Home Bibles ☰ Books ନିହିମିୟା 12:3 · ଓଡ଼ିଆ ବାଇବେଲ
ନିହିମିୟା 12:3 · ଓଡ଼ିଆ ବାଇବେଲ

ଶଖନିଯ, ରହୂମ, ମରମୋେତ୍,

Cross references

ନିହିମିୟା 3:17

ତାର ନିକଟକୁ ଲବେୀୟ ପରିବାରବର୍ଗର, ବାନିର ପୁତ୍ର ରହୂମ୍ ଭଗ୍ନ ଅଂଶ ମରାମତି କଲା। ତାପରେ ଅର୍ଦ୍ଧ କିଯୀଲା ପ୍ରଦେଶର ଅଧ୍ଯକ୍ଷ ହଶବିଯ ମରାମତି କଲେ। ତାଙ୍କ ପ୍ରଦେଶ ତରଫରୁ ସେ ମରାମତି କଲେ।

ନିହିମିୟା 7:7

ଏମାନେ ସରୁଦ୍ଦାବିଲ, ଯଶୂେଯ, ନିହିମିଯା, ଅସରିଯ ରଯମା, ନହମାନି ମର୍ଦ୍ଦଖଯ, ବିଲଶନ, ମମ୍ପର, ବିଗ୍ବଯ, ନହୂମ, ବାନା ସଙ୍ଗେ ଫରେି ଆସିଲେ। ଇଶ୍ରାୟେଲ ବଂଶିଯ ପୁରୁଷମାନଙ୍କ ସଂଖ୍ଯା ଏହିପରି ଥିଲା।

ନିହିମିୟା 10:5

ହାରିମ୍, ମରମୋେତ୍ ଓବଦେିଯ,

Interlinear

Choose Theme