ବହୁ ଗୋଷ୍ଠୀ ମଧିଅରେ ବିକ୍ଷିପ୍ତ ହାଇେଥିବା ଯାକୁବର ଅବଶିଷ୍ଟାଂଶ ଜଙ୍ଗଲର ପ୍ରାଣୀମାନଙ୍କ ମଧିଅରେ ସିଂହ ସଦୃଶ ବସବାସ କରିବେ। ଆଉ ମଧ୍ଯ ସମାନେେ ମଷେ ପଲ ରେ ୟୁବା ସିଂହ ସଦୃଶ ଲୋକମାନଙ୍କୁ ଦଳି ପକାଇବେ। ସିଂହ ଜଙ୍ଗଲ ମଧିଅରେ ନିଜ ଇଚ୍ଛା ଅନୁସାରେ ଗତି କରେ ଓ ଯେଉଁ ପ୍ରାଣୀକୁ ଆକ୍ରମଣ କରେ, ତାକୁ କହେି ରକ୍ଷା କରି ପାରିବେ ନାହିଁ।
Cross references
ଯିହୁଦା ଏକ ସିଂହ ପରି ଅଟେ। ହେ ମାହେର ପୁତ୍ର, ତୁମ୍ଭେ ତୁମ୍ଭର ଶିକାରକୁ ବଧ କରିଛ। ସେ ବିଶ୍ରାମ ନବୋ ପାଇଁ ଗଡ଼ିପଡେ। ସେ ସିଂହ ଓ ସିଂହୀର ନ୍ଯାଯ ଶଯନ କଲା। କହେି ତାହାକୁ ଉଠାଇ ପାରବ ନାହିଁ।
ୟଦି ତୁମ୍ଭେ ମାେତେ ମାଗିବ, ମୁଁ ତୁମ୍ଭକୁ ସମସ୍ତ ରାଜ୍ଯ ଦାନ କରିବି। ପୃଥିବୀରେ ବାସ କରୁଥିବା ସମସ୍ତ ଲୋକ ତୁମ୍ଭର ହବେେ।
ତୁମ୍ଭେ ସହେି ରାଜ୍ଯସବୁକୁ ମାଟିପାତ୍ରକୁ ଲୁହାଛଡ଼ରେ ଖଣ୍ଡ ଖଣ୍ଡ କରି ଗୁଣ୍ଡ କଲାଭଳି ଧ୍ବଂସ କରିଦଇେ ପାରିବ।
ହେ ଲୋକମାନେ ତୁମ୍ଭେ ପରମେଶ୍ବରଙ୍କୁ ଭୁଲି ୟାଇଛ। ତଣେୁ ତୁମ୍ଭମାନେେ ଭଲଭାବେ ବୁଝିବା ଉଚିତ୍ ୟେ ମୁଁ ତୁମ୍ଭକୁ ଖଣ୍ଡ ଖଣ୍ଡ କରି ଚିରିଦବେି। ୟଦି ତାହା ଘଟେ ତବେେ ତୁମ୍ଭକୁ କୌଣସି ବ୍ଯକ୍ତି ଉଦ୍ଧାର କରିପାରିବେ ନାହିଁ।
ମାରେ ପ୍ରଭୁ ତୁମ୍ଭର ଦକ୍ଷିଣ ପାଶର୍ବରେ ଅଛନ୍ତି। ଯେତବେେଳେ ସେ କୋପ କରିବେ, ଅନ୍ୟ ରାଜାମାନଙ୍କୁ ପରାସ୍ତ କରିବେ।
ଦେଖ, ମୁଁ ତୁମ୍ଭକୁ ତୀକ୍ଷ୍ମ ଛୁରିକା ବିଶିଷ୍ଟ ଏକ ନୂଆ ଶସ୍ଯ-ମର୍ଦ୍ଦନ ୟନ୍ତ୍ର ସ୍ବରୂପ କରିବି, ତୁମ୍ଭେ କୃଷକ ଶସ୍ଯକୁ ମର୍ଦ୍ଦନ କଲାପରି ପର୍ବତଗୁଡ଼ିକୁ ମର୍ଦ୍ଦନ କରି ଚୂର୍ଣ୍ଣ କରିବ ଓ ଉପପର୍ବତଗୁଡ଼ିକୁ ଭୂଷି ତୁଲ୍ଯ କରିବ।
କାହିଁକି ସେ ଏହା ପାରିବେ ନାହିଁ? କାରଣ ଆମ୍ଭେ ସିଂହ ସଦୃଶ ଇଫ୍ରଯିମଙ୍କୁ ଆକ୍ରମଣ କରିବା। ୟୁବାସିଂହ ସଦୃଶ ଆମ୍ଭେ ଯିହୁଦା ରାଜ୍ଯକୁ ଆକ୍ରମଣ କରିବା। ହଁ ଆମ୍ଭେ ସଦାପ୍ରଭୁ, ସମାନଙ୍କେୁ ଖଣ୍ତ ଖଣ୍ତ କରି ଚିରିଦବୋ। ଆମ୍ଭେ ସମାନଙ୍କେୁ ବହୁଦୂରକୁ ନଇୟିବୋ ଏବଂ କହେି ସମାନଙ୍କେୁ ରକ୍ଷା କରିପାରିବେ ନାହିଁ।
