ସାଧାରଣ ଲୋକେ ପରସ୍ପର ପ୍ରତି ଅତ୍ଯାଚାର କରନ୍ତି ଓ ଚୋରି କରନ୍ତି, ସମାନେେ ଗରିବ ଓ ଦୀନହୀନମାନଙ୍କୁ ଠକନ୍ତି। ସମାନେେ ବିଦେଶୀମାନଙ୍କୁ ସମାନଙ୍କେ ମଧିଅରେ ବସବାସ କରୁଥିବା ନ୍ଯାଯରୁ ବଞ୍ଚିତ କରି ଅତ୍ଯାଚାର କରନ୍ତି।
Cross references
ମନରେଖ, ଅତୀତ ରେ ତୁମ୍ଭମାନେେ ମିଶର ରେ ବିଦେଶୀ ରୁପେ ଥିଲ। ତେଣୁ ତୁମ୍ଭ ଦେଶ ରେ କୌଣସି ବିଦେଶୀକୁ ଠକିବ ନାହିଁ କିମ୍ବା ଆଘାତ କରିବ ନାହିଁ।
ତୁମ୍ଭେ କବେବେି ବିଦେଶୀମାନଙ୍କ ପାଇଁ ଅନ୍ଯାଯ କର ନାହିଁ। ମନରେଖ, ଏକ ସମୟରେ ମଧ୍ଯ ତୁମ୍ଭମାନେେ ବିଦେଶୀ ଥିଲ ଯେତବେେଳେ ତୁମ୍ଭମାନେେ ମିଶର ରେ ବାସ କରୁଥିଲ।
ତୁମ୍ଭମାନେେ ଆପଣା ପ୍ରତିବେଶୀ ପ୍ରତି ଅନ୍ଯାଯ କରିବ ନାହିଁ ଓ ତାଙ୍କଠାରୁ ଚୋରି କରିବ ନାହିଁ। ପୁଣି ବତନଜେୀବିର ବତନେ ରାତ୍ରିଠାରୁ ସକାଳ ୟାଏ ତୁମ୍ଭ ପାଖ ରେ ରହିବ ନାହିଁ।
ତୁମ୍ଭମାନଙ୍କ ସହିତ ବାସ କରୁଥିବା ବିଦେଶୀମାନଙ୍କ ପ୍ରତି ମନ୍ଦ ଆଚରଣ କରିବ ନାହିଁ।
ସହେି ଲୋକମାନେ ବିଧବାମାନଙ୍କୁ ଓ ନିଜ ଦେଶରେ ଥିବା ଅତିଥିମାନଙ୍କୁ ବାଧ୍ଯ କରନ୍ତି। ସମାନେେ ଅନାଥ ପିଲାମାନଙ୍କୁ ମଧ୍ଯ ହତ୍ଯା କରନ୍ତି।
ଇଶ୍ରାଲୟଲରସଗାଷ୍ଠୀ ସଦାପ୍ରଭୁ ସର୍ବଶକ୍ତିମଯଙ୍କର ଦ୍ରାକ୍ଷାକ୍ଷଲତ ଓ ଯିହୁଦାରସଲାଲକ ତାଙ୍କର ପ୍ରିଯ ଦ୍ରାକ୍ଷାକ୍ଷଲତ ଓ ଯିହୁଦାରସଲାଲକ ତାଙ୍କର ପ୍ରିଯ ଦ୍ରାକ୍ଷାଲତାର ଦ୍ରାକ୍ଷାଫଳ।
ସହେି ବ୍ଯବସ୍ଥାକାରୀଗଣ ଦରିଦ୍ରମାନଙ୍କ ପ୍ରତି ନ୍ଯାଯ ବିଚାର କରନ୍ତି ନାହିଁ। ସମାନେେ ଦରିଦ୍ରମାନଙ୍କର ଅଧିକାରକୁ ଛିନ୍ନ କରନ୍ତି। ସମାନେେ ମଧ୍ଯ ବିଧବା ଓ ଅନାଥର ଧନ ଲୁଣ୍ଠନ କରିବାକୁ ଲୋକମାନଙ୍କୁ ପ୍ରବର୍ତ୍ତାନ୍ତି।
