Home Bibles ସିଫନିୟ 1:9 · ଓଡ଼ିଆ ବାଇବେଲ
ସିଫନିୟ 1:9 · ଓଡ଼ିଆ ବାଇବେଲ

ସହେି ସମୟରେ ପ୍ରବେଶଦ୍ବାରକୁ ଡଇେଁ ୟାଇଥିବା ଲୋକମାନଙ୍କୁ ଆମ୍ଭେ ଦଣ୍ତ ଦବୋ। ଯେଉଁମାନେ ତାଙ୍କ ମିଥ୍ଯା ପ୍ରଭୁଙ୍କର ଗୃହକୁ ମିଥ୍ଯା ଓ ହିଂସା ରେ ପୂର୍ଣ୍ଣ କରିଛନ୍ତି ସମାନଙ୍କେୁ ମଧ୍ଯ ଦଣ୍ତ ଦବୋ।

Cross references

ପ୍ରଥମ ଶାମୁୟେଲ 2:15

କିନ୍ତୁ ଯାଜକଗଣ ଯେପରି ବ୍ଯବହାର କରିବା ଉଚିତ୍, ଏଲିର ପକ୍ସ୍ଟତ୍ରଗଣ ସପରେି ବ୍ଯବହାର କଲେ ନାହିଁ। ଏପରିକି ସହେି ମାଂସର ମଦେ ୟଜ୍ଞବଦେୀ ରେ ଦଗ୍ଧ ହବୋ ପୂର୍ବରକ୍ସ୍ଟ, ସମାନଙ୍କେର ସବେକମାନେ ସହେି ବଳିଦାନ ଉତ୍ସର୍ଗ କରୁଥିବା ବ୍ଯକ୍ତି ପାଖକକ୍ସ୍ଟ ଗଲେ ଏବଂ କହିଲେ, ପୋଡି଼ବା ପାଇଁ ଯାଜକମାନଙ୍କୁ କିଛି ମାଂସ ଦିଅ। ଯାଜକମାନେ ତକ୍ସ୍ଟମ୍ଭଠାରକ୍ସ୍ଟ ରନ୍ଧା ମାଂସ ଗ୍ରହଣ କରିବେ ନାହିଁ। କବଳେ କଞ୍ଚାମାଂସ ଗ୍ରହଣ କରିବେ।

ପ୍ରଥମ ଶାମୁୟେଲ 5:5

ଏଥିପାଇଁ ଦାଗୋନର ଯାଜକମାନେ ଅବା ଯେଉଁମାନେ ଦାଗୋନ ମନ୍ଦିରକକ୍ସ୍ଟ ଆସନ୍ତି, ସମାନେେ ଆଜି ପର୍ୟ୍ଯନ୍ତ ଅସ୍ଦୋଦସ୍ଥିତ ଦାଗୋନ ମନ୍ଦିରର ଦ୍ବାରବନ୍ଧକକ୍ସ୍ଟ ମାଡନ୍ତି ନାହିଁ।

ଦିତୀୟ ରାଜାବଳୀ 5:20

କିନ୍ତୁ ପରମେଶ୍ବରଙ୍କ ଲୋକ ଇଲୀଶାୟଙ୍କ ଦାସ ଗି ହଜେୀ କହିଲା, ଦେଖ, ମାରେ ପ୍ରଭୁ ଇଲୀଶାୟ ଏହି ଅରାମୀଯ ନାମାନ୍ଠାରୁ କୌଣସି ଉପହାର ଗ୍ରହଣ କଲେ ନାହିଁ। ସଦାପ୍ରଭୁଙ୍କ ଜୀବିତ ପ୍ରମାଣେ ମୁଁ ଶପଥ କରୁଛି, ଏହା ପେଛ ପେଛ ୟାଇ ତାହାଠାରୁ କିଛି ନବେି।

ନିହିମିୟା 5:15

ମାତ୍ର ମାରେ ପୂର୍ବାବର୍ତ୍ତୀ ଦଶାେଧ୍ଯକ୍ଷମାନଙ୍କ ବ୍ଯଯଭାର ଲୋକମାନଙ୍କୁ ବହିବାକୁ ପଡିଲା। ଆଉ ସମାନେେ ଗ୍ଭଳିଶ ଶକେଲ ରେ ୗପ୍ୟ ମୁଦ୍ରା ଲୋକମାନଙ୍କଠାରୁ ଖାଦ୍ୟ ଓ ଦ୍ରାକ୍ଷାରସ ନେଲେ, କବଳେ ତାହା ନୁହେଁ, ସମାନଙ୍କେ ଦାସମାନେ ଲୋକମାନଙ୍କ ଉପରେ କତ୍ତୁର୍ତ୍ବ କଲେ। ମାତ୍ର ପରମେଶ୍ବରଙ୍କ ପ୍ରତି ଭୟ ସକାଶୁ ମୁଁ ସପରେି କଲିନାହିଁ।

ହିତୋପଦେଶ 29:12

ଶାସନକର୍ତ୍ତା ଯଦି ମିଥ୍ଯାକୁ ଶୁଣନ୍ତି, ତବେେ ତାଙ୍କର ସମସ୍ତ ଅଧିକାରୀ ଦୁର୍ନୀତିଗ୍ରସ୍ତ ହବେେ।

ଆମୋଷ 3:10

ଲୋକମାନେ ସଠାେ ରେ କିପରି ସାଧୁତ୍ବଭାବରେ ଜୀବନଧାରଣ କରିବାକୁ ହୁଏ, ଜାଣନ୍ତି ନାହିଁ। କାରଣ ସମାନଙ୍କେର ଗୋଦାମ ଘର ୟୁଦ୍ଧରୁ ଲୁଟିଥିବା ସମ୍ପତ୍ତି ରେ ପୁରିୟାଇଛି।

ମୀଖା 6:12

ସହେି ନଗରୀର ଧନୀ ଲୋକମାନେ ନିଷ୍ଠୁର ଅଟନ୍ତି। ସହେି ସ୍ଥାନର ଲୋକେ ତଥାପି ମିଥ୍ଯା କହୁଛନ୍ତି। ହଁ, ସହେି ଲୋକମାନେ ପ୍ରବଞ୍ଚକ।

ଯିଖରିୟ 5:6

ମୁଁ ଉତ୍ତର କଲି, ଏହା କ'ଣ? ସେ କହିଲେ, ତାହା ଏକ ମାପ କରିବା ଟୋକଇେ ଏବଂ ତାହା ଦେଶର ଲୋକମାନଙ୍କର ପାପକୁ ମାପିପାରିବ।

ରେରିତମାନଙ୍କ କାର୍ଯ୍ୟର ବିବରଣ 16:19

ସହେି ବାଳିକାର ମାଲିକମାନେ ଏସବୁ ଦେଖିଲେ। ସମାନେେ ଜାଣିପାରିଲେ ଯେ, ସମାନେେ ଆଉ ଏ ବାଳିକା ଦ୍ବାରା ଧନ ଉପାର୍ଜନ କରିପାରିବେ ନାହିଁ। ତେଣୁ ସମାନେେ ପାଉଲ ଓ ଶୀଲାଙ୍କୁ ଧରି ବଜାର ରାସ୍ତାକୁ ସମାନଙ୍କେୁ ଟାଣି ନେଲେ ଏବଂ ନଗରକତ୍ତୃର୍ପକ୍ଷଙ୍କ ଆଗ ରେ ସମାନଙ୍କେୁ ଠିଆ କରାଇଲେ।

Interlinear

Choose Theme