ଯାକୁବଙ୍କ ପରିବାର ଅଗ୍ନି ସଦୃଶ ହବେ ଓ ଯୋଷଫଙ୍କେ ରାଜ୍ଯ ଅଗ୍ନି ଶିଖା ସଦୃଶ ହବେ। କିନ୍ତୁ ଏଷୌଙ୍କ ରାଜ୍ଯ ପାଉଁଶ ହାଇଯେିବ, ଯିହୁଦାର ଲୋକେ ଇଦୋମଙ୍କୁ ଜାଳି ଦବେେ। ଯିହୁଦା ଲୋକେ ଇଦୋମଙ୍କୁ ଧ୍ବଂସ କରି ଦବେେ। ତା'ପ ରେ ଏଷୌ ରାଜ୍ଯ ରେ କହେି ତିଷ୍ଠି ରହିବେ ନାହିଁ। କାହିଁକି ରହିବେ ନାହିଁ? କାରଣ ସଦାପ୍ରଭୁ ପରମେଶ୍ବର ଏହା କହିଛନ୍ତି।
ସିୟୋନର କନ୍ଯା, ଉଠ ଓ ଏହି ଲୋକଙ୍କୁ ଦଳି ଦିଅ। କାରଣ ଆମ୍ଭେ ତୁମ୍ଭକୁ ଶକ୍ତିଶାଳୀ କରିବା। ଆମ୍ଭେ ବଳଦପରି ତୁମ୍ଭର ଶିଙ୍ଗ କୁ ଲୌହ ସଦୃଶ ଓ ଖୁରାକୁ ପିତ୍ତଳ ସଦୃଶ କରିବା। ତୁମ୍ଭେ ତାହାର ସାହାୟ୍ଯ ରେ ଅନକେ ଗୋଷ୍ଠୀକୁ ଚୁର୍ଣ୍ଣ କରିବ। ସମାନଙ୍କେର ଧନସମ୍ପତ୍ତି ତୁମ୍ଭେ ସଦାପ୍ରଭୁଙ୍କୁ ଅର୍ପଣ କରିବ ଏବଂ ସମାନଙ୍କେର ଧନଭଣ୍ତାର ସମୁଦାଯ ଭୂମଣ୍ତଳର ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଉତ୍ସର୍ଗ କରିବ।
ସର୍ବଶକ୍ତିମାନ୍ ସଦାପ୍ରଭୁ ସମାନଙ୍କେୁ ସୁରକ୍ଷା ଦବେେ। ସମାନେେ ଧ୍ବଂସ ହବେେ, ସମାନେେ ସମାନଙ୍କେର ଶତୃମାନଙ୍କୁ ବାଟୁଳି ଦ୍ବାରା ପରାସ୍ତ କରିବେ। ସମାନେେ ଦ୍ରାକ୍ଷାରସ ପାନ କରିବେ ଓ ଦୁର୍ଦ୍ଦାନ୍ତ ହବେେ, ସମାନେେ ୟଜ୍ଞବଦେୀର କଣ ରେ ଥିବା ପାତ୍ର ଯେପରି ସହେିପରି ପୂର୍ଣ୍ଣ ହବେେ।
ସମାନେେ ବୀରପରି ତାଙ୍କର ପାଦତଳେ କାଦୁଅ ରାସ୍ତାକୁ ଦଳି ଦବେେ। ସମାନେେ ୟୁଦ୍ଧ କରି ଶତୃପକ୍ଷର ଅଶ୍ବାରୋହୀମାନଙ୍କୁ ମଧ୍ଯ ପରାସ୍ତ କରିବେ। କାରଣ ସଦାପ୍ରଭୁ ତାଙ୍କ ସହବର୍ତ୍ତୀ ଅଟନ୍ତି।
କିନ୍ତୁ ଆମ୍ଭେ ୟିରୁଶାଲମକୁ ସମସ୍ତ ଦେଶ ପାଇଁ ଏକ ଭାରି ପଥର କରିବା। ଯେଉଁମାନେ ତାକୁ ଉଠାଇବେ, ସମାନେେ ଆଘାତପ୍ରାପ୍ତ ହବେେ। ସହେି ଲୋକମାନେ ପ୍ରକୃତ ରେ କ୍ଷତବିକ୍ଷତ ହବେେ। କାରଣ ପୃଥିବୀର ସମଗ୍ର ଗୋଷ୍ଠୀ ୟିରୁଶାଲମ ବିରୁଦ୍ଧ ରେ ଏକତ୍ରୀତ ହବେେ।
ଯଦି ମିଶରର ପରିବାର ନ ଆସିନ୍ତି, ବର୍ଷା ସମାନଙ୍କେ ଉପ ରେ ଆସିବ ନାହିଁ। ତା' ବଦଳ ରେ ସଦାପ୍ରଭୁ ମହାମାରୀ ପଠାଇବେ ଯାହା ସେ ଦେଶସବୁ ବିରୁଦ୍ଧ ରେ ପଠାଇଥିଲେ ଏବଂ ଯେଉଁମାନେ ପତ୍ରକୁଟୀର ପର୍ବ ପାଳନ କରିବା ପାଇଁ ୟାଇ ନଥିଲେ।
ଯଦି କହେି ହେଲେ ତୁମ୍ଭର ସ୍ବାଗତ କରୁ ନାହାଁନ୍ତି, କିମ୍ବା ତୁମ୍ଭର ଉପଦେଶ ଶୁଣୁ ନାହାଁନ୍ତି, ତବେେ ସେ ଘର ବା ନଗର ଛାଡିଦିଅ। ତୁମ୍ଭ ପାଦ ରେ ଲାଗିଥିବା ଧୂଳି ମଧ୍ଯ ସହେିଠା ରେ ଝାଡିଦିଅ।
କିନ୍ତୁ ସମାନେେ ଯେତବେେଳେ ତାହାଙ୍କୁ ବାଧା ଦେଲେ ଓ ନାନା ଖରାପ କଥାକହିଲେ, ପାଉଲ ଏହାର ବିରୁଦ୍ଧ ରେ ନିଜର ଲୁଗାପଟାର ଧୂଳି ଝାଡ଼ି ଦେଲେ। ସେ କହିଲେ, ଯଦି ତୁମ୍ଭମାନେେ ଉଦ୍ଧାର ପାଉନାହଁ ତାହାହେଲେ ଏହା ମାରେ ଦୋଷ ନୁହେଁ। ମୁଁ ସମସ୍ତ ଚେ଼ଷ୍ଟା କରି ସାରିଛି। ମୁଁ ଏବଠାରୁେ ଅଣଯିହୂଦୀମାନଙ୍କ ପାଖକୁ ୟିବି।
ଆମ୍ଭର ଉତ୍ସର୍ଗ ବଳି ପରମେଶ୍ବରଙ୍କ ପାଇଁ ହେଉଛି ଏହା : ଯେଉଁ ଲୋକମାନେ ଉଦ୍ଧାର ପାଇଛନ୍ତି ଏବଂ ଯେଉଁମାନେ ପାଇ ନାହାଁନ୍ତି, ସମାନଙ୍କେ ପାଇଁ ଆମ୍ଭମାନେେ ଖ୍ରୀଷ୍ଟଙ୍କ ମଧୁର ସୁଗନ୍ଧି।
ଆମ୍ଭକୁ ଦତ୍ତ ମହା ପରିତ୍ରାଣ ଅବ ହଳୋ କଲେ, ଆମ୍ଭେ ମଧ୍ଯ ନିଶ୍ଚିତ ଭାବରେ ଦଣ୍ଡ ପାଇବା। ପ୍ରଭୁ ଯୀଶୁଖ୍ରୀଷ୍ଟ ହେଉଛନ୍ତି ପ୍ରଥମ ବ୍ଯକ୍ତି, ୟିଏ ଲୋକମାନଙ୍କୁ ଏହି ପରିତ୍ରାଣ ବିଷୟ ରେ କହିଲେ। ଯେଉଁମାନେ ଶୁଣିଲେ, ସମାନେେ ଆମ୍ଭକୁ ଏହାର ସତ୍ଯତା ପ୍ରମାଣ କରି ଦଖାଇେ ଦେଲେ। ଆଶ୍ଚର୍ୟ୍ଯ କର୍ମ, ନାନାଦି ଚିହ୍ନ ଓ ଅନକେ ପ୍ରକାରର ଅଦ୍ଭୁତ
ସାବଧାନ ରୁହ, ଓ ପରମେଶ୍ବର କଥା କହିଲା ବେଳେ ଶୁଣିବାକୁ ମନା କର ନାହିଁ। ଯେତବେେଳେ ସେ ପୃଥିବୀର ସହେି ଲୋକମାନଙ୍କୁ ସତର୍କ କଲେ, ସେତବେେଳେ ସମାନେେ ତାହାଙ୍କ କଥା ଅଗ୍ରାହ୍ଯ କଲେ। କିନ୍ତୁ ସମାନେେ ରକ୍ଷା ପାଇଲେ ନାହିଁ। ଏବେ ପରମେଶ୍ବର ସ୍ବର୍ଗରୁ କହୁଛନ୍ତି। ଅତଏବ, ଏବେ ଯେଉଁମାନେ ତାହାଙ୍କ ବାକ୍ଯ ଶୁଣିବା ପାଇଁ ମନା କରୁଛନ୍ତି, ତାହା ସମାନଙ୍କେ ଲାଗି ଅତି ଖରାପ ହବେ।