ତୁମ୍ଭମାନଙ୍କ ହସ୍ତ ରକ୍ତ ରେ ରଞ୍ଜିତ ଓ ତୁମ୍ଭମାନଙ୍କର ଅଙ୍ଗୁଳିଗୁଡ଼ିକ ଅପରାଧ ରେ ଅଶୁଚି ହାଇେଅଛି, ତୁମ୍ଭମାନଙ୍କର ଓଷ୍ଠାଧର ମିଥ୍ଯା କରିଅଛି ଓ ଜିହ୍ବା ଦୁଷ୍ଟତା ବକି ଅଛି।
କାରଣ ଆମ୍ଭେ ଲୋକମାନଙ୍କ ମଧିଅରେ କେତକେ ଦୁଷ୍ଟ ଲୋକ ଅଛନ୍ତି। ସମାନେେ ବ୍ଯାଧ ତୁଲ୍ଯ ଫାଶ ବସାନ୍ତି ଓ ଲୋକମାନଙ୍କୁ ସହେି ଫାନ୍ଦ ରେ ପକାନ୍ତି।
ଭବିଷ୍ଯଦବକ୍ତାମାନେ ମିଥ୍ଯା ଭବିଷ୍ଯଦବାକ୍ଯ ପ୍ରଚାର କରନ୍ତି ଓ ସମାନଙ୍କେ ନିର୍ଦ୍ଦଶାେନୁସା ରେ ଯାଜକମାନେ କାର୍ୟ୍ଯ କରନ୍ତି। ପୁଣି ଆମ୍ଭର ଲୋକମାନେ ଏପରି ହବୋକୁ ଭଲ ପାଆନ୍ତି। ମାତ୍ର ତୁମ୍ଭ ଲୋକମାନେ ଶଷେ ରେ ଦଣ୍ଡ ସମୟରେ କ'ଣ କରିବେ ?
ଇଶ୍ରାୟେଲର େଛାଟରୁ ବଡ଼ ପର୍ୟ୍ଯନ୍ତ ସମସ୍ତ ଲୋକ ଲୋଭାସକ୍ତ। ଆଉ ଭବିଷ୍ଯଦବକ୍ତାଠାରୁ ଯାଜକ ପର୍ୟ୍ଯନ୍ତ ପ୍ରେତ୍ୟକକ ମିଥ୍ଯାଚାରୀ।
ଏବଂ ସେ ଯଦି ଦରିଦ୍ର ଦୀନହୀନ ପ୍ରତି ଅନ୍ଯାଯ କରେ, ଚୋରି କରେ ଓ ବନ୍ଧକ ଦ୍ରବ୍ଯ ଫରୋଏ ନାହିଁ ଓ ପ୍ରତିମାଗଣ ପ୍ରତି ଦୃଷ୍ଟିପାତ କରେ।
ତୁମ୍ଭ ମଧିଅରେ ଲୋକମାନେ ପିତାମାତାଙ୍କୁ ଅବଜ୍ଞା କରିଅଛନ୍ତି। ସମାନେେ, ତୁମ୍ଭମାନଙ୍କ ମଧିଅରେ ବାସ କରୁଥିବାରୁ ବିଦେଶୀମାନଙ୍କୁ ଅତ୍ଯାଚାର କଲେ, ଅନାଥ ଓ ବିଧବା ପ୍ରତି ଅନ୍ଯାଯ କରିଅଛନ୍ତି।
ଲୋକମାନେ ସଠାେ ରେ କିପରି ସାଧୁତ୍ବଭାବରେ ଜୀବନଧାରଣ କରିବାକୁ ହୁଏ, ଜାଣନ୍ତି ନାହିଁ। କାରଣ ସମାନଙ୍କେର ଗୋଦାମ ଘର ୟୁଦ୍ଧରୁ ଲୁଟିଥିବା ସମ୍ପତ୍ତି ରେ ପୁରିୟାଇଛି।
