୍ତା ବହନ କରୁଥିଲେ।
ପ୍ରଥମ ବର୍ଷ ରେ କୋରସ ପାରସ୍ଯର ରାଜା ଥିଲେ। ସଦାପ୍ରଭୁ ତାଙ୍କୁ ଏକ ଘାଷେଣା ପତ୍ର ଲେଖିବା ପାଇଁ ଉତ୍ସାହିତ କରିଥିଲେ ଓ ଉକ୍ତ ଘାଷେଣାନାମାକୁ ତାଙ୍କ ରାଜ୍ଯର ଗ୍ଭରିଆଡେ ପଢି ଶୁଣାଇ ଥିଲେ। ଯିରିମିୟଙ୍କ ଦ୍ବାରା କୁହାୟାଇଥିବା ସଦାପ୍ରଭୁଙ୍କର ବାକ୍ଯ ପୂରଣ କରିବାକୁ ଏହା ଥିଲା। ସହେି ଘାଷେଣା ନାମାଟି ଏହିପରି ଥିଲା।
ତାଙ୍କ ସମସ୍ତ ଲୋକମାନଙ୍କ ମଧ୍ଯରୁ ତୁମ୍ଭମାନଙ୍କ ଭିତରୁ ଯେ କହେି ହୁଅନା, ତାର ପରମେଶ୍ବର ତା ସହିତ ରୁହନ୍ତୁ। ଯିହୁଦାସ୍ଥିତ ୟିରୁଶାଲମ ପର୍ୟ୍ଯନ୍ତ ତାକୁ ୟିବାକୁ ଦିଅ ଏବଂ ତାକୁ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କ ମନ୍ଦିର ନିର୍ମାଣ କରିବାକୁ ଦିଅ। ସେ ହିଁ ପରମେଶ୍ବର ୟିଏକି ୟିରୁଶାଲମ ରେ ଅଛନ୍ତି।
କୋରସ ରାଜାଙ୍କ ଅଧିକାରର ପ୍ରଥମ ବର୍ଷ ରେ କୋରସ ରାଜା ୟିରୁଶାଲମସ୍ଥିତ ପରମେଶ୍ବରଙ୍କ ମନ୍ଦିର ବିଷଯ ରେ ଆଜ୍ଞା କଲେ।
କିନ୍ତୁ ମୁଁ ଏହିପରି କହିଲି, ସ୍ବର୍ଗସ୍ଥ ପରମେଶ୍ବର ଆମ୍ଭର କାର୍ୟ୍ଯ ସିଦ୍ଧ କରିବେ। ଆମ୍ଭେ ହେଉଛୁ ପରମେଶ୍ବରଙ୍କ ଦାସ। ଆମ୍ଭମାନେେ ଏହି ନଗରକୁ ପୁନଃନିର୍ମାଣ କରିବୁ। କିନ୍ତୁ ୟିରୁଶାଲମ ରେ ତୁମ୍ଭର କିଛି କାର୍ୟ୍ଯ ନାହିଁ।
ଆମ୍ଲଭସକାରସ ବିଷଯସର କହୁ, ତୁମ୍ଲଭ ଆମ୍ଭସମଷପାଳକ, ତୁମ୍ଲଭ ଆମ୍ଭର ମଙ୍ଗଳ କରିବ। ତୁମ୍ଲଭ ୟିରୁଶାଲମ ପୁନଃନିର୍ମିତସହବସବାଲି କହିବ।' ପୁଣି ମନ୍ଦିରର ମୂଳଦୁଆ ସ୍ଥାପିତସହବସବାଲି ତୁମ୍ଲଭ କହିବ।'
ଆମ୍ଭେ ଆମ୍ଭର ଦାସ ଯାକୁବ ନିମନ୍ତେ ଓ ଆମ୍ଭ ମନୋନୀତ ଇଶ୍ରାୟେଲ ନିମନ୍ତେ ଏହିକାର୍ୟ୍ଯ କରୁଅଛୁ। ତେଣୁ ଆମ୍ଭେ କୋରସ ନାମଧରି ଡ଼ାକୁଅଛୁ। ତୁମ୍ଭେ ଆମ୍ଭକୁ ନ ଜାଣିଲେ ମଧ୍ଯ ଆମ୍ଭେ ତୁମ୍ଭକୁ ସହେି ଉପାଧି ଦଇେଅଛୁ।
ସାବଧାନ, ଗଧିଆମାନଙ୍କ ଭିତ ରେ ମଷେମାନଙ୍କୁ ଛାଡିବା ଭଳି ମୁଁ ତୁମ୍ଭମାନଙ୍କୁ ବାହାରକୁ ପଠାଉଛି। ତୁମ୍ଭେ ସାପ ଭଳି ଚତୁର ହୁଅ। କପୋତ ଭଳି ନିରୀହ ହୁଅ।
ତୁମ୍ଭେ ଶମିରୋଣୀୟମାନେ କିଛି ନଜାଣି ନବୁଝି ଉପାସନା କର। କିନ୍ତୁ ଆମ୍ଭେ ଯିହୂଦୀମାନେ କାହାକୁ ଉପାସନା କରୁ, ସବୁ ଜାଣୁ। ଯୀହୂଦୀମାନଙ୍କଠାରୁ ପରିତ୍ରାଣ ଏ ଜଗତକୁ ଆ ସେ।
ପରମେଶ୍ବରଙ୍କ ପ୍ରତି ତୁମ୍ଭର ହୃଦୟ ନିର୍ମଳ ନଥିବାରୁ ତୁମ୍ଭେ ଆମ୍ଭ ସହିତ ଓ କାମ ରେ ଭାଗ ନଇେ ପାରିବ ନାହିଁ।
ସମାନେେ ଇଶ୍ରାୟେଲୀୟ ଲୋକ। ସମାନେେ ପରମେଶ୍ବରଙ୍କର ବଛାଯାଇଥୀବା ସନ୍ତାନ। ସମାନଙ୍କେ ପାଖ ରେ ପରମେଶ୍ବରଙ୍କ ମହିମା ଅଛି ଓ ସମାନେେ ପରମେଶ୍ବର ଲୋକମାନଙ୍କ ସହିତ କରିଥୀବା ଚୁକ୍ତିର ସହଭାଗୀ। ପରମେଶ୍ବର ସମାନଙ୍କେୁ ମାଶାଙ୍କେ ବ୍ଯବସ୍ଥା ଓ ଉପାସନାର ସଠିକ ପଦ୍ଧତି ଦଇେଛନ୍ତି। ପରମେଶ୍ବର ସମାନଙ୍କେୁ ତାଙ୍କର ପ୍ରତି ଶ୍ରୁତିମାନ ଦଇେଛନ୍ତି।
ମୁଁ ମଣ୍ଡଳୀକୁ ଗୋଟିଏ ପତ୍ର ଲେଖିଥିଲି। କିନ୍ତୁ ଦିୟତ୍ରଫା ଆମ୍ଭ କଥା ଶୁଣିବା ପାଇଁ ରାଜି ନୁହେଁ। ସେ ସର୍ବଦା ସଠାେରେ ନେତା ହାଇେ ରହିବା ପାଇଁ ଚା ହେଁ।