ସେ ଯେଉଁଥିପାଇଁ ଗୋଟିଏ ମିଥ୍ଯା ଶପଥ କରିଥିଲା, ତାହାର ଏକ ପଞ୍ଚମାଂଶ ଅର୍ଥଦଣ୍ଡ ସହିତ ସପୂର୍ଣ୍ଣ ଫରୋଇ ଦବୋ ଉଚିତ୍। ଏସବୁ ସେ କରିବ ଯେଉଁଦିନ ସେ ଦୋଷୀ ବୋଲି ସାବ୍ଯସ୍ତ ହବେଓ ସହେିଦିନ ସେ ଗ୍ରହିତାକୁ ସେ ଦ୍ରବ୍ଯ ଦବେ।
Cross references
ଜଣେ ବ୍ଯକ୍ତି ପାଇଁ କ'ଣ ଦଣ୍ଡ ଅଛି ୟିଏ ଗୋରୁ କିମ୍ବା ମଷେ ଚୋରି କରେ, ଯଦି ସେ ତାକୁ ହତ୍ଯା କରେ କିମ୍ବା ବିକ୍ରୀ କରେ। ସେ ଏହାକୁ ଫରୋଇ ପାରିବ ନାହିଁ। ତେଣୁ ସେ ଏକ ଗୋରୁ ବଦଳ ରେ ପାଞ୍ଚଟି ଗୋରୁ, ଏବଂ ଏକ ମଷେ ବଦଳ ରେ ଚାରୋଟୀ ମଷେ ଦବେ।
ଯଦି ଚୋରି ହାଇେଥିବା ପଶୁଟି ସହେି ଲୋକ ପାଖ ରେ ମିଳେ, ଏହା ବଳଦ ହେଉ, ଗଧ କିମ୍ବା ମଷେ ହେଉ, ସେ ଚୋରି କରିଥିବା ଜିନିଷର ଦୁଇଗୁଣା ଦବେ।
ଆଉ କହେି ଆପଣା ପଡ଼ୋଶୀ ନିକଟରେ ମୁଦ୍ରା ଅବା ଆଉ କୌଣସି ଦ୍ରବ୍ଯ ରଖିବା ପାଇଁ ସମର୍ପଣ କଲେ ତାହା ଯବେେ କହେି ସହେି ଲୋକର ଗୃହରୁ ଚୋରିକରେ ଓ ସହେି ଚୋର ଧରାପଡେ, ତବେେ ସେ ତା'ର ଦୁଇଗୁଣ ଦବେ।
ପୁଣି ସର୍ବପ୍ରକାର ଅଧର୍ମ ବିଷଯ ରେ, ଅର୍ଥାତ୍ ଗୋରୁ କି ଗଧ, ମଷେ କିଅବା ବସ୍ତ୍ର ଯେକୌଣସି ହଜିଲା ଦ୍ରବ୍ଯ ବିଷଯ ରେ ଯବେେ କହେି କ ହେ, ଏହା ସହେି ଦ୍ରବ୍ଯ ଏବଂ ଅନ୍ୟ ଜଣେ କହିବ, 'ନା ଏହା ତାହା ନୁହେଁ' ତବେେ ଉଭୟ ପକ୍ଷଙ୍କ କଥା ପରମେଶ୍ବରଙ୍କ ସାକ୍ଷାତ ରେ ଉପସ୍ଥିତ ହବେ, ତହିଁରେ ପରମେଶ୍ବର ଯାହାକୁ ଦୋଷୀ ବିଚାର କରିବେ ସେ ଆପଣା ପଡ଼ୋଶୀକୁ ଦୁଇଗୁଣ ଦବେ।
ହାରୋଣ ସୁଗନ୍ଧିତ ଧୂପ ଜଳାଇବ। ସେ ପ୍ରତି ପ୍ରଭାତ ରେ ପ୍ରଦୀପ ପରିଷ୍କାର କରିବା ବେଳେ ସହେି ଧୂପ ଜଳାଇବ।
ପୁଣି ପବିତ୍ର ବସ୍ତୁ ବିଷଯ ରେ ସେ ଯେଉଁ ପାପ କରିଅଛି ତାହା ପରିଶାଧେ କରିବ। ଏହା ବ୍ଯତୀତ ଏକ ପଞ୍ଚମାଂଶ ଯାଜକକୁ ଦବେ, ତହୁଁ ଯାଜକ ଦୋଷାର୍ଥକ ନବୈେଦ୍ଯ ଦ୍ବାରା ତା'ପାଇଁ ପ୍ରାଯଶ୍ଚିତ କରିବ, ତହିଁରେ ସେ କ୍ଷମା ପ୍ରାପ୍ତ ହବେ।
ତେଣୁ ସେ ଲୋକ ଆପଣାକୃତ ପାପ ସ୍ବୀକାର କରିବ ଓ ସମ୍ପୂର୍ଣରୂପେ ଆପଣା ପାଇଁ କ୍ଷତିପୂରଣ ଦବେ ଓ ତହିଁରେ ପାଞ୍ଚମାଂଶ ଅଧିକ ମିଶାଇ ଯାହା ବିରୁଦ୍ଧ ରେ ଦୋଷ କରିଛି ତାକୁ ପରିଶାଧେ କରିବ।
ମୁ ତୁମ୍ଭମାନଙ୍କ ସମ୍ମକ୍ସ୍ଟଖ ରେ ଉପସ୍ଥିତ ଅଛି। ଯଦି ମୁ କିଛି ଭକ୍ସ୍ଟଲ କରିଛି ତୁମ୍ଭମାନେେ ନିଶ୍ଚିତଭାବେ ସଦାପ୍ରଭୁ ଏବଂ ତାଙ୍କ ମନୋନୀତ ରାଜାକକ୍ସ୍ଟ କକ୍ସ୍ଟହ। ମୁ କାହାର ଗଧ କିମ୍ବା ଗାଈ ଚୋରୀ କରିଛି କି? ମୁ କାହାକକ୍ସ୍ଟ ଆଘାତ କିମ୍ବା ଧୋକା ଦଇେଛି କି? ମୁ ମାରେ ଚକ୍ଷକ୍ସ୍ଟକକ୍ସ୍ଟ ଅନ୍ଧ କରିବା ପାଇଁ କାହା ହସ୍ତରକ୍ସ୍ଟ ଲାଞ୍ଚ ନଇେ ନାହିଁ, ଯେପରିକି ମୁ ଅନ୍ୟ ଦ୍ବାରା ଅପରାଧ କରିଥିବା ଉପଦ୍ରବ୍ଯ ଦେଖି ନପା ରେ? ଯଦି ମୁ ଏଥିରକ୍ସ୍ଟ କୌଣସିଟି କରିଛି, ତବେେ ମୁ ତାହା ଭରଣା କରିବା ପାଇଁ ପ୍ରସ୍ତକ୍ସ୍ଟତ ଅଛି।
ସେ ଏପରି କର୍ମ କରିବାରକ୍ସ୍ଟ ଓ ସେ କିଛି ଦୟା ନକରିବାରକ୍ସ୍ଟ ସହେି ମେଣ୍ତାର ଗ୍ଭରିଗକ୍ସ୍ଟଣ ଫରୋଇ ଦବେ।
ଆମ୍ଭମାନଙ୍କ ଜମିର ପ୍ରଥମଜାତ ଶସ୍ଯ ଓ ସର୍ବପ୍ରକାର ବୃକ୍ଷର ପ୍ରଥମଜାତ ଫଳ, ବର୍ଷକୁ ବର୍ଷ ସଦାପ୍ରଭୁଙ୍କ ମନ୍ଦିରକୁ ଆଣିବା ପାଇଁ ଏକଥା ଗ୍ରହଣ କରିଥିଲୁ।
ଭୋକିଲା ୟୋଗୁ ଯଦି ଚୋରି କରେ। ତବେେ ଲୋକେ ତାକୁ ଘୃଣା କରିବେ।
ଦୁଷ୍ଟତାରୂପ ବନ୍ଧନ ଫିଟାଇଲେ, ୟୁଆଳିର ବନ୍ଧନ ମୁକ୍ତ କରିବାର ଉପଦ୍ରବଗ୍ରସ୍ତ ଲୋକମାନଙ୍କୁ ମୁକ୍ତିକରି ଛାଡ଼ି ଦବୋର ଓ ପ୍ରେତ୍ୟକକ ୟୁଆଳି ଭଗ୍ନ କରିବାର, ଏହିପ୍ରକାର ଉପବାସ ଆମ୍ଭେ କ'ଣ ମନୋନୀତ କରି ନାହୁଁ ?
ସେତବେେଳେ ତୁମ୍ଭେ ସଦାପ୍ରଭୁଙ୍କୁ ଡ଼ାକିବ ଓ ସେ ଉତ୍ତର ଦବେେ। ତୁମ୍ଭେ ଆର୍ତ୍ତସ୍ବର ରେ କହିବ, ଆଉ ସେ ଉତ୍ତର ଦବେେ, ଆମ୍ଭେ ଏଠା ରେ ଉପସ୍ଥିତ ଅଛୁ।'
ଯେତବେେଳେ ତୁମ୍ଭମାନେେ ପରମେଶ୍ବରଙ୍କ ନିକଟକୁ ତୁମ୍ଭମାନଙ୍କର ନବୈେଦ୍ଯ ଦାନ ଆଣ, ସେତବେେଳେ ଅନ୍ୟ ଲୋକମାନଙ୍କ ବିଷୟ ଚିନ୍ତା କର। ଯଦି ବଦେୀ ଉପରେ ପରମେଶ୍ବରଙ୍କୁ ନବୈେଦ୍ଯ ଦାନ ଦବୋ ବେଳେ ତୁମ୍ଭର ମନେ ପଡିଯାଏ ଯେ, ତୁମ୍ଭ ବିରୁଦ୍ଧ ରେ କାହାର କିଛି କଥା ଅଛି,
ଜଖିୟ ପ୍ରଭୁଙ୍କୁ କହିଲେ, ମୁଁ ଭଲ କାମ କରିବାକୁ ଇଚ୍ଛା କରୁଛି। ମୁଁ ମାେ ଧନର ଅଧା ଗରିବଙ୍କୁ ବାଣ୍ଟି ଦବେି। ମୁଁ ଯଦି କାହାରିକୁ ଠକିଥାଏ, ତବେେ ସହେି ଲୋକକୁ ଚାରିଗୁଣ ଧନ ଫରୋଇ ଦବେି।