ସମାନେେ କ୍ଷତେ ଗ୍ଭହାଁନ୍ତି, ତାହା ଅନ୍ୟମାନଙ୍କଠାରୁ ହରଣ କରନ୍ତି। ସମାନେେ ଗୃହ ଗ୍ଭହାଁନ୍ତି, ଅନ୍ୟଠାରୁ ଛଡାଇ ନିଅନ୍ତି। ସମାନେେ ମଧ୍ଯ ଅନ୍ୟର ଗୃହ ଅପହରଣ କରିବାକୁ ଲୋକମାନଙ୍କୁ ଠକନ୍ତି। ଆଉ ମଧ୍ଯ ସମାନେେ ଲୋକମାନଙ୍କୁ ପ୍ରତାରଣା କରି ସମାନଙ୍କେର ଭୂମି ଅପହରଣ କରନ୍ତି।
ତୁମ୍ଭମାନେେ ମାେ ସନ୍ତାନମାନଙ୍କୁ ଧ୍ବଂସ କରିଛ। ତୁମ୍ଭେ ସମାନଙ୍କେର ଚର୍ମ କାଢି ନଇେଛ ଓ ସମାନଙ୍କେର ଅସ୍ଥିକୁ ଭାଙ୍ଗି ଦଇେଛ। ପାତ୍ର ରେ ରନ୍ଧନ ପାଇଁ ମାଂସକୁ ଖଣ୍ତ କଲାପରି ସମାନଙ୍କେ ଅସ୍ଥି ଓ ମାଂସକୁ ତୁମ୍ଭେ ଖଣ୍ତ ଖଣ୍ତ କରିଛ।
ସହେି ନଗରୀର ଧନୀ ଲୋକମାନେ ନିଷ୍ଠୁର ଅଟନ୍ତି। ସହେି ସ୍ଥାନର ଲୋକେ ତଥାପି ମିଥ୍ଯା କହୁଛନ୍ତି। ହଁ, ସହେି ଲୋକମାନେ ପ୍ରବଞ୍ଚକ।
ମୁଁ ଶୋଷିଲା ଥିଲି କିନ୍ତୁ ତୁମ୍ଭେ ମାେତେ କିଛି ପିଇବାକୁ ଦଇେ ନଥିଲ। ମୁଁ ଏକୁଟିଆ ଘରଠାରୁ ଦୂର ରେ ଥିଲି, କିନ୍ତୁ ତୁମ୍ଭେ ମାେତେ ଘର ଭିତରକୁ ଡ଼ାକିଲ ନାହିଁ, ମାରେ ଲୁଗାପଟା ନଥିଲା, ମାେତେ ତୁମ୍ଭେ ପିନ୍ଧିବାକୁ କିଛି ଦଇେ ନଥିଲ। ମୁଁ ଅସୁସ୍ଥ ଥିଲି, ଓ କାରାଗାର ରେ ଥିଲି ଓ ତୁମ୍ଭେ ମାେ ପାଇଁ ଚିନ୍ତା କରି ନଥିଲ।'
ଲୋକେ ତୁମ୍ଭ କ୍ଷତମାନଙ୍କେ ରେ କାମ କଲେ, କିନ୍ତୁ ତୁମ୍ଭେ ତାହାଙ୍କୁ ସମାନଙ୍କେର ମଜୁରୀ ଦଲେ ନାହିଁ। ସମାନେେ ତୁମ୍ଭ ବିରୁଦ୍ଧ ରେ କ୍ରନ୍ଦନ କରୁଛନ୍ତି। ସମାନେେ ତୁମ୍ଭ ପାଇଁ ଶସ୍ଯ ଆମଦାନୀ କଲେ। ଏବେ ସ୍ବର୍ଗୀୟ ସନୋବାହିନୀ ରେ ପ୍ରଭୁ ସମାନଙ୍କେ ଚିତ୍କାର ଶୁଣିଛନ୍ତି।