Home Bibles ଆଦି ପୁସ୍ତକ 49:9 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 49:9 · ଓଡ଼ିଆ ବାଇବେଲ

ଯିହୁଦା ଏକ ସିଂହ ପରି ଅଟେ। ହେ ମାହେର ପୁତ୍ର, ତୁମ୍ଭେ ତୁମ୍ଭର ଶିକାରକୁ ବଧ କରିଛ। ସେ ବିଶ୍ରାମ ନବୋ ପାଇଁ ଗଡ଼ିପଡେ। ସେ ସିଂହ ଓ ସିଂହୀର ନ୍ଯାଯ ଶଯନ କଲା। କହେି ତାହାକୁ ଉଠାଇ ପାରବ ନାହିଁ।

Cross references

ଗଣନା ପୁସ୍ତକ 23:24

ଦେଖ ସହେି ଲୋକମାନେ ସିଂହ ବିକ୍ରମ ରେ ଲଢୁଛନ୍ତି। ସମାନେେ ସିଂହ ପରି ଉଠୁଛନ୍ତି। ଯେ ପର୍ୟ୍ଯନ୍ତ ସେ ସିଂହ ଶିକାର ଭୋଜନ ନ କରିଛି ଓ ହତ ଲୋକମାନଙ୍କର ରକ୍ତ ପାନ ନ କରିଛ, ସେ ପର୍ୟ୍ଯନ୍ତ ଶଯନ କରିବ ନାହିଁ।

ଗଣନା ପୁସ୍ତକ 24:9

ଇଶ୍ରାୟେଲ ବସିପଡୁଛି ଓ ସିଂହତୁଲ୍ଯ ଶଯନ କରୁଛି। କିଏ ତାକୁ ଉଠାଇବାକୁ ଯାଉଛି, ଯେକହେି ବ୍ଯକ୍ତି ୟିଏ ତୁମ୍ଭକୁ ଆଶୀର୍ବାଦ କରନ୍ତି, ସେ ଆଶୀର୍ବାଦ ପ୍ରାପ୍ତ ହବେ। ଯେକହେି ବ୍ଯକ୍ତି ତୁମ୍ଭକୁ ଶାପ ଦିଅନ୍ତି, ସେ ଶାପଗ୍ରସ୍ତ ହବେ।

ପ୍ରଥମ ରାଜାବଳୀ 10:20

ଆଉ ସହେି ଛଅ ପାବଛ ଉପରେ ପ୍ରତି ପାବଛର ଦୁଇ ପାଖ ରେ ଦୁଇଟି ଲଖାେଏ ସିଂହମୂର୍ତ୍ତି, ଏହିପରି ବାର ସିଂହମୂର୍ତ୍ତି ଛିଡା ହାଇେଥିଲେ। ଏପରି ସିଂହାସନ କୌଣସି ରାଜ୍ଯ ରେ ପ୍ରସ୍ତୁତ ହାଇେ ନଥିଲା।

ଦିତୀୟ ବଂଶାବଳୀ 9:18

ସହେି ଛଅ ଗୋଟି ପାହାଚ ସିଂହାସନ ନିକଟକୁ ରାସ୍ତା କଢ଼ାଇ ନଲୋ। ସୁନା ରେ ନିର୍ମିତ ଏକ ପାଦପୀଠ ତାହାର ଥିଲା। ସିଂହାସନର ଆସନର ଉଭୟ ପାଶର୍‌ବ ରେ ବାହୁଭରାମାନ ଥିଲା। ପ୍ରେତ୍ୟକକ ବାହୁଭରାର ପାଶର୍‌ବ ରେ ଗୋଟିଏ ଲଖାଏଁେ ସିଂହମୂର୍ତ୍ତି ଦଣ୍ଡାଯମାନ ଥିଲା।

ଯିହିଜିକଲ 19:5

'ତା'ର ମାଆ ଆଶା କରିଥିଲା ସହେି ୟୁବା ସିଂହ ଅଧିପତି ହବେ, ମାତ୍ର ତା'ର ସେ ଆଶା ବିଫଳ ହେଲା। ତେଣୁ ସେ ଆପଣା ଛୁଆମାନଙ୍କ ମଧ୍ଯରୁ ଆଉ ଗୋଟିକୁ ନଇେ ତାକୁ ୟୁବାସିଂହ କଲା।

ହୋଶେୟ 5:4

ଇଶ୍ରାୟେଲର ଲୋକମାନେ ବହୁ ମନ୍ଦ କାର୍ୟ୍ଯ କରିଛନ୍ତି ଏବଂ ସହେିସବୁ ମନ୍ଦ କାର୍ୟ୍ଯ ସମାନଙ୍କେୁ ପରମେଶ୍ବରଙ୍କ ନିକଟକୁ ଫରେିବାଠାରୁ ଦୂ ରଇେ ଦଇେଛି। ସମାନେେ ସର୍ବଦା ପ୍ରତିମାଙ୍କ ପଛ ରେ ଧାଇଁ ବାକୁ ଚିନ୍ତା କରୁଛନ୍ତି। ସମାନେେ ପ୍ରକୃତ ସଦାପ୍ରଭୁଙ୍କୁ ଜାଣୁ ନାହାଁନ୍ତି।

ହୋଶେୟ 5:14

କାହିଁକି ସେ ଏହା ପାରିବେ ନାହିଁ? କାରଣ ଆମ୍ଭେ ସିଂହ ସଦୃଶ ଇଫ୍ରଯିମଙ୍କୁ ଆକ୍ରମଣ କରିବା। ୟୁବାସିଂହ ସଦୃଶ ଆମ୍ଭେ ଯିହୁଦା ରାଜ୍ଯକୁ ଆକ୍ରମଣ କରିବା। ହଁ ଆମ୍ଭେ ସଦାପ୍ରଭୁ, ସମାନଙ୍କେୁ ଖଣ୍ତ ଖଣ୍ତ କରି ଚିରିଦବୋ। ଆମ୍ଭେ ସମାନଙ୍କେୁ ବହୁଦୂରକୁ ନଇୟିବୋ ଏବଂ କହେି ସମାନଙ୍କେୁ ରକ୍ଷା କରିପାରିବେ ନାହିଁ।

ମୀଖା 5:8

ବହୁ ଗୋଷ୍ଠୀ ମଧିଅରେ ବିକ୍ଷିପ୍ତ ହାଇେଥିବା ଯାକୁବର ଅବଶିଷ୍ଟାଂଶ ଜଙ୍ଗଲର ପ୍ରାଣୀମାନଙ୍କ ମଧିଅରେ ସିଂହ ସଦୃଶ ବସବାସ କରିବେ। ଆଉ ମଧ୍ଯ ସମାନେେ ମଷେ ପଲ ରେ ୟୁବା ସିଂହ ସଦୃଶ ଲୋକମାନଙ୍କୁ ଦଳି ପକାଇବେ। ସିଂହ ଜଙ୍ଗଲ ମଧିଅରେ ନିଜ ଇଚ୍ଛା ଅନୁସାରେ ଗତି କରେ ଓ ଯେଉଁ ପ୍ରାଣୀକୁ ଆକ୍ରମଣ କରେ, ତାକୁ କହେି ରକ୍ଷା କରି ପାରିବେ ନାହିଁ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 15:24

ତା'ପରେ ୟୁଗାନ୍ତ ହବେ। ସମସ୍ତ ଶାସକ, କ୍ଷମତା ଓ ଶକ୍ତିଗୁଡ଼ିକୁ ଲୋପ କରିବା ପରେ ଖ୍ରୀଷ୍ଟ ପିତା ପରମେଶ୍ବରଙ୍କ ରାଜତ୍ବ ସମର୍ପଣ କରିବେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 5:5

କିନ୍ତୁ ସହେି ପ୍ରାଚୀନମାନଙ୍କ ମଧ୍ଯରୁ ଜଣେ ମାେତେ କହିଲେ, କାନ୍ଦ ନାହିଁ ! ୟିହୂଦା ବଂଶଜାତ ସିଂହ (ଖ୍ରୀଷ୍ଟ) ଏହି କାର୍ୟ୍ଯ କରିବାକୁ ବିଜଯୀ ହାଇେଛନ୍ତି। ସେ ଦାଉଦଙ୍କ ବଂଶଧର। ସେ ଏହି ଚର୍ମପତ୍ର ଓ ଏହାର ସାତାଟେି ମୁଦ୍ରା ଫିଟାଇବାକୁ ସକ୍ଷମ ଅଟନ୍ତି।

Interlinear

Choose